ଆସନ୍ତୁ ଜାଣିବା ଖଜୁରୀର କେତୋଟି ଗୁଣକାରୀ ଉପାଦାନ ବିଷୟରେ
ଖଜୁରୀ ଅନେକ ପୋଷଣରେ ଭରପୂର ଅଟେ । ଏଗୁଡ଼ିକ ଶୁଷ୍କ ହେଲେ ମଧ୍ୟ ଏଥିରେ ଥିବା କ୍ୟାଲୋରୀ ପରିମାଣ ଅନ୍ୟାନ୍ୟ ସତେଜ ଫଳ ଠାରୁ ମଧ୍ୟ ଅଧିକ । ଏହା ବ୍ୟତୀତ ଖଜୁରୀରେ କେତେକ ଦରକାରୀ ଭିଟାମିନ ଏବଂ ମିନେରାଲ ସମେତ ନିର୍ଦ୍ଧିଷ୍ଟ ପରିମାଣର ଫାଇବର ମଧ୍ୟ ରହିଥାଏ । ଆଣ୍ଟି ଅକ୍ସିଡାଣ୍ଟରେ ଭରପୁର…