କ୍ରିକେଟ ପରେ ଏବେ ଫିଲ୍ମ ଜଗତରେ ପାଦ ଥାପିବେ ଇଫ୍ରାନ
ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ଇଫ୍ରାନ ପଠାନ କ୍ରିକେଟ ଜଗତରେ ନିଜ ଜଲୱା ଦେଖାଇ ସାରିବା ପରେ ବର୍ତ୍ତମାନ ଫିଲ୍ମ ଜଗତରେ ପାଦ ଥାପିବାକୁ ଯାଉଛନ୍ତି । ଇଫ୍ରାନ, କ୍ରିକେଟ ପରେ ଫିଲ୍ମ ଜଗତରେ ନିଜ କ୍ୟାରିୟର ଆରମ୍ଭ କରିବାକୁ ଯାଉଥିବାବେଳେ ସେ ଖୁବ ଶୀଘ୍ର ତାଲିମି ଫିଲ୍ମରେ ନଜର ଆସିବେ ବୋଲି…