Browsing Tag

khabar-latest

ଡେଙ୍ଗୁରେ ଆକ୍ରାନ୍ତ ଅଛନ୍ତି ସୁଶାନ୍ତ

ନିକଟ କିଛି ଦିନ ତଳେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ ‘ଡ୍ରାଇଭ’ ନେଟଫ୍ଲିକ୍ସରେ ରିଲିଜ ହୋଇଥିବାବେଳେ ଏହି ଫିଲ୍ମରେ ସୁଶାନ୍ତଙ୍କ ବିପରୀତରେ ରହିଛନ୍ତି ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ । ଏହି ଫିଲ୍ମଟି ଦର୍ଶକଙ୍କୁ ସେତେଟା ପସନ୍ଦ ଆସିପାରିନଥିବାବେଳେ ଅନ୍ୟପଟେ ନିର୍ମାତ କରଣ…

ୟୁନେସ୍କୋରେ କାଶ୍ମୀର ଏବଂ ଅଯୋଧ୍ୟା ମାମଲାରେ ପୁଣି ମିଛ କହିଲା ପାକିସ୍ତାନ, କଡା ଜବାବ ଦେଲା ଭାରତ

ପ୍ୟାରିସରେ ଚାଲିଥିବା ୟୁନେସ୍କୋ ସାଧାରଣ ବୈଠକରେ ପାକିସ୍ତାନ ପୁଣିଥରେ ଭାରତ ବିପକ୍ଷରେ ମିଥ୍ୟା ଅପପ୍ରଚାର କରିଥିବାବେଳେ ଅନ୍ୟପଟେ ଭାରତ ଏହାର କଡା ଜବାବ ଦେଇଛି । କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ସମସ୍ତ ଆନ୍ତର୍ଜାତିକ ମଞ୍ଚରେ ନିରାଶ ହେବା ପରେ ପାକିସ୍ତାନ ପୁଣିଥରେ ୪୦ତମ ୟୁନେସ୍କୋ…

ନେହେରୁଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ଦେଶର ଅନେକ ବିଶିଷ୍ଟ ବ୍ୟକ୍ତିଗଣ

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ଅନ୍ୟ ବରିଷ୍ଟ ନେତାଗଣ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟରେ ନେହେରୁଙ୍କ ଜୟନ୍ତୀ…

ସରକାରଙ୍କ ଅସ୍ଥାୟୀ ମଦ ଲାଇସେନ୍ସ ନୀତିକୁ ମଦ ମୁକ୍ତି ଯୁବ ବାହିନୀର ବିରୋଧ

ଭୁବନେଶ୍ୱର : ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ବିବାହ, ମହୋତ୍ସବ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ସମୟରେ ଅସ୍ଥାୟୀ ମଦ ଲାଇସେନ୍ସ ଦେବା ପାଇଁ ଯୋଜନାକୁ ମଦମୁକ୍ତି ଯୁବ ବାହିନୀ ତୀବ୍ର ବିରୋଧ କରିଛି । ଦେଶ ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ବାର୍ଷିକି ପାଳନ କରୁଥିବାବେଳେ ଅବକାରୀ ବିଭାଗର ଏହି…

ଦୀର୍ଘ ୮ ବର୍ଷ ପରେ ପାୱାରଙ୍କୁ ଚଟକଣୀ ମାରିଥିବା ଯୁବକ ହେଲା ଗିରଫ

୨୦୧୧ ମସିହା ଏକା କାର୍ଯ୍ୟକ୍ରମରେ ଏନସିପି ଅଧ୍ୟକ୍ଷ ଶରଦ ପାୱାର ଚଟକଣୀ ମାରିଥିବା ଯୁବକ ଅରବିନ୍ଦର ସିଂହ (ହରବିନ୍ଦର ସିଂହ)ଙ୍କୁ ଦିଲ୍ଲୀ ପୋଲିସ ଦୀର୍ଘ ୮ ବର୍ଷ ପରେ ଗିରଫ କରିଛି । ଏହି ଘଟଣାଟି ଦିଲ୍ଲୀରେ ଏକ କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ଘଟିଥିବାବେଳେ ୨୦୧୪ରୁ ଉକ୍ତ ବ୍ୟକ୍ତି ପଳାତକ…

