ଏଭଳି ସ୍ଥାନ ଯେଉଁଠାରେ ପଶୁମାନେ ମଧ୍ୟ କରିଥାନ୍ତି ରକ୍ତଦାନ
ମଣିଷଙ୍କ ପାଇଁ ବ୍ଳଡବ୍ୟାଙ୍କ ରହିବା ସାଧାରଣ କଥା କିନ୍ତୁ କଣ ଆପଣ କେବେ ପଶୁମାନଙ୍କର ବ୍ଲଡବ୍ୟାଙ୍କ ବିଷୟରେ ଶୁଣିଛନ୍ତି । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଯେ ଦୁନିଆରେ ଏମିତି ଅନେକ ‘ପେଟ ବ୍ଲଡବ୍ୟାଙ୍କ’ ରହିଛି । ଏହି ବ୍ଲଡବ୍ୟାଙ୍କରେ ମୁଖ୍ୟତଃ ବିଲେଇ ଏବଂ କୁକୁର ମାନଙ୍କର ରକ୍ତ…