ଚଳିତ ମହିଳା ଦିବସରେ ପ୍ଲାଟିନମ୍ ଇଭାରା କଲେକ୍ସନ
ଚଳିତ ମହିଳା ଦିବସକୁ ପ୍ଲାଟିନମ୍ ଇଭାରା ସହିତ ପାଳନ କରନ୍ତୁ, ଯାହାକି ଆଧୁନିକ ମହିଳା ମାନଙ୍କୁ ଏକ ଅତ୍ୟାଧୁନିକ ଲୁକ୍ ପ୍ରଦାନ କରିପାରିବ । ପ୍ଲାଟିନମ୍ ଇଭାରାର ସ୍ୱତନ୍ତ୍ର ଏବଂ କ୍ଲାସିକ୍ ଡ଼ିଜାଇନ୍ ଆଧୁନିକତା ଏବଂ ପାରମ୍ପରିକତାକୁ ପରିପ୍ରକାଶ କରିଥାଏ । ଉକ୍ତ ଅତ୍ୟାଧୁନିକ ଡ଼ିଜାଇନଯୁକ୍ତ…