ସବୁଠାରୁ ଉଦାର ଭାରତୀୟ ୱିପ୍ରୋ ପ୍ରତିଷ୍ଠାତା ଅଜିମ ପ୍ରେମଜୀ, ଦୈନିକ ୨୨ କୋଟି କରୁଛନ୍ତି ଦାନ
ପ୍ରତି ଦିନ ୨୨ କୋଟି ଟଙ୍କା ଅର୍ଥାତ ବର୍ଷରେ ୭,୯୦୪ କୋଟି ଟଙ୍କା ଦାନ କରି ୨୦୨୦ର ସବୁଠୁ ଉଦାର ଭାରତୀୟ ଭାବେ ରେକର୍ଡ ହାସଲ କରିଛନ୍ତି ଅଜୀମ୍ ପ୍ରେମଜୀ। ଏହା ସହ ଏଚସିଏଲ୍ ମୁଖ୍ୟ ଶିବ ନାଡାରଙ୍କୁ ବହୁ ପଛରେ ଛାଡ଼ିଛନ୍ତି ଅଜୀମ୍ ପ୍ରେମଜୀ । ଶିବ ନାଡାର ଯିଏକି ହୁରୁନ ରିପୋର୍ଟ ଇଣ୍ଡିଆ…