ଅଯୋଧ୍ୟା ନିଷ୍ପତି ଉପରେ ନିଜ ପ୍ରତିକ୍ରିୟା ଦେଲେ ଆରଏସଏସ ପ୍ରମୁଖ ମୋହନ ଭାଗବତ
ଆରଏସଏସ ପ୍ରମୁଖ ମୋହନ ଭାଗବତ ଅଯୋଧ୍ୟା ଜମି ବିବାଦକୁ ନେଇ ସୁପ୍ରିମ କୋର୍ଟଙ୍କ ଦ୍ୱାରା ଆଗତ ହୋଇଥିବା ଐତିହାସିକ ନିଷ୍ପତିକୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଯେ, “ନ୍ୟାୟପାଳିକା ଦେଇଥିବା ନିର୍ଣ୍ଣୟକୁ ଆମେ ସ୍ୱାଗତ ଜଣାଉଛୁ । ଭାଇଚାରା ବଜାଇ ରଖିବା ପ୍ରୟାସକୁ ସ୍ୱାଗତ । ସରକାର ବିବାଦ…