ପ୍ରିୟଙ୍କା ଗାନ୍ଧୀଙ୍କ ୪୭ତମ ଜନ୍ମ ଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ସଂପର୍କରେ କିଛି କଥା
ଆଜି ହେଉଛି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଝିଅ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ୪୭ତମ ଜନ୍ମ ଦିନ । ୧୨ ଜାନୁଆରୀ ୧୯୭୨ରେ ଜନ୍ମ ଗ୍ରହଣ କରିଥିବା ପ୍ରିୟଙ୍କା ଗାନ୍ଧୀଙ୍କର ଆଜି ହେଉଛି ୪୭ ତମ ଜନ୍ମ ଦିନ । ତେବେ ତାଙ୍କର ଏହି ଜନ୍ମ ଦିନ ଅବସରରେ…