ସେଣ୍ଟ୍ରାଲର ରେଡ଼ ହର୍ଟ ଜାନୁଆରୀ ୧୯ରେ


ସେଣ୍ଟ୍ରାଲ୍ ପକ୍ଷରୁ ଆସନ୍ତା ଜାନୁଆରୀ ୧୯ ତାରିଖରେ ରେଡ଼ ହର୍ଟ ଶନିବାର ପାଳନ ହେବାକୁ ଯାଉଛି । ଉକ୍ତ ଶନିବାର ଦିନ ଗ୍ରାହକମାନେ ସେମାନଙ୍କର ନିକଟସ୍ଥ ସେଣ୍ଟ୍ରାଲ୍ରେ ‘ଯୁ ସପ୍, ଉୟି ପେ’କୁ ଉପଭୋଗ କରିପାରିବେ । ରେଡ଼ ହର୍ଟ ଶନିବାରରେ ଗ୍ରାହକମାନେ ପ୍ରତ୍ୟେକ ଜିନିଷ ୫୦% ରିହାତିରେ ପାଇପାରିବା ସହିତ ସର୍ବନିମ୍ନ ୩୦୦୦ ଟଙ୍କାର କିଣାକିଣିରେ ୫୦% ଟଙ୍କା ମଧ୍ୟ ଫେରସ୍ତ ମିଳିବାର ସୁବିଧା ରହିଛି । ଏହି ୫୦ % ଟଙ୍କାକୁ ଗ୍ରାହକମାନେ ସେମାନଙ୍କ ଫ୍ୟୁଚର ପେର ସେଣ୍ଟ୍ରାଲ ୱାଲେଟରେ ପାଇପାରିବେ । ରେଡ଼ ହର୍ଟ ଶନିବାରର ଏଣ୍ଟ୍ରି ପାଶ୍ ପାଇବା ପାଇଁ ଗ୍ରାହକମାନେ ଙ୍ଗଙ୍ଗଙ୍ଗ.ଉରଦ୍ଭଗ୍ଧକ୍ସବକ୍ଷବଦ୍ଭୟଜ୍ଞର.ମକ୍ଟଜ୍ଞ , ଙ୍ଗଙ୍ଗଙ୍ଗ.ଓଦ୍ଭଗ୍ଦସୟରକ୍ସ.ସଦ୍ଭ ରେ ଅନ୍ଲାଇନ୍ରେ ମଧ୍ୟ ପଞ୍ଜିକରଣ କରିପାରିବେ କିମ୍ବା ୦୮୦-୪୬୨୨୪୨୪୨ କୁ ମିସ୍ କଲ୍ ମଧ୍ୟ କରିପାରିବେ । ପଞ୍ଜିକୃତ ଫ୍ୟାସନ ପ୍ରେମୀମାନେ ୪୦୦ ଟଙ୍କା ଅତିରିକ୍ତ ରିହାତି ପାଇପାରିବେ, ଯେଉଁଥବରେ ସର୍ତ୍ତାବଳୀ ମଧ୍ୟ ଲାଗୁ ଅଛି । ଆକ୍ସିସ୍ ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ସେଣ୍ଟ୍ରାଲରେ କିଣାକିଣି କରିବା ଦ୍ୱାରା ଅତିରିକ୍ତ ୧୦% ରିହାତି ଉପଲବ୍ଧ ।


Share It

Comments are closed.