ସୋସିଆଲ ମିଡିଆରେ ସମାଲୋଚନାର ଶୀକାର ହେଲା ଶିବସେନା

ମହାରାଷ୍ଟ୍ରରେ କିଏ ସରକାର ଗଠନ କରିବ ତାହାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଦ୍ୱିନ୍ଦ ଲାଗି ରହିଥିବାବେଳେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ୧୯ ଦିନ ପରେ ମଧ୍ୟ କୌଣସି ବି ଦଳ ସରକାର ଗଠନ କରିବାକୁ ନେଇ ନିଜ ବହୁମତ ସାବ୍ୟସ୍ତ କରିପାରୁ ନାହାନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା…

ଆହୁରୀ ଦୁଇ ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ରହିବେ ଲତା, କାରଣ କହିଲେ ଭଉଣୀ

ରବିବାର ବିଳମ୍ବିତ ରାତ୍ରିରେ ସ୍ୱର ସାମ୍ରାଗୀ ଲତା ମଙ୍ଗେସକରଙ୍କୁ ଶ୍ୱାସ ପ୍ରଶ୍ୱାସ ନେବାରେ ଉପୁଜୁଥିବା ସମସ୍ୟା ଯୋଗୁଁ ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ଲତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ତାଙ୍କୁ ଘରକୁ ପଠାଇ ଦିଆଯାଇଛି ବୋଲି ଖବର…

ଆମନା ସାମନି ଧକ୍କା ହେଲେ ଦୁଇଟି ଟ୍ରେନ, ୩୦ ଉର୍ଦ୍ଧ ଆହତ

ହାଇଦ୍ରାବାଦରେ ସୋମବାର ଦିନ ଏକ ବଡ ରେଳ ଦୁର୍ଘଟଣା ଘଟିଯାଇଛି । କଚେଗୁଡା ଷ୍ଟେସନ ନିକଟରେ ଦୁଇଟି ଟ୍ରେନ କୋଙ୍ଗୁ ଏକ୍ସପ୍ରେସ ଏବଂ ମଲ୍ଟି-ମଡଲ ଟ୍ରାନ୍ସପୋର୍ଟ ସିଷ୍ଟମ ପରସ୍ପର ସହ ସାମନା ସାମନି ଧକ୍କା ଖାଇବା ଫଳରେ ୩୦ରୁ ଉଦ୍ଧ୍ୱର୍ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ…

ବିଜେପି ଠାରୁ ନିଜ ସଂପର୍କ ଛିନ୍ନ କଲା ଶିବସେନା

ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ନେଇ ରାଜ୍ୟର ରାଜନୀତି ଆହୁରୀ ସରଗରମ ହୋଇପଡିଛି । କାରଣ ବିଜେପି ରବିବାର ଦିନ ରାଜ୍ୟପାଳଙ୍କୁ ସାକ୍ଷାତ କରି ରାଜ୍ୟରେ ସରକାର ଗଠନ କରିବାର ନିଷ୍ପତିରୁ ଓହରି ଥିବାବେଳେ ଏହା ପରେ ଦ୍ୱିତୀୟ ବୃହତ୍ତ ଦଳ ଶିବସେନାକୁ ରାଜ୍ୟରେ ସରକାର ଗଠନ କରିବା ପାଇଁ…

ଇମ୍ରାନ ଖାନଙ୍କୁ ଧନ୍ୟବାଦ ଜଣାଇଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ପଞ୍ଜାବର ଗୁରୁଦାସପୁରରେ କରତାରପୁର କରିଡରର ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ, ଡେରା ବାବା ନାନକସ୍ଥିତ କରିଡରର ଚେକପୋଷ୍ଟରେ ପ୍ରଥମ ପର୍ଯ୍ୟାୟର ୫୫୦ ଶ୍ରଦ୍ଧାଳୁଙ୍କ କରତାରପୁର ପଠାଇଥିବାବେଳେ ସେଠାରେ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମିରନ୍ଦର…