ହିମାଳୟ ପକ୍ଷରୁ ତ୍ୱଚାର ଯତ୍ନ ପାଇଁ ହର୍ବାଲ ଉତ୍ପାଦ ଉପରେ ଗୁରୁତ୍ୱାରୋପ


ଚଳିତ ନୂତନ ବର୍ଷର ଆରମ୍ଭରେ, ଡ଼ଃ ଶୁଭାଷିନୀ ଏନ.ଏସ. ଆର‌୍ୟୁବେଦ ବିଶେଷଜ୍ଞ, ହିମାଳୟ ଡ୍ରଗ କମ୍ପାନୀ ପକ୍ଷରୁ ମା’ ମାନଙ୍କୁ ସେମାନଙ୍କର ଏବଂ ସେମାନଙ୍କ ଶିଶୁର ସୁରକ୍ଷିତ ଏବଂ ଉକ୍ତୃଷ୍ଟ ତ୍ୱଚାର ଯତ୍ନ ପାଇଁ ପ୍ରୋତ୍ସାହିତ କରିଛନ୍ତି । ବଟାନିକାଲ ଉପାଦାନ ଏବଂ ଚେରମୂଳୀ ଦ୍ୱାରା ପ୍ରସ୍ତୁତ ଉତ୍ପାଦ ବ୍ୟବହାରକୁ ପରାମର୍ଶ ଦେବାକୁଯାଇ, ଡ଼ଃ. ଶୁଭାଷିନୀ କହିଛନ୍ତିଯେ, “ବିଭିନ୍ନ ଚେରମୂଳୀ ସହିତ ପ୍ରସ୍ତୁତ ଉତ୍ପାଦ ଆପଣ ଏବଂ ଆପଣଙ୍କ ଶିଶୁର ତ୍ୱଚା ପାଇଁ ଖୁବ୍ ଉପକାରୀ । ମା’ମାନେ ଏପରି ଉତ୍ପାଦ ବ୍ୟବହାର କରିପାରିବେ ଯେଉଁଥିରେ, ଆଲୋବେରା, କଣ୍ଟ୍ରି ମ୍ୟାଲୋ, ଉୟିଣ୍ଟର ଚେରୀ, ଖୂସ୍ ଗ୍ରାସ, ଇଣ୍ଡିଆନ୍ ମ୍ୟାଡ଼େର, ରାଶି, ଆଲମଣ୍ଡ ଏବଂ ନଡ଼ିଆର ଉକ୍ତୃଷ୍ଟ ଗୁଣ ଭରିରହିଛି, ଯାହାକି ନରମ ଏବଂ ନମନୀୟ ତ୍ୱଚା ବଜାୟ ରଖିଥାଏ ।”
ସମସ୍ତ ତ୍ୱଚାର ଯତ୍ନ ପାଇଁ ପୂର୍ବ ଏବଂ ପର ଡ଼େଲିଭରୀ ମଧ୍ୟରେ ଚେରମୂଳୀ ସହିତ ତିଆରି ଉତ୍ପାଦ ଏବଂ ମା’ ମାନଙ୍କ ପାଇଁ ପଥି ସଦୃଶ ହୋଇଥାଏ । ଡ଼ଃ. ଶୁଭାଶିନୀ ମଏଶ୍ଚୁରାଇଜେଶନର ସଠିକ୍ ମାତ୍ରା ଉପରେ ଗୁରୁତ୍ୱ ପ୍ରଦାନ କରୁଥିବାବେଳେ ତ୍ୱଚାର ଯତ୍ନ ପାଇଁ ନିୟମିତ ତେଲ ମସାଜ୍ ଆବଶ୍ୟକ । ସଠିକ୍ ମାତ୍ରାର ମଏଶ୍ଚରାଇଜର ସହିତ କୋକୋଆ ବଟର ଏବଂ ଗ୍ଲିସେରିନଯୁକ୍ତ ମଏଶ୍ଚରର ବ୍ୟବହାର ନରିଶମେଣ୍ଟ ପ୍ରଦାନ କରିବା ସହିତ ଡ୍ରାଏନେସ୍ ଏବଂ ଇରିଟେସନ ଦାଉରୁ ରକ୍ଷା କରିଥାଏ । ତେଲରେ ନିୟମିତ ମସାଜ ସହିତ ସିସାମେ, କଣ୍ଟ୍ରି ମ୍ୟାଲୋ ଏବଂ ଉୟିଣ୍ଟର ଚେରୀ ନବଯୌବନ ଏବଂ ମାଂଶପେଶୀକୁ ଶକ୍ତ କରିବାରେ ସହାୟକ ହୋଇଥାଏ ।
ଡ଼ଃ. ଶୁଭାଷିନୀ ଆହୁରୀ ମଧ୍ୟ ଶିଶୁ ପାଇଁ ମସାଜିଂ ରୁ ଆରମ୍ଭକରି ଗାଧୋଇବା ପର୍ଯ୍ୟନ୍ତ ସୁରକ୍ଷିତ ଏବଂ ହାଲୁକା ତ୍ୱଚା ଯତ୍ନର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି । “ମା’ ମାନଙ୍କ ନିକଟରେ ଶିଶୁ ମାନଙ୍କ ପାଇଁ ସବୁଠାରୁ ଉକ୍ତୃଷ୍ଟ ଉତ୍ପାଦ ଆଣିବା ହେଉଛି ଏକ ସାଧାରଣ । ଆପଣଙ୍କ ଶିଶୁର କୋମଳ ଏବଂ ନମନୀୟ ତ୍ୱଚାକୁ ବଜାୟ ରଖିବାକୁଯାଇ ଏକ ମାଇଲ୍ଡ, ସାବୂନ ମୂକ୍ତ ଫର୍ମୁଲା ସହିତ ଚେରମୂଳୀ ସାମଗ୍ରୀ ଯେପରିକି ଚିକପି, ଫେନୂଗ୍ରିକ୍ ଏବଂ ଗ୍ରିନ୍ ଗ୍ରାମ୍ ହେଉଛି ଆରମ୍ଭରୁ ସର୍ବୋକୃଷ୍ଟ । ଯେତେବେଳେ ଏହା ମଏଶ୍ଚରାଇଜେସନ୍ ପାଖକୁ ଆସିଥାଏ, ଶିଶୁର ଲୋସନ ପାଇଁ ଆଲମଣ୍ଡ ତେଲ ଏବଂ ଲିକୋରିସ୍ (ୟଷ୍ଟିମଧୂ) ତ୍ୱଚାକୁ କୋମଳ ଏବଂ ନମନୀୟ ରଖିଥାଏ । ଆପଣଙ୍କ ଶିଶୁ ସହିତ ଆପଣଙ୍କ


Share It

Comments are closed.