ନାଗରିକତା ସଂଶୋଧନ ବିଲକୁ ବିରୋଧ କରି ନିଜ ପଦବୀରୁ ଇସ୍ତଫା ଦେଲେ ଆଇପିଏସ ଅଧିକାରୀ
ବରିଷ୍ଟ ଆଇପିଏସ ଅଧିକାରୀ ଅବଦୁର ରେହମାନ ନାଗରିକତା ସଂଶୋଧନ ବିଲ ପାସକୁ ବିରୋଧ କରି ନିଜ ଚାକିରିରୁ ଇସ୍ତଫା ଦେଇଛନ୍ତି । ସେ ମହାରାଷ୍ଟ୍ର ମାନବ ଅଧିକାର ଆୟୋଗରେ ଆଇଜିପି ପଦବୀରେ ଥିବାବେଳେ ସେ ଟ୍ୱିଟରେ ଏହି ବିଲକୁ ବିରୋଧ କରି ନିଜ ଚାକିରିରୁ ଇସ୍ତଫା ଦେଇଥିବାର ସୂଚନା ଦେଇଛନ୍ତି । ସେ…