Browsing Tag

Bises-latest

ନୂଆ ଜୀବନ ଦେଲା ପ୍ଲାଷ୍ଟିକ ସର୍ଜରୀ

ଭୁବନେଶ୍ୱର : ସଡକ ଦୁର୍ଘଟଣା ଦୁର୍ଭାଗ୍ୟଜନକ ଘଟଣା ହୋଇଥାଏ । ସଠିକ ସମୟରେ ଚିକିତ୍ସା ନମିଳିବା ପରିସ୍ଥିତିକୁ ଅଧିକ ସଂଗୀନ କରିଦେଇଥାଏ । ତେବେ ବିଆର ଲାଇଫ୍ କଳିଙ୍ଗ ସୁପର ସ୍ପେଶିଆଲିଟି ହସପିଟାଲ ଡାକ୍ତର ଏଭଳି ଜଣେ ଦୁର୍ଘଟଣାର ଶୀକାର ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ପାରିଛନ୍ତି ଯାହାଙ୍କୁ…

କୌଣସି ରାଜକୁମାରୀ ନୁହେଁ ଏହା ହେଉଛି ଏକ କେକ୍ , ଯାହାର ପ୍ରକୃତ ମୂଲ୍ୟ ଜାଣିଲେ ଆପଣଙ୍କ ହୋସ ଉଡିଯିବ

ଆପଣ ବିଭିନ୍ନ ପ୍ରକାରର କେକ୍ ଦେଖିଥିବେ କିନ୍ତୁ କେବେ ମଣିଷ ଭଳି ଦେଖାଯାଉଥିବା କେକକୁ ଦେଖିଛନ୍ତି କି ? ଆଜ୍ଞା ହଁ ଠିକ ଏଭଳି ଏକ କେକ୍ ଦୁବାଇର କେକ୍ ଡିଜାଇନର ‘ଡେବି ବିନ୍ଧନ’ ପ୍ରସ୍ତୁତ କରିଛନ୍ତି, ଯାହାକି ଜଣେ ସୁନ୍ଦର ରାଜକୁମାରୀଙ୍କ ପରି ଦେଖାଯାଉଛି । ଏହି କେକର ମୂଲ୍ୟ ଏତେ ବେଶୀ ଯେ…

ଶିଶୁ ଦିବସ ଅବସରରେ ନେହେରୁଙ୍କର କେତୋଟି ଗୁରୁତ୍ୱପୂର୍ଣ୍ଣ ବିଚାର ସଂପର୍କରେ ଆସନ୍ତୁ ଜାଣିବା

ଜବାହାରଲାଲ ନେହେରୁ ପିଲାମାନଙ୍କୁ ଦେଶର ଆଗାମୀ ଭବିଷ୍ୟତ ବୋଲି ସମ୍ବୋଧନ କରୁଥିଲେ । ଶ୍ରୀ ନେହେରୁଙ୍କ ଜନ୍ମ ୧୪ ନଭେମ୍ବର ୧୮୮୯ରେ ହୋଇଥିବାବେଳେ ସେ ୧୯୩୦ ଏବଂ ୧୯୪୦ ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସବୁ ବର୍ଷ ଭଳି ଚଳିତ ମଧ୍ୟ ନେହେରୁଙ୍କ ଜନ୍ମ…

ଆପଣଙ୍କ ଜୀବନରେ ଘଟିବାକୁ ଯାଉଥିବା ଅଘଟଣଗୁଡ଼ିକର ସୂଚନା ଦେଇଥାଏ ଏହିସବୁ ସଙ୍କେତ

ଅନେକ ଲୋକ ଜ୍ୟୋତିଷ ଗଣନା ଦ୍ୱାରା ଜୀବନରେ ଘଟୁଥିବା ଘଟଣାର ବିଶ୍ୱାସ କରୁଥିବା ବେଳେ ଅନେକ ଅବିଶ୍ୱାସ ମଧ୍ୟ କରିଥାନ୍ତି । ଆସୁଥିବା ସମୟରେ କଣ ହେବାକୁ ଯାଉଛି ଏହା ସମ୍ବନ୍ଧରେ ଅଳ୍ପବହୁତ ସୂଚନା ଜ୍ୟୋତିଷ ବିଦ୍ୟା ସାହାଯ୍ୟରେ ମିଳିଯାଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସଙ୍କେତରୁ ଜଣଙ୍କ…

ଦୁନିଆର ସବୁଠାରୁ ବଡ଼ ହୀରା ଖଣି , ଯେଉଁଠାରେ ଘଟିଥାଏ ଅନେକ ଅଜବ ଘଟଣା

ପୂର୍ବ ସାଇବେରିଆରେ ଅବସ୍ଥିିତ ଏହି ‘ମିରନି ମାଇନ’ ହେଉଛି ଦୁନିଆର ସବୁଠାରୁ ବଡ଼ ହୀରା ଖଣି, ଯାହାକି ୧୭୨୨ ଫୁଟ ଗଭୀର ଏବଂ ୩୯୦୦ ଫୁଟ ଚଉଡ଼ା ଅଟେ । ଏଠାରୁ ଅକଳନୀୟ ହୀରା ବାହାରିଥାଏ । ଏହା ଦୁନିଆର ଦ୍ୱିତୀୟ ସର୍ବବୃହତ ମନୁଷ୍ୟ ନିର୍ମିତ ଗର୍ତ ମଧ୍ୟ । ଏହାକୁ ୧୩ ଜୁନ, ୧୯୫୫ ମସିହାରେ ସୋଭିଏତ…

‘ଲିମକା ବୁକ୍ ଅଫ ରେକର୍ଡ’ରେ ସ୍ଥାନ ପାଇଲା ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ବିରଳ ଅସ୍ତ୍ରୋପଚାର

ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସଫଳତାର ସହ କରାଯାଇଥିବା ବିରଳ ଯୋଡାମୁଣ୍ଡ ଅସ୍ତ୍ରୋପଚାର ଘଟଣା ଲିମକା ବୁକ ଅଫ ରେକର୍ଡ ୨୦୨୦ ସଂସ୍କରଣରେ ସ୍ଥାନ ପାଇଛି । ୨୦୧୭ ଦିଲ୍ଲୀ ଏମ୍ସ ଠାରେ ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କର ସଫଳତାର ସହ…

ଡାଇପର ପିନ୍ଧା ବୟସରେ ଧୂଆଁଧାର ବ୍ୟାଟିଙ୍ଗ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କଲା ଏହି କୁନି ପିଲା, ଭିଡିଓ ଭାଇରାଲ

‘ଜଙ୍ଗଲ ଜଙ୍ଗଲ ପତା ଚଲା ହେ, ଚଡି ପେହନକର ଫୁଲ ଖିଲା ହେ’ ଜଙ୍ଗଲ ବୁକ କାର୍ଟୁନର ଏହି ଗୀତଟି ସମସ୍ତଙ୍କ ପସନ୍ଦଯୋଗ୍ୟ ଅଟେ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ ପିଲା ପର୍ଯ୍ୟନ୍ତ ସମସ୍ତେ ଏହି ଗୀତର ଦିୱାନା ଅଟନ୍ତି । ଏହି ଗୀତଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓଟି…

ଆଜି କାର୍ତ୍ତିକ ପୂର୍ଣ୍ଣିମାରେ କିଛି ଏପରି ରହିଛି ଗ୍ରହଯୋଗ,ଜାଣନ୍ତୁ ଏହାର ଶୁଭଫଳ

ଆଜି ହେଈଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହା କାର୍ତ୍ତିିକ ମାସର ଅନ୍ତିମ ଦିନ ତଥା ଗୁରୁନାନକଙ୍କର ୫୫୦ତ୍ତମ ଜୟନ୍ତୀ ମଧ୍ୟ । ଆମ ହିନ୍ଦୁ ଶାସ୍ତ୍ରରେ କାର୍ତ୍ତିକ ମାସର ବିଶେଷ ମହତ୍ୱ ରହିଥାଏ । ଏହି ମାସ ଭଗବାନଙ୍କୁ ଧ୍ୟାନ, ସ୍ନାନ ଏବଂ ଦାନର ମାସ ବୋଲି ମାନ୍ୟତା ରହିଛି । କାର୍ତ୍ତିକ…

ହ୍ରଦରେ ମଣିଷ ଋପି ମାଛ ପହଁରୁଥିବାର ଭିଡିଓ ହେଲା ଭାଇରାଲ

ବେଳେବେଳେ ଆମର ଆମନା ସାମନି ଏଭଳି କେତେକ ଜୀବନ ସହ ହୋଇଯାଇଥାଏ, ଯାହାକୁ ଦେଖି ମଧ୍ୟ ଆମେ ନିଜ ଆଖି ଉପରେ ବିଶ୍ୱାସ କରିପାରି ନଥାଉ । ଠିକ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଚୀନ ଏକ ଗାଁରେ । ଗୋଟିଏ ହ୍ରଦରେ ମଣିଷ ରୂପି ଏକ ମାଛ ପହଁରୁଥିବାର ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହାକୁ…

ଭ୍ରମଣରେ ଆସିଥିବାବେଳେ ସାର୍କର ଶୀକାର ହେଲେ ନବବିବାହିତ ବ୍ୟକ୍ତି

ଷ୍କଟଲ୍ୟାଣ୍ଡର ଜଣେ ପର୍ଯ୍ୟଟକ ଭାରତ ମହାସାଗରକୁ ଭ୍ରମଣରେ ଆସିଥିଲେ । ଏହି ଦୀପ ମାଡେଷ୍କାରରୁ ୮୦୦ କି.ମି ଦୂରରେ ଥିବାବେଳେ ଉକ୍ତ ବ୍ୟକ୍ତି ଜଣକ ସମୁଦ୍ରରେ ପହଁରୁଥିବା ସମୟରେ ହଠାତ ସେଠାରୁ ନିଖୋଜ ହୋଇଯାଇଥିବାର ଖବର ସାମନାକୁ ଆସିଥିଲା । ଏହା ପରେ ଉକ୍ତ ମହାସାଗରର ବେଳାଭୂମି ନିକଟରେ ଏକ…