ଏରିଏଲର ସେୟାର ଦି ଲୋଡ଼ ଅଭିଯାନ


ଭାରତର ଅଗ୍ରଣୀ ଡିଟରଜେଣ୍ଟ ବ୍୍ରାଣ୍ଟ ଏରିଏଲ, ଏହାର ସେୟାର ଦି ଲୋଡ ଅଭିଯାନ ମାଧ୍ୟମରେ ଭାରତର ପରିବାରମାନଙ୍କ ମଧ୍ୟରେ ସମାନତା ସୃଷ୍ଟି କରିବାକୁ ପ୍ରୟାସ କରୁଛି । ଏରିଏଲ୍ ୧୦୦ରୁ ଉଦ୍ଧ୍ୱର୍ ମାଆମାନଙ୍କ ବ୍ଲଗର ଓ ଗଣମାଧ୍ୟମାନଙ୍କୁ ନେଇ ଏକ ପ୍ୟାନେଲ୍ ଆଲୋଚନାର ଆୟୋଜନ କରିଥିଲା, ଯେଉଁଥିରେ ଭାରତରେ ଥିବା ଲିଙ୍ଗଗତ ବୈଷ୍ୟମତାର ପ୍ରଚଳନକୁ ନେଇ ଓ ସନ୍ସ ଟୁ ସେୟାର ଦି ଲୋଡ଼ ପାଇଁ ଆବଶ୍ୟକତା ଉପରେ ଏକ ଆଲୋଚନା ହୋଇଥିଲା ।
ଉକ୍ତ ପ୍ୟାନେଲରେ ଅଭିନେତା ରଜକୁମାର ରାଓ, ପତ୍ରଲେଖା, ନିର୍ଦ୍ଦେଶକ ଗୌରୀ ସିନ୍ଦେ, ବିବିଡିଓ ମୂଖ୍ୟ ଜୋସି ପଲ୍ ଓ ପି ଆଣ୍ଡ ଜି ଇଣ୍ଡିଆର ମାର୍କେଟିଂ ନିର୍ଦ୍ଦେଶକ ସୋନାଲୀ ଧାୱନ ଯୋଗ ଦେଇଥିଲେ । ପରିବାର ମଧ୍ୟରେ ବୈଷ୍ୟମତା ଉପରେ ଚତୁର୍ଥ ଅନ୍ତର୍ଦୃଷ୍ଟିଯୁକ୍ତ କଥୋପକଥନ ଏବଂ ବ୍ୟକ୍ତିଗତ ମତାମତ ପ୍ରଦାନ କରିଥିଲେ ଏବଂ ଏଥିସହ ବର୍ତ୍ତମାନର ପରିବର୍ତ୍ତିତ ସମୟ ଉପରେ ମଧ୍ୟ ମତ ପ୍ରକାଶ କରିଥିଲେ । ଏହି ପ୍ୟାନେଲ ନୂତନ ଏରିଏଲ୍ ଫିଲ୍ମ- ସନ୍ସ ସେୟାର ଦି ଲୋଡ଼ ମଧ୍ୟକୁ ଗଭୀର ଭାବେ ପ୍ରବେଶ କରିଥିଲା । ମୁକ୍ତିଲାଭ କରିଥିବା ସେୟାର ଦି ଲୋଡ଼ର ନୂତନ ସଂସ୍କରଣ ଅନେକ ଅଭିଭାବକ, ନୂତନ ଦମ୍ପତି, ପ୍ରଭାବ ପକାଉଥିବା ବ୍ୟକ୍ତିମାନଙ୍କ ଦ୍ୱାରା ଆଦୃତ ହୋଇପାରିଛି ଏବଂ ଏହା ସାରା ଭାରତରେ ଦର୍ଶକମାନଙ୍କ ଦ୍ୱାରା ବିପୁଳ ସମର୍ଥନ ଓ ପ୍ରଶଂସା ପାଇଛି । ୨୪ ଜାନୁଆରୀ ୨୦୧୯ରେ ଏହା ସମୁଦାୟ ୧୫୦ ଲକ୍ଷ ଦର୍ଶକ ସୃଷ୍ଟି କରିପାରିଛି । ପ୍ୟାନେଲିଷ୍ଟମାନେ ଏହି ବୈଷମ୍ୟତାର କାରଣଗୁଡ଼ିକ ଉପରେ ଆଲୋଚନା କରିଛନ୍ତି ଏବଂ ଆଗକୁ ଆସୁଥିବା ପିଲାମାନଙ୍କ ବିଷୟରେ ପ୍ରକାଶ କରିଛନ୍ତି ।
ସେୟାର ଦ ଲୋଡ ମୁମେଣ୍ଟକୁ ସମର୍ଥନ ପ୍ରଦାନ କରି ଅଭିନେତା ରାଜ କୁମାର ରାଓ କହିଛନ୍ତି ଯେ, “ ସନ୍ସ ୰ସେୟାର ଦ ଲୋଡ ଫିଲ୍ମ ବାସ୍ତବରେ ମୋତେ ଅଧିକ ଅନୁପ୍ରେରିତ କରିପାରିଛି । ଏହାର ନୂତନ ଆଡ ସହିତ ଏରିଏଲ ଏକ ସମସ୍ୟାକୁ ଉଠାଇ ନାହାଁନ୍ତି ବରଂ ଏକ ପଥ ପ୍ରଦାନ କରିଛନ୍ତ,ି ଯାହା ଆସନ୍ତାକାଲି ସମାଜରେ ଅଧିକ ସନ୍ତୁଳନତାର ସହିତ ଗତି କରିପାରିବେ ।” ସେୟାର ଦି ଲୋଡ ମୁଭମେଣ୍ଟକୁ ସଫଳତା ଜଣାଇ ଅଭିନେତ୍ରୀ ପତ୍ରଲେଖା କହିଛନ୍ତି ଯେ, “୰ସେୟାରିଂ ଦ ଲୋଡ ଏକ ଆଦର୍ଶ ହେବା ଉଚିତ ଏହି ବାର୍ତ୍ତାଳାପକୁ କ୍ରମାଗତଭାବେ ଚଲାଉଥିବାରୁ ଏରିଏଲ ପ୍ରତି ସନ୍ତୁଷ୍ଟ ହେବା ସହିତ ଆମ୍ଭେମାନେ ପରିବର୍ତ୍ତନକୁ ଦେଖିପାରୁଛେ ।” ସେୟାର ଦ ଲୋଡ ଫିଲ୍ମର ନିର୍ଦ୍ଦେଶକ ଗୌରୀ ସିନେ୍ଧ କହିଛନ୍ତି ଯେ, “ବର୍ତ୍ତମାନ ସେୟର ଦ ଲୋଡ ଅଭିଯାନ ଖୁବ ଆବଶ୍ୟକ । ଏହା ଏପରି ଏକ ବାର୍ତ୍ତାଳାପ ଯାହା ସମାଜରେ ଦେଖାଯାଉଥିବା ଲିଙ୍ଗ ଆସମାନତାକୁ ