Browsing Tag

khabar-latest

ଦେଶରେ ବେଲଗାମ ହେଉଛି କରୋନା: ଗତ ୨୪ ଘଣ୍ଟା ମଧ୍ୟରେ ୯୦,୧୨୩ ନୂଆ ମାମଲା, ୧୨୯୦ ଜଣଙ୍କ ମୃତ୍ୟୁ

କରୋନା ସଂକ୍ରମଣ ମାମଲାରେ ଦେଶରେ ପୁଣି ବୃଦ୍ଧି ଦେଖାଦେଇଛି। ବୁଧବାର ଦିନ, ୯୦,୧୨୩ ନୂତନ ମାମଲା ଚିହ୍ନଟ ହୋଇଛି। ଏହି ନୂତନ ମାମଲା ସହିତ ଦେଶରେ କୋଭିଡ-୧୯ ରୋଗୀଙ୍କ ସଂଖ୍ୟା ୫୦ ଲକ୍ଷ ଅତିକ୍ରମ କରିଛି। କିନ୍ତୁ, ଏହା ଆଶ୍ବସ୍ତିର ବିଷୟ ଯେ ଏପର୍ଯ୍ୟନ୍ତ ୩୯ ଲକ୍ଷ ୪୨ ହଜାରରୁ ଅଧିକ ଲୋକ…

କରୋନା ଟିକା ଦୌଡ଼ରେ ଆଗରେ ଚୀନ! ନଭେମ୍ବର ସୁଦ୍ଧା କରୋନା ଟିକା ଉପଲବ୍ଧ କରାଇବାର ଦାବି

ଚାଇନାରେ ପ୍ରସ୍ତୁତ କରୋନା ଟିକା ନଭେମ୍ବରରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହୋଇପାରେ | ଚାଇନାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ରାଏଟର୍ସ ରିପୋର୍ଟ ଅନୁଯାୟୀ, ୪ଟି ଚାଇନିଜ୍ କରୋନା ଟିକା କ୍ଲିନିକାଲ୍ ପରୀକ୍ଷଣର ଶେଷ ପର୍ଯ୍ୟାୟରେ ଅଛି।…

କଡ଼ାକଡ଼ି ଲକଡାଉନର ଆଉ ଏକ ପର୍ଯ୍ୟାୟ! ଏହି ଦେଶରେ ପୁଣି ଲାଗୁ କରାଗଲା ୨୧ ଦିନର ଲକଡାଉନ

ବିଶ୍ୱରେ କରୋନା ଭାଇରସ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି | ଅନେକ ଦେଶରେ କିଛି ଦିନ ପାଇଁ ନୂଆ ସଂକ୍ରମଣ ମାମଲା ହ୍ରାସ ପାଇଛି, କିନ୍ତୁ ପୁନର୍ବାର ମାମଲା ବଢ଼ବାରେ ଲାଗିଛି। ଏହି କାରଣରୁ, ବିଶ୍ୱରେ ଆଉ ଏକ ପର୍ଯ୍ୟାୟ ପ୍ରତିବନ୍ଧକ ଆରମ୍ଭ କରିବାର ବିପଦ ଦେଖାଦେଇଛି | ଇସ୍ରାଏଲ ବିଶ୍ୱର…

ଖୁସିଖବର: ପଶୁମାନଙ୍କ ଉପରେ ସ୍ୱଦେଶୀ କରୋନା ଟିକାର ସଫଳ ପରୀକ୍ଷଣ

ଦେଶରେ କରୋନା ସଂକ୍ରମଣ କ୍ଷେତ୍ରରେ କ୍ରମାଗତ ବୃଦ୍ଧି ଘଟିବାରେ ଲାଗିଛି। ଏହି ସମୟରେ, ଭାରତ ବାୟୋଟେକର କରୋନା ଟିକା 'କୋଭାକ୍ସିନ୍'ର ବିକାଶ ସହ ଜଡିତ ଏକ ଖୁସି ଖବର ସାମ୍ନାକୁ ଆସିଛି। ଭାରତ ବାୟୋଟେକ୍ ଘୋଷଣା କରିଛି ଯେ ପଶୁମାନଙ୍କ ଉପରେ ଏହାର କରୋନା ଟିକା 'କୋଭାକ୍ସିନ୍'ର ପରୀକ୍ଷଣ ସଫଳ…

ଡ୍ରଗ୍ସ ମାମଲାରେ ରୀୟାଙ୍କ ଦ୍ୱାରା ଖୁଲାସା କରାଯାଇଥିବା ୨୫ ବଲିଉଡ ଷ୍ଟାରଙ୍କ ଲିଷ୍ଟରେ ସାରା ଅଲ୍ଲୀ ଖାନ ଓ ରକୁଲ…

ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବିର)ର ଯାଂଚ ଜାରି ରହିଛି । ଏହି ମାମଲାରେ ରୀୟା ଚକ୍ରବର୍ତୀ ଗିରଫ ହେବା ପରେ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ଜେଲରେ ରଖାଯାଇଛି । ତାଜା ରିପୋର୍ଟ ଅନୁଯାୟୀ ରୀୟା ଚକ୍ରବର୍ତୀ ବି-ଟାଉନର ୨୫ ଜଣ…

ଚାଇନାର ବୈଜ୍ଞାନିକଙ୍କ ଚାଂଚଲ୍ୟକର ଖୁଲାସା କହିଲେ – ଚାଇନା ଦ୍ୱାରା ନିର୍ମିତ କରୋନା ଭାଇରସ, ମୋ ପାଖରେ ରହିଛି…

ଚାଇନାରୁ କରୋନା ଭାଇରସର ଉତ୍ପତ୍ତି ବିଷୟରେ କ୍ରମାଗତ ପ୍ରଶ୍ନ ଉଠିଛି। ଆମେରିକା ଠାରୁ ୟୁରୋପ ପର୍ଯ୍ୟନ୍ତ ଅନେକ ଦେଶ ଏହି ବିପଜ୍ଜନକ ଭାଇରସର ଉତ୍ପତ୍ତି ପାଇଁ ଚୀନ୍ କୁ ଦାୟୀ କରୁଛନ୍ତି। ଏହି କ୍ରମରେ, ବର୍ତ୍ତମାନ ଚୀନ୍ ସରକାରଙ୍କ ଧମକ ପରେ ଆମେରିକାରେ ଆସି ରହୁଥିବା ଚାଇନାର ମହିଳା…

ଦେଶରେ ତୀବ୍ର ହେଉଛି କରୋନା ସଂକ୍ରମଣ, ଗତ ୨୪ ଘଂଟା ମଧ୍ୟରେ ୯୭,୫୭୦ ପଜିଟିଭ ଚିହ୍ନଟ

ଦେଶରେ କ୍ରମାଗତ ତୃତୀୟ ଦିନ ପାଇଁ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ଦେଖାଦେଇଛି। ଏହା ହେଉଛି ତୃତୀୟ ଦିନ ଯେତେବେଳେ ଗୋଟିଏ ଦିନରେ ୯୫ ହଜାରରୁ ଅଧିକ ନୂଆ ମାମଲା ରିପୋର୍ଟ ହୋଇଛି। ଶନିବାର ଦିନ ୯୭,୫୭୦ ନୂତନ ମାମଲା ଚିହ୍ନଟ ହୋଇଛି। ଏହି ନୂତନ ମାମଲା ସହିତ ଦେଶରେ କୋଭିଡ-୧୯ ରୋଗୀଙ୍କ…

ଭାରତ ଓ ଜାପାନ ମଧ୍ୟରେ ଐତିହାସିକ ଚୁକ୍ତି, ଏବେ ଆହୁରି ବଢ଼ିଯିବ ଚୀନର ସମସ୍ୟା

ଭାରତ ଏବଂ ଜାପାନ ଏପରି ଚୁକ୍ତି କରିଛନ୍ତି ଯେଉଁଥିପାଇଁ ଚୀନକୁ ଏକ ବଡ଼ ଝଟକା ଲାଗିପାରେ। କାରଣ ଏହି ଚୁକ୍ତି ପରେ ଚୀନ କୌଣସି କାର୍ଯ୍ୟ କରିବା ପୂର୍ବରୁ ଅନେକ ଥର ଚିନ୍ତା କରିବ | ଭାରତ ଏବଂ ଜାପାନ ମଧ୍ୟରେ ଏହି ଚୁକ୍ତି ସାମରିକ ବାହିନୀର ଯୋଗାଣ ଏବଂ ସେବା ଆଦାନପ୍ରଦାନ ବିଷୟରେ | ଅର୍ଥାତ୍…

ଶିବସେନାକୁ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ଟାର୍ଗେଟ, କହିଲେ:ଦାଉଦର ଘର ଛାଡ଼ିଦେଲ ହେଲେ କଙ୍ଗନାଙ୍କର ଭାଙ୍ଗିଦେଲ…

ମହାରାଷ୍ଟ୍ର ସରକାର ଓ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ମଧ୍ୟରେ ଏବେ ଟଣାଓଟରା ଜାରି ରହିଛି । ଏହା ମଧ୍ୟରେ ମୁମ୍ବାଇ ପୋଲିସ ପକ୍ଷରୁ କଙ୍ଗନାଙ୍କ ବିରୁଦ୍ଧରେ ଡ୍ରଗ୍ସ ମାମଲାର ଯାଂଚ ଆରମ୍ଭ ହୋଇଯାଇଛି । ଏହି ମାମଲାର ଯାଂଚ କରିବା ପାଇଁ ମୁମ୍ବାଇ ପୋଲିସକୁ ମହାରାଷ୍ଟ୍ର ସରକାରଙ୍କ ଠାରୁ…

ଚୀନର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବା ପାଇଁ ଏଲଏସିରେ ଭାରତୀୟ ସେନା ପ୍ରସ୍ତୁତ, ବଢ଼ାଇଲା ବୋଫର୍ସ ନିୟୋଜିନ

ମସ୍କୋରେ ଭାରତ ଏବଂ ଚୀନର ବୈଦେଶିକ ମନ୍ତ୍ରୀମାନଙ୍କ ମଧ୍ୟରେ ଏକ ବ ଟୈଠକ ହୋଇଛି। ଗୋଟିଏ ପଟେ ଚୀନ୍ ଭାରତ ସହ କଥାବାର୍ତ୍ତା ଜାରି ରଖିଥିବାବେଳେ, ଅନ୍ୟ ପଟେ ପେଙ୍ଗୋଙ୍ଗ ଅଞ୍ଚଳରେ ଏହାର ସେନା ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଭାରତୀୟ ସେନା ବର୍ତ୍ତମାନ ବାସ୍ତବିକ ନିୟନ୍ତ୍ରଣ…