Browsing Tag

khabar-latest

ଆଜି ବାଜପେୟୀଙ୍କ ୨୫ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମାର ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୨୫ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମାକୁ ଲକ୍ଷେ୍ନøସ୍ଥିତ ଲୋକଭବନରେ ଉନ୍ମୋଚନ କରିବାକୁ ଯାଉଛନ୍ତି । ଆଜି ବାଜପେୟୀଙ୍କ ୯୫ତମ ଜୟନ୍ତୀ । ବାଜପେୟୀ ଦୀର୍ଘ ସମୟ ଧରି ଲକ୍ଷେ୍ନøର ସାଂସଦ ଥିବାବେଳେ ଏହି…

ନିଜର ସହଯୋଗୀଙ୍କ ଠାରୁ ହିଁ ପରାଜୟର ସ୍ୱାଦ ଚାଖିଲେ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ

ସଦ୍ୟ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଝାଡଖଣ୍ଡବାସୀ ବିଜେପିିକୁ ପ୍ରତ୍ୟାଖ୍ୟାନ କରିଥିବାବେଳେ ଅନ୍ୟପଟେ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ମଧ୍ୟ ନିଜ ଆସନରୁ ପରାଜୟର ସ୍ୱାଦ ଚାଖିବାକୁ ପଡିଛି । ଜାମସେଦପୁର ଇଷ୍ଟ ନିର୍ବାଚନମଣ୍ଡଳୀରେ ୧୯୯୫ରୁ କ୍ରମାଗତ ଭାବେ ଜିତି…

ପୁଣିଥରେ ବିଜେପିକୁ କଡା ସମାଲୋଚନା କଲା ଶିବସେନା

ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିର ବଡ ପରାଜୟ ପରେ ଏନେଇ ଶିବସେନା ବିଜେପିକୁ କଡା ସମାଲୋଚନା କରିଛି । ଶିବସେନା, ବିଜେପିକୁ ସମାଲୋଚନା କରି କହିଛି ଯେ, “ବିଜେପି, କଂଗ୍ରେସ ମୁକ୍ତ ଭାରତ ଘୋଷଣା କରୁଥିବାବେଳେ ନିଜେ ହିଁ ସେହି ପାଶରେ ପଶି ଯାଇଛି । କାରଣ ବର୍ତ୍ତମାନ ଭାରତ କଂଗ୍ରେସ…

ସିଏଏ ଏବଂ ଏନଆରସି ପରେ ବର୍ତ୍ତମାନ ଦେଶରେ ଏନପିଆର ଲାଗୁ କରାଇବା ପାଇଁ ଚାହୁଁଛନ୍ତି ମୋଦି ସରକାର

ରାଷ୍ଟ୍ରିୟ ନାଗରିକ ରେଜିଷ୍ଟର (ଏନଆରସି) ଏବଂ ନାଗରିକତା ସଂଶୋଧନ ଆଇନ(ସିଏଏ) ପରେ ବର୍ତ୍ତମାନ ମୋଦି ସରକାର ଦେଶରେ ଏନପିଆର ଲାଗୁ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । କିଛି ଦିନ ପୂର୍ବରୁ ଦେଶର ରେଜିଷ୍ଟାର ଜେନେରାଲ ଏବଂ ଜନଗଣନା ଆୟୁକ୍ତ ବିବେକ ଜୋଶୀ ଏହି ସଂପର୍କରେ ସୂଚନା ଦେଇ…

ଝାଡଖଣ୍ଡରେ ବିଜେପିକୁ ଲାଗିପାରେ ଶକ୍ତ ଝଟକା !

ଝାଡଖଣ୍ଡରେ ୮୧ ବିଧାନସଭା ଲାଗି ନିର୍ବାଚନ ଶେଷ ହୋଇ ସାରିଛି । ତେବେ ଶେଷ ପର୍ଯ୍ୟାୟରେ ୧୬ଟି ଆସନ ପାଇଁ ଭୋଟ ଗ୍ରହଣ କରାଯାଇଥିବାବେଳେ ମୋଟ ଉପରେ ୭୦ % ଭୋଟ ଗ୍ରହଣ ହୋଇଥିବା ଜଣା ପଡିଛି । ତେବେ ନିର୍ବାଚନ ପରେ ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ଏକଜିଟ ପୋଲରେ ଝୁଲ୍ଲା ବିଧାନସଭା ହେବ ବୋଲି…

ସିଏଏ ଏବଂ ଏନଆରସିକୁ ନେଇ ବ୍ୟାପୁଛି ହିଂସାକାଣ୍ଡ, ୧୩ ମୃତ, ଶତାଧିକ ଆହତ

ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ନ୍ୟାସନାଲ ରେଜିଷ୍ଟର ଫର ସିଟିଜେନସିଫକୁ ନେଇ ଉତ୍ତର ପ୍ରଦେଶରେ ଦିନକୁ ଦିନ ହିଂସା ବ୍ୟାପିବାରେ ଲାଗୁଛି । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷେ୍ନø ସମେତ ଦେଶର ବିଭିନ୍ନ ଜିଲ୍ଲାରେ ବିକ୍ଷୋଭକାରୀମାନେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ…

ହସ୍ପିଟାଲ ପହଞ୍ଚି ଅସୁସ୍ଥ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ମନ୍ତ୍ରୀ ‘ରଣେନ୍ଦ୍ର ପ୍ରତାପ ସ୍ୱାଇଁ’

ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଲୋକାଭିମୁଖୀ ୫ଟି କାର୍ଯ୍ୟକ୍ରମ ଆଧାରରେ ଗତକାଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଠଗଡ ମେଡିକାଲରେ ଅନ୍ଧାରିବୀଜେ କରିଛନ୍ତି । ମିଳିଥିବା ସୂଚନା ମୁତାବକ ନିକଟ କିଛି ଦିନ ତଳେ ଖୁଣ୍ଟୁଣୀସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୦ରୁ…

ବାହା ନହେବାରୁ ପ୍ରେମିକକୁ ହାଣି ହତ୍ୟା କଲା ପ୍ରେମିକା

ପ୍ରେମ ପ୍ରତାରଣାରୁ ହତ୍ୟା । ଆଉ ତା’ପରେ ଥାନାରେ ପ୍ରେମିକାର ଆତ୍ମସମର୍ପଣ । ଏମିତି ଏକ ଘଟଣା ବାଲେଶ୍ୱର ଜିଲ୍ଲାର ଗୁଡିପଦା ଅଞ୍ଚଳରେ ଘଟିଥିବାବେଳେ ମୃତ ବ୍ୟକ୍ତି ଜଣକ ହେଲେ ବାଢା ମାରାଣ୍ଡି । ମିଳିଥିବା ସୂଚନା ମୁତାବକ ଉକ୍ତ ବ୍ୟକ୍ତି ଜଣକ ପୂର୍ବରୁ ବିବାହିତ ଏବଂ ଦୁଇଟି ସନ୍ତାନ ବାପା…

ସିଏଏକୁ ବିରୋଧ କରି ‘ସାବଧାନ ଇଣ୍ଡିଆ’ରୁ ବିଦାହେଲେ ସୁଶାନ୍ତ

ନାଗରିକତ୍ୱ ସଂଶୋଧନ ବିଲକୁ ବିରୋଧ କରି ସାରା ଦେଶରେ ବର୍ତ୍ତମାନ ନିଆଁ ଜଳୁଥିବାବେଳେ ଏହା ଥମିବାର ନା’ ନେଉ ନାହିଁ । ଏହି ବିଲକୁ ବିରୋଧ କରି ଦିନକୁ ଦିନ ନୂଆ ଚେହେରା ସାମନାକୁ ଆସୁଥିବାବେଳେ ଏହି ଆନ୍ଦୋଳନରେ ବର୍ତ୍ତମାନ ଆଉ ଜଣେ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଛନ୍ତି । ସେହି ବ୍ୟକ୍ତି ଜଣକ…

କାର୍ଗିଲ ଯୁଦ୍ଧର ଖଳନାୟକଙ୍କୁ ଫାଶୀଦଣ୍ଡ

କାର୍ଗିଲ ଯୁଦ୍ଧର ଖଳନାୟକଙ୍କୁ ତଥା ଭାରତ ବିରୋଧରେ ବାରମ୍ବାର ପରମାଣୁ ଧମକ ଦେଉଥିବା ଏବଂ କାଶ୍ମୀରରେ ବିଚ୍ଛିନ୍ନବାଦୀନେତାଙ୍କୁ ସମର୍ଥନ ଦେଉଥିବା ପାକିସ୍ତାନର ଏକଛତ୍ର ସାମରିକ ଶାସକ ପରଭେଜ ମୁସାରଫଙ୍କୁ ଫାଶୀଦଣ୍ଡାଦେଶ ଦିଆଯାଇଛି । ଗତ ୨୦୦୭ ନଭେମ୍ବର ୩ ତାରିଖରେ ପାକିସ୍ତାନରେ ମନମୁଖୀ…