ରାଜୀବ ଗାନ୍ଧୀଙ୍କ ଠାରୁ ଭାରତ ରତ୍ନ ସମ୍ମାନ ଫେରାଇ ଆଣିବା ପାଇଁ ଦାବୀ କଲେ ଶୁଖବୀର ସିଂହ ବାଦଲ


ଶିରୋମଣୀ ଅକାଳି ଦଳର ଅଧ୍ୟକ୍ଷ ଶୁଖବୀର ସିଂହ ବାଦଲ, ତତକାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଦିଆଯାଇଥିବା ଭାରତ ରତ୍ନ ସମ୍ମାନକୁ ଫେରାଇ ନିଆଯାଉ ବୋଲି ଦାବୀ କରିଛନ୍ତି । ଏହା ସହ ଆହୁରୀ ମଧ୍ୟ କହିଛନ୍ତି ଯେ, ‘ମନମୋହନ ସିଂହ ବୟାନରୁ ଜଣାପଡୁଛି ଯେ, ରାଜୀବ ଗାନ୍ଧୀ ନରସଂହାରକୁ ଅଟକାଇବା ପାଇଁ ସେନାକୁ ଆଦେଶ ଦେଇନଥିଲେ । ’

ବାଦଲ ଆହୁର ମଧ୍ୟ ଅଭିଯୋଗ କରିଛନ୍ତି, “ଯେଉଁ ବୈଠକରେ ସେନାକୁ ପଠାଇବା ପାଇଁ ନିଷ୍ପତି ନିଆଯାଇଥିଲା ସେହି ବୈଠକର ଅଧ୍ୟକତା ରାଜୀବ ଗାନ୍ଧୀ କରୁଥିଲେ । ଯଦି ରାଜୀବ ସେନାକୁ ପଠାଇବା ପାଇଁ ନିଷ୍ପତି ନେଇଥାନ୍ତେ ତେବେ ୧୯୮୪ ନରସଂହାର ଘଟଣା ଘଟିଥାନ୍ତା ।”


Share It

Comments are closed.