ସୋସିଆଲ ମିଡିଆରେ ହାଇଦ୍ରାବାଦ ଏନକାଉଣ୍ଟର ଫଟୋ ବଦଳରେ ଚନ୍ଦନ ତଷ୍କରୀଙ୍କ ଏନକାଉଣ୍ଟର ଛବି ହେଲା ଭାଇରାଲ
ହାଇଦ୍ରାବାଦର ସାଦନଗରରେ ପ୍ରାଣୀ ଡାକ୍ତରୀଙ୍କୁ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିଥିବା ୪ ଦୁଷ୍କର୍ମକାରୀଙ୍କୁ ତେଲେଙ୍ଗାନା ପୋଲିସ ଗୁଳି କରି ହତ୍ୟା କରିଥିବାବେଳେ ସାରା ଦେଶରେ ଏହି କୃତ୍ତ କାର୍ଯ୍ୟ ପୋଲିସକୁ ପ୍ରଶଂସାର ସୁଅ ମଧ୍ୟ ଛୁଟିବାରେ ଲାଗିଲାଣି । ତେବେ ସୋସିଆଲ ମିଡିଆରେ ଏହି…