Browsing Tag

banijya-latest

ଆସିଗଲା ବିଗ୍‌ବଜାରର ‘ଦି ଗ୍ରେଟ୍ ଏକ୍ସଚେଞ୍ଜ’ ଅଫର

ଭାରତର ଅଗ୍ରଣୀ ହାଇପର୍ ମାର୍କେଟ ସୃଙ୍ଖଳ ବିଗ୍ ବଜାର ପକ୍ଷରୁ ‘ଦି ଗ୍ରେଟ୍ ଏକ୍ସଚେଞ୍ଜ’ ଅଫରର ଘୋଷଣା କରାଯାଇଛି । ଏହି ଅଫର ସମୟରେ ଗ୍ରାହକମାନେ ସେମାନଙ୍କ ପୁରୁଣା ଜିନିଷକୁ ବଦଳ କରି ଆକର୍ଷଣୀୟ ରିହାତି କୁପନ ମାଧ୍ୟମରେ ନୂତନ ଜିନିଷ କ୍ରୟ କରିପାରିବେ । ଯେପରିକି ପୁରୁଣା ଖବରକାଗଜ ପାଇଁ…

ଭାରତରେ ଲଞ୍ଚ ହେଲା ରିଅଲ୍‌ମିର ପ୍ରଥମ ୫ଜି ସ୍ମାର୍ଟଫୋନ୍‌

ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ୍ ବ୍ରାଣ୍ଡ ରିଅଲ୍‌ମି ଏହାର ପ୍ରଥମ ୫ଜି ଫୋନ୍‌ର ଶୁଭାରମ୍ଭ କରିଛି, ଯାହାକି ଏହି ଫ୍ଲାଗ୍‌ସିପ ମଡେଲର ପ୍ରଥମ ବ୍ୟାଚ୍ ହୋଇଥିବା ବେଳେ କ୍ୱାଲ୍‌କମ୍ ସ୍ନାପ୍‌ଡ୍ରାଗନ ୮୬୫ ୫ଜି ମୋବାଇଲ ପ୍ଲାଟ୍‌ଫର୍ମ ଦ୍ୱାରା ପରିଚାଳିତ ଓ ଏନ୍‌ଏସ୍‌ଏ/ଏସ୍‌ଏ ୫ଜି ନେଟ୍‌ୱର୍କକୁ…

ହାୟର ଇଣ୍ଡିଆ ପକ୍ଷରୁ ୮୩ଟି ନୂତନ ପିଢି ଉତ୍ପାଦର ଶୁଭାରମ୍ଭ

ଆନ୍ତର୍ଜାତୀୟ ହୋମ୍ ଆପ୍ଲାଏନ୍ସେସ୍ ଓ ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ ତଥା ବିଶ୍ୱର ଏକ ନମ୍ବର ବୃହତ୍ ଆପ୍ଲାଏନ୍ସେସ୍ ବ୍ରାଣ୍ଡ, ହାୟର୍ ପକ୍ଷରୁ ୮୩ଟି ନୂତନ ଉତ୍ପାଦ ଶୁଭାରମ୍ଭ କରାଯିବା ସହ ହୋମ୍ ଆପ୍ଲାଏନ୍ସେସ୍ ଶିଳ୍ପରେ ଆଇଓଟି ଯୁଗର ବିସ୍ତାର ପାଇଁ ଏହାର ଯୋଜନା ସମ୍ପର୍କରେ ଘୋଷଣା…

ବଜାରକୁ ଆସିଲା ପାନାସୋନିକର ନୂଆ କନେକ୍ଟେଡ୍ ଏସି

ବିବିଧ ଟେକ୍ନୋଲୋଜି କମ୍ପାନୀ ପାନାସୋନିକ୍ ଇଣ୍ଡିଆ ପକ୍ଷରୁ ଆଜି ଏହାର ନୂତନ ପ୍ୟୁଚରିଷ୍ଟିକ୍ ରେଞ୍ଜ୍‌ର କନେକ୍ଟେଡ୍ ଏୟାର କଣ୍ଡିସ୍‌ନର୍‌ର ଶୁଭାରମ୍ଭ କରାଯାଇଛି । ଏହି ନୂତନ ରେଞ୍ଜର ଏସି ସମସ୍ତ ପାନାସୋନିକ୍ ବ୍ରାଣ୍ଡ ସପ୍‌, ବୃହତ୍ ଖୁଚୁରା ଆଉଟ୍‌ଲେଟ୍‌, ଆମାଜନ୍‌, ଫ୍ଲିପ୍‌କାର୍ଟ ଭଳି…

ହୋମଟାଉନ୍ ପକ୍ଷରୁ ପୁଣିଥରେ ସ୍ୱତନ୍ତ୍ର ‘ମାନୋ ୟା ନା ମାନୋ’ ସେଲ୍

ଭୁବନେଶ୍ୱର: ଭାରତର ଲୋକପ୍ରିୟ ହୋମ୍ ଷ୍ଟୋର୍‌, ହୋମ୍ ଟାଉନ୍ ପକ୍ଷରୁ ପୁଣିଥରେ ସ୍ୱତନ୍ତ୍ର ‘ମାନୋ ୟା ନା ମାନୋ’ ସେଲ୍ ଭୁବନେଶ୍ୱର ଷ୍ଟୋରରେ (ସତ୍ୟନଗର,କେନ୍ଦ୍ରୀୟ ବିଦ୍ୟାଳୟ ବିପରୀତରେ) ଆରମ୍ଭ କରାଯାଇଛି । ଭୁବନେଶ୍ୱର ହୋମ୍ ଟାଉନ୍ ଷ୍ଟୋର୍ ହେଉଛି କମ୍ପାନୀର ଭାରତରେ ଅନ୍ୟତମ ସର୍ବବୃହତ୍…

ଯାଜପୁରରେ କୋବର ୪୫୦ତ୍ତମ ଷ୍ଟୋରର ଶୁଭାରମ୍ଭ

ଯାଜପୁର/ଭୁବନେଶ୍ୱର: ଭାରତର ଅଗ୍ରଣୀ ପୁରୁଷ ପୋଷାକ ଫ୍ୟାସନ୍ ବ୍ରାଣ୍ଡ୍‌, କୋବ୍ ପକ୍ଷରୁ ଯାଜପୁର ରୋଡ଼ସ୍ଥିତ ଚୋର୍ଦ୍ଦା ବାଇପାସ୍‌ଠାରେ ଅବସ୍ଥାପିତ ଉତ୍କଳ ସେଣ୍ଟର ପଏଣ୍ଟ ମଲରେ ଏହାର ୪୫୦ ତ୍ତମ ତଥା ନୂତନ ସ୍ୱତନ୍ତ୍ର ଷ୍ଟୋରର ଶୁଭାରମ୍ଭ କରାଯାଇଛି । ଏହି ଶୁଭାରମ୍ଭ ଅବସରରେ ପଦ୍ମଶ୍ରୀ ଡି…

କାରସ୨୪ ପକ୍ଷରୁ ଓଡିଶାରେ ଏହାର ପ୍ରଥମ ଶାଖାର ଶୁଭାରମ୍ଭ

ଗୁଡ଼ଗାଓଁ ଆଧାରିତ ଏକ ପ୍ରଯୁକ୍ତି ସମର୍ଥିତ ୟୁଜଡ କାର ମାର୍କେଟପ୍ଲେସ, କାରସ୨୪ ଓଡ଼ିଶାର ଭୁବନେଶ୍ୱରଠାରେ ଏହାର ୨୦୦ତମ ଶାଖାର ଉଦଘାଟନର ଘୋଷଣା କରିଛି । ଏହି ଘୋଷଣା ସହିତ ଭାରତର ସମସ୍ତ ପ୍ରମୁଖ ଟିୟର-୧ ଏବଂ ଟିୟର-୨ ସହରଗୁଡ଼ିକରେ ନିଜର ଉପସ୍ଥିତିକୁ ସଂପ୍ରସାରିତ କରିବା ଉପରେ…

ସୋନାଲିକାର ବ୍ୟବସାୟିକ କାରବାରରେ ଅଭିବୃଦ୍ଧି

ଭୁବନେଶ୍ୱର: ଭାରତର ପ୍ରଥମ ଏବଂ ଦ୍ରୁତ ବିକଶିତ ଟ୍ରାକ୍ଟର ବ୍ରାଣ୍ଡ, ସୋନାଲିକା ଟ୍ରାକ୍ଟର, ଡିସେମ୍ବର ୧୯ରେ ୭୩୨୦ ଭଲ୍ୟୁମ ବିକ୍ରୟ ସହିତ ୧୪.୭%ର ଅଭ୍‌ୁ୍‌ତପୁର୍ବ ବଜାର ଅଂଶ ଏବଂ ୨୦.୭% ଭଲ୍ୟୁମ୍ ଅଭିବୃଦ୍ଧି ହାସଲ କରିଛି । ଡିସେମ୍ବର ୧୯ରେ କମ୍ପାନୀ ୨୩୫୮ଟି ଟ୍ରାକ୍ଟର ବିକ୍ରୟ ସହିତ…

ବଜାରରେ ସାମସଙ୍ଗ ଗ୍ୟାଲେକ୍ସି ଏସ୧୦ ବର୍ତ୍ତମାନ ୫୪,୯୦୦ ଟଙ୍କାରେ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଉପଭୋକ୍ତା ଇଲେକ୍ଟ୍ରୋନିକ ଏବଂ ସ୍ମାର୍ଟଫୋନ ବ୍ରାଣ୍ଡ ସାମସଙ୍ଗ ପକ୍ଷରୁ ଆଜି ଏହାର ଫ୍ଲାଗସିପ ଗ୍ୟାଲେକ୍ସି ଏସ୧୦+, ଏସ୧୦ ଏବଂ ଏସ୧୦ଇ ଉପରେ ବିଶେଷ ଅଫରର ଘୋଷଣା କରାଯାଇଛି । ଏହି ଘୋଷଣା ସହ ଗ୍ରାହକମାନେ ବର୍ତ୍ତମାନ ଏହିସବୁ ସ୍ମାର୍ଟଫୋନ ଗୁଡ଼ିକର କ୍ରୟ ଉପରେ…

ଆଇଆରଡିଏର ନିର୍ଦ୍ଦେଶ, ୫ ଲକ୍ଷ ପର୍ଯ୍ୟନ୍ତ ବୀମା ପଲିସିର ରହିବ ଗୋଟିଏ ନିୟମ

ଭିନ୍ନ ଭିନ୍ନ ବୀମା କମ୍ପାନୀ ବିଭିନ୍ନ ପ୍ରକାରର ବ୍ୟକ୍ତିଗତ ଚିକିତ୍ସା ବୀମା ଉତ୍ପାଦଗୁଡିକ ବଜାରକୁ ଛାଡୁଛନ୍ତି । ପ୍ରତ୍ୟେକ ଉତ୍ପାଦର ସ୍ୱତନ୍ତ୍ର ଲାଭ ରହିବ ସହ ସେଗୁଡିକର ସର୍ତ ଭିନ୍ନ ଭିନ୍ନ ହୋଇଥାଏ । ଏହାଯୋଗୁଁ ଉପଭୋକ୍ତାଙ୍କୁ ହେଉଥିବା ସମସ୍ୟାକୁ ଦୂର କରିବା ଲାଗି ଭାରତୀୟ ବୀମା…