ଚଳିତ ମହିଳା ଦିବସରେ ପ୍ଲାଟିନମ୍ ଇଭାରା କଲେକ୍ସନ


ଚଳିତ ମହିଳା ଦିବସକୁ ପ୍ଲାଟିନମ୍ ଇଭାରା ସହିତ ପାଳନ କରନ୍ତୁ, ଯାହାକି ଆଧୁନିକ ମହିଳା ମାନଙ୍କୁ ଏକ ଅତ୍ୟାଧୁନିକ ଲୁକ୍ ପ୍ରଦାନ କରିପାରିବ । ପ୍ଲାଟିନମ୍ ଇଭାରାର ସ୍ୱତନ୍ତ୍ର ଏବଂ କ୍ଲାସିକ୍ ଡ଼ିଜାଇନ୍ ଆଧୁନିକତା ଏବଂ ପାରମ୍ପରିକତାକୁ ପରିପ୍ରକାଶ କରିଥାଏ । ଉକ୍ତ ଅତ୍ୟାଧୁନିକ ଡ଼ିଜାଇନଯୁକ୍ତ ଅଳଙ୍କାର ମଧ୍ୟରେ ଲେୟାର୍ଡ଼ ନେକଲେସ୍, ପେଣ୍ଡେଣ୍ଟସ ରୁ ବ୍ରେସଲେଟ୍ ପର୍ଯ୍ୟନ୍ତ ଅନ୍ତର୍ଭୂକ୍ତ । ଉକ୍ତ କଲେକ୍ସନ ଗୁଡ଼ିକ ଭାରତର ସମସ୍ତ ଅଗ୍ରଣୀ ସ୍ୱିକୃତିପ୍ରାପ୍ତ ପ୍ଲାଟିନମ୍ ରିଟେଲ ଷ୍ଟୋର ଗୁଡ଼ିକରେ ଉପଲବ୍ଧ ।


Share It

Comments are closed.