ଆସୁଛି ବିଗ୍ ବଜାର ‘ସବସେ ସସ୍ତେ ୫ ଦିନ୍’ ସେଲ୍
ଭାରତର ବୃହତ ସପିଂ ପର୍ବ – ବିଗ ବଜାରର ‘ସବ୍ସେ ସସ୍ତେ ୫ ଦିନ୍’ ଆକର୍ଷଣୀୟ ଅଫର୍ ଓ ରିହାତି ସହିତ ଆସୁଛି । ଏହି ସେଲ୍ ଜାନୁଆରୀ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଗ୍ବଜାର ଷ୍ଟୋରମାନଙ୍କରେ ଉପଲବ୍ଧ ହେଉଛି ।
ଉକ୍ତ ସେଲ୍ରେ ଗ୍ରାହକମାନେ ୩୦୦୦ କିମ୍ବା ତଦୁଦ୍ଧ୍ୱର୍ ସପିଂରେ ସେମାନଙ୍କ…