ସୋସିଆଲ ମିଡିଆରେ ସମାଲୋଚନାର ଶୀକାର ହେଲା ଶିବସେନା


ମହାରାଷ୍ଟ୍ରରେ କିଏ ସରକାର ଗଠନ କରିବ ତାହାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଦ୍ୱିନ୍ଦ ଲାଗି ରହିଥିବାବେଳେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ୧୯ ଦିନ ପରେ ମଧ୍ୟ କୌଣସି ବି ଦଳ ସରକାର ଗଠନ କରିବାକୁ ନେଇ ନିଜ ବହୁମତ ସାବ୍ୟସ୍ତ କରିପାରୁ ନାହାନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ସରକାର ଗଠନ ପାଇଁ ପ୍ରସ୍ତାବ ରଖୁଥିବା ଶିବସେନା ବର୍ତ୍ତମାନ ନିଜେ ବହୁମତ ସାବ୍ୟସ୍ତ କରିବାରେ ଅସଫଳ ରହିଛି । ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ୟୁଜର୍ସ ଶିବସେନାକୁ ସମାଲୋଚନା କରିବା ଆରମ୍ଭ କରିଦେଇଥିବାବେଳେ ଆଉ କେତେକ ଶିବସେନା ଅଧ୍ୟକ୍ଷ ଉଧବ ଠାକରେଙ୍କ ମିମିସ କରି ତାଙ୍କୁ କଟାକ୍ଷ କରିବାକୁ ମଧ୍ୟ ପଛାଇ ନାହାନ୍ତି ।
ତେବେ ସୋସିଆଲ ମିଡିଆରେ ଉଧବଙ୍କୁ କଟାକ୍ଷ କରି ୟୁଜର୍ସ କ’ଣ ସେୟାର କରିଛନ୍ତି ଆସନ୍ତୁ ନଜର ପକାଇବା ।


Share It

Comments are closed.