Browsing Category

ମନୋରଞ୍ଜନ

ରାହୁଲ ଗାନ୍ଧୀଙ୍କ ସଂଘର୍ଷର କାହାଣୀକୁ ନେଇ ନିର୍ମିତ ହେଉଛି ଫିଲ୍ମ, ଦେଖନ୍ତୁ ଭିଡିଓ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଜୀବନୀ ଉପରେ ନିର୍ମାଣ ହେବାକୁ ଯାଉଛି ଏକ ଫିଲ୍ମ । ଏହି ଫିଲ୍ମକୁ ନେଇ ନିର୍ଦ୍ଦେଶକ ରୂପେଶ ପାଲ କହିଛନ୍ତି ଯେ, “ଏହି ଫିଲ୍ମରରେ ରାହୁଲଙ୍କୁ ଶ୍ରେଷ୍ଠ ଦେଖାଇବା କିମ୍ବା ତାଙ୍କ ରହସ୍ୟ ଉପରେ ପରଦା ଉଠାଇବାର କୌଣସି ଉଦ୍ଦେଶ୍ୟ ନାହିଁ । ଏହା ଏକ ଏଭଳି…

ଏରିଏଲର ସେୟାର ଦି ଲୋଡ଼ ଅଭିଯାନ

ଭାରତର ଅଗ୍ରଣୀ ଡିଟରଜେଣ୍ଟ ବ୍୍ରାଣ୍ଟ ଏରିଏଲ, ଏହାର ସେୟାର ଦି ଲୋଡ ଅଭିଯାନ ମାଧ୍ୟମରେ ଭାରତର ପରିବାରମାନଙ୍କ ମଧ୍ୟରେ ସମାନତା ସୃଷ୍ଟି କରିବାକୁ ପ୍ରୟାସ କରୁଛି । ଏରିଏଲ୍ ୧୦୦ରୁ ଉଦ୍ଧ୍ୱର୍ ମାଆମାନଙ୍କ ବ୍ଲଗର ଓ ଗଣମାଧ୍ୟମାନଙ୍କୁ ନେଇ ଏକ ପ୍ୟାନେଲ୍ ଆଲୋଚନାର ଆୟୋଜନ କରିଥିଲା, ଯେଉଁଥିରେ…

୧୪ ବର୍ଷ ପରେ ପୁଣି ଥରେ ବଡ ପରଦାକୁ ଫେରୁଛନ୍ତି ସ୍ନେହା

ବଲିଉଡ ଅଭିନେତ୍ରୀ ସ୍ନେହା ଉଲାଲ ୧୪ ବର୍ଷ ପରେ ପୁଣି ଥରେ ବଡ ପରଦାକୁ ଫେରୁଛନ୍ତି । ସ୍ନେହା ୨୦୦୫ରେ “ଲକ – ନୋ ଟାଇମ ଫର ଲଭ” ଦ୍ୱାରା ବଲିଉଡରେ ପାଦ ଥାପିଥିଲେ । ସେହି ସମୟରେ ଏହି ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ ରହିଥିବାବେଳେ ସ୍ନେହା ଏøଶର୍ଯ୍ୟଙ୍କ ନକଲ ବୋଲି ଖୁବ ପ୍ରଶଂସା ସାଉଁଟିଥିଲେ ।…

ଭାଲେଣ୍ଟାଇନ ୱିକରେ ସମସ୍ତ ସିଙ୍ଗଲଙ୍କୁ ନେହା ଦେଲେ ଗୁରୁମନ୍ତ୍ର

ବଲିଉଡ ଗାୟିକା ନେହା କକର ତାଙ୍କର ବିନ୍ଦସା ସଙ୍ଗୀତ ପାଇଁ ସେ ଖୁବ ଲୋକପ୍ରିୟ । ନେହା ସଙ୍ଗୀତ ସମେତ ପୂର୍ବରୁ ଅଭିନେତା ହିମାଂଶ କୋହଲିଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ମଧ୍ୟ ଖୁବ ଚର୍ଚ୍ଚାରେ ରହିଥିଲେ । କିନ୍ତୁ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବ୍ରେକଅଫ ହୋଇଯାଇଛି । ଅନ୍ୟ…

ଭୁବନେଶ୍ୱରରେ ଦର୍ଶକଙ୍କୁ ମନରୋଞ୍ଜନ କଲେ ‘ଡିଜେ ସୁକେତୁ’

ବ୍ଲେଣ୍ଡର୍ସ ପ୍ରାଇଡ ମ୍ୟାଜିକାଲ ନାଇଟସ ଷ୍ଟାଇଲ୍ ପାର୍ଟିଜ୍ ଭୁବନେଶ୍ୱରରେ ଡ଼ିଜେ ସୁକେତୁଙ୍କ ସହିତ ଦର୍ଶକ ମାନଙ୍କୁ ଆକର୍ଷିତ କରିପାରିଛି । ଏହି ଅବସରରେ ଭାରତର ଟପ ଡିଜେ ସୁକେତୁ ତାଙ୍କର ଲାଟେଷ୍ଟ ମ୍ୟୁଜିକକୁ ମ୍ୟାଡ ମ୍ୟୁଲ କ୍ଲବିନ ଭୁବନେଶ୍ୱରରେ ପରିବେଷିତ କରି ଦର୍ଶକଙ୍କୁ ବିମୋହିତ…

ABCD 3ର ପ୍ରଥମ ପୋଷ୍ଟର ରିଲିଜ

ଏବିସିଡି ଏବଂ ଏବିସିଡି ୨ର ସଫଳତା ପରେ ଫିଲ୍ମ ପ୍ରସ୍ତୁତକର୍ତ୍ତା ତଥା କୋରିଓଗ୍ରାଫର ରେମୋ ଡିସୋଜା ଏହାର ସିକ୍ୱେଲ ଏସବିସିଡି-୩ର ପ୍ରସ୍ତୁତି କରୁଛନ୍ତି । ଏହାର ପ୍ରଥମ ପୋଷ୍ଟର ରିଲିଜ ହୋଇଯାଇଛି । ଏଥିରେ ବରୁଣ ଧୱନ ହାୱାରେ ଏକ ଡ୍ୟାନ୍ସ ପୋଜ ଦେଉଛନ୍ତି । ଏହି ଫଟୋଟିକୁ ଶ୍ରଦ୍ଧା କପୁର ନିଜ…

ଖୁବ ଶୀଘ୍ର ପୁଣି ଏକ ହଲିଉଡ ଫିଲ୍ମରେ ନଜର ଆସିବେ ପ୍ରିୟଙ୍କା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଆଗାମୀ ହଲିଉଡ ଫିଲ୍ମ ‘ଇଜିଣ୍ଟ ଇଟ ରୋମାଣ୍ଟିକ’ ଭାରତରେ ସିନେମା ହଲ ମାନଙ୍କରେ ରିଲିଜ ହେବା ପରିବର୍ତ୍ତେ ‘ନେଟଫ୍ଲିକ’ରେ ରିଲିଜ ହେବାକୁ ଯାଉଛି । ମିଳିଥିବା ସୂଚନା ମୁତାବକ ଏହି ରୋମାଣ୍ଟିକ କମେଡି ଫିଲ୍ମରେ ରେବଲ ୱିଲସନ, ଲିଏମ ହେମ୍ସୱର୍ଥ ଏବଂ ଏଡିଏ…

ମା’ ହେଲେ ଏକତା, ଘରକୁ ଆସିଲା ନୂଆ ଅତିଥି

ଏକତାଙ୍କ ଘରକୁ ଜଣେ ନୂଆ ସଦସ୍ୟ ଆସିଛନ୍ତି । ଫିଲ୍ମ ନିର୍ମାତା ଏବଂ ଟେଲିଭିଜନ ପ୍ରଡ୍ୟୁସର ଏକତା ମା’ ହୋଇଛନ୍ତି । ତାଙ୍କର ଗୋଟିଏ ପୁଅ ହୋଇଛି । ଏକତା ସରୋଗେସି ଦ୍ୱାରା ମା’ ହୋଇଛନ୍ତି । ଯାହା ଫଳରେ ଏକତାଙ୍କ ବାପା ନାନା ହୋଇଛନ୍ତି । ଏହି ଖୁସି ଖବର ପରେ ସାରା ବଲିଉଡ ବର୍ତ୍ତମାନ ତାଙ୍କୁ…

ଫିଲ୍ମ ରିଲିଜ ନହେବା ପୂର୍ବରୁ ପ୍ରଶଂସା ସାଉଁଟିଲାଣି ‘ଏକ ଲଡକି କୋ ଦେଖା ତୋ ଏସା ଲଗା’

ଅନିଲ କପୁର, ସୋନମ କପୁର, ଆୟୁସ୍ମାନ ଖୁରାନା ଏଭଂ ରାଜ କୁମାର ରାଓଙ୍କ ଅଭିନୀତ ଫିଲ୍ମ ଏକ ଲଡକୀ କୋ ଦେଖା ତୋ ଏସା ଲଗା ଫିଲ୍ମଟି ଦର୍ଶକମାନଙ୍କୁ ଏକ ସ୍ୱତନ୍ତ୍ର ଚ୍ୟାଲେଞ୍ଜ ପାଇଁ ଆହ୍ୱାନ କରିଛି । ଏହି ଚ୍ୟାଲେଞ୍ଜରେ ବଲିଉଡର ବିଭିନ୍ନ ଷ୍ଟାରଙ୍କ ସହିତ ସାମିଲ ହୋଇଛନ୍ତି ବହୁ ଦର୍ଶକ । ଏହି…

ରିଲିଜ ହେଲା ସଲମାନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଭାରତ’ର ଟିଜର

ସଲମାନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଭାରତ’ର ଟିଜର ରିଲିଜ ହୋଇଯାଇଛି । ଅଲ୍ଲୀ ଅବାସ ଜାଫରଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ଏହି ଫିଲ୍ମର ଟିଜରକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଟିଜରରେ ଅନେକ ଗୁଡିଏ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି, ଯାହାକି ଖୁବ ସୁନ୍ଦର ଲାଗୁଛି । ପ୍ରଥମ ସିନରେ…