ଭୁବନେଶ୍ୱରରେ ଖୋଲିଲା ‘ଓ୨ ସ୍ପା’ର ପ୍ରଥମ ଷ୍ଟୋର


ଏସିଆର ସର୍ବବୃହତ୍ତ ସ୍ପା ଚେନ ‘ଓ୨ ସ୍ପା’ ବର୍ତ୍ତମାନ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଉପଲବ୍ଧ । ନବଯୌବନ ପ୍ରଦାନ କରିବା ସହିତ ଚିନ୍ତାଗ୍ରସ୍ତ ଦିନ ବିତାଇବା ପରେ ଆରାମ ପ୍ରଦାନ କରାଇବା ପାଇଁ ଏହି ସ୍ପା ହେଉଛି ପ୍ରକୃଷ୍ଟ ସ୍ଥାନ ଅଟେ । ପ୍ରମାଣୀକୃତ ସ୍ପା ଥେରାପି, ବିଶେଷ ସୁବିଧା ଏବଂ କୁଶଳୀ ଥେରାପିଷ୍ଟଙ୍କ ସହିତ ‘ଓ୨ ସ୍ପା’ ଗ୍ରାହକମାନଙ୍କ ଆବଶ୍ୟକତା ଅନୁଯାୟୀ ସମସ୍ତ ୱେଲନେସ ସୁବିଧା ପ୍ରଦାନ କରୁଛି ।
ଅତିଥିଙ୍କୁ ଆରାମ ଏବଂ ମସାଜ କାରଇବା ପାଇଁ ଏହି ସ୍ପା ପକ୍ଷରୁ ଜେଟ ଲଗ ରିଟ୍ରିଟ ପ୍ୟାକେଟ, ଡିପ ଟିସୟୁ ମସାଜ, ଆରୋମାଥେରାଫୀ, ଫୁଟ ରିଫ୍ଲେକ୍ସଓଲୋଜି, ଥାଇ ମସାଜ ଏବଂ ସ୍ୱଦେଶୀ ମସାଜରର ଏକ ବକେଟ ପ୍ରଦାନ କରାଯାଉଛି । ଏହାର ଶୁଭାରମ୍ଭ ଅଫରରେ ୯୯୦ ଟଙ୍କାର ଏକ ଫୁଟ ରିଫ୍ଲେକ୍ସଓଲୋଜି ମଧ୍ୟ ପ୍ରଦାନ କରାଯାଉଛି । ଉନ୍ନତ ଗ୍ରାହକ ସୁବିଧା ପାଇଁ ‘ଓ୨ ସ୍ପା’ର ଉତ୍ସର୍ଗୀକୃତ ଗ୍ରାହକ ସମର୍ଥ ଟିମ ମଧ୍ୟ ରହିଛି । ୯୨୪୭ ୦୨ ୦୨ ୦୨ରେ କିମ୍ବା ମୋବାଇଲ ଆପ୍ଲିକେସନ ଓ ଙ୍ଗଙ୍ଗଙ୍ଗ.କ୍ଟ୨ଗ୍ଦକ୍ଟ୍ରବ.କ୍ଟକ୍ସଶ ୱେବସାଇଟ ମାଧ୍ୟମରେ ଗ୍ରାହକମାନେ ଏଥିରେ ବୁକିଂ କରି ପାରିବେ ।
ଏହି ଅବସରରେ ‘ଓ୨ ସ୍ପା’ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ରିତେଶ ରେଡ୍ଡି ମସ୍ତିପୂରମ କହିଛନ୍ତି ଯେ, “ଆମେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏହି ସ୍ପାର ଶୁଭାରମ୍ଭ କରାଇ ବହୁତ ଆନନ୍ଦିତ । ଆମର ଏହି ପ୍ରୟାସ ଦ୍ୱାରା ଅତିଥି ମାନଙ୍କୁ କିପରି ୱେଲନେସ ଥେରାପୀ ପ୍ରଦାନ କରାଯାଇ ପାରିବ, ତା ଉପରେ ଗୁରିତ୍ୱ ଆରୋପ କରିବୁ ।”


Share It

Comments are closed.