କେଏଫସି ଇଣ୍ଡିଆର ଅଲ୍ଟିମେଟ୍ ସେଭିଂ ବକେଟ


କେଏଫସି ଇଣ୍ଡିଆ ପକ୍ଷରୁ ଅଲ୍ଟିମେଟ୍ ସେଭିଂ ବକେଟର ଶୁଭାରମ୍ଭ କରାଯାଇଛି । ଏହି ଆକର୍ଷଣୀୟ ବକେଟ ମାତ୍ର ୫୯୯/- ଟଙ୍କାରେ ଉପଲବ୍ଧ ହେଉଥିବାବେଳେ ଏଥିରେ ୧୬ ପିସ୍ କେଏଫସି, ୨ଟି ଡ଼ିପ୍ସ ଏବଂ ଏକ ଡ୍ରିଙ୍କସ୍ ରହିଛି । ଏହାର ନାମକୁ ସଫଳ ପ୍ରତିପାଦନ କରିବାକୁଯାଇ ଉକ୍ତ ବକେଟ୍ରେ ଗ୍ରାହକମାନେ ୪୨% ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ । ଅଲ୍ଟିମେଟ୍ ସେଭିଂ ବକେଟ ଦ୍ୱାରା ଗ୍ରାହକମାନେ ସେମାନଙ୍କ ବନ୍ଧୁ ମାନଙ୍କ ସହିତ ଉପଭୋଗ କରିବା ପାଇଁ ଏକ ଉତ୍ତମ ବିକଳ୍ପ । କେଫସିର ଉକ୍ତ ଉତ୍ପାଦ ସମ୍ପୁର୍ଣ୍ଣ ଦେଶରେ ସମସ୍ତ କେଏଫସି ରେଷ୍ଟୁରାଣ୍ଟ ଏବଂ ଅନଲାଇନ online.kfc.co.in ରେ କିମ୍ବା ୩୩୯୯୪୪୪୪କୁ କଲ୍ କରି ମିଳି


Share It

Comments are closed.