ବିବାହ ବନ୍ଧନରେ ବାନ୍ଧି ହେଲେ ମନିଷ
ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ମନିଷ ପାଣ୍ଡେ ଗତ ରବିବାର ଦିନ ସଜଦ ମୁସ୍ତାକ ଅଲ୍ଲୀ ଟ୍ରଫିର ଫାଇନାଲ ମ୍ୟାଚ ଖେଳିଥିଲେ । କର୍ଣ୍ଣାଟକ ପାଇଁ ଭାରତୀୟ ଦଳର ଖେଳାଳୀ ମନିଷ ପାଣ୍ଡେ ଅଧିନାୟକତ୍ୱ କରୁଥିବାବେଳେ ସେ ନଟଆଉଟ ରହି ୬୦ ରନର ପାଳି ଖେଳିଥିଲେ, ଯାହାକି ଶେଷ ପର୍ଯ୍ୟନ୍ତ ଦଳକୁ ଜିତାଇବାରେ…