ଖେଳାଳୀଙ୍କ ସହ ମିଶି ଫୁଟବଲ ଖେଳିଲା ବଳଦ, ଭିଡିଓ ଭାଇରାଲ
ଆପଣଙ୍କୁ କେବେ ଏକ ବଳଦ, ଫୁଟବୁଲ ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଯଦି ଦେଖି ନାହନ୍ତି ତେବେ ଏହି ଭିଡିଓରେ ଦେଖନ୍ତୁ କିପରି ଏକ ବଳଦ ଖୁବ ଆନନ୍ଦର ସହ ପଡିଆରେ ଫୁଟବଲ ଖେଳୁଛି । ବଳଦ, ଫୁଟବଲ ଖେଳୁଥିବା ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହୋଇଥିବାବେଳେ ଏହା…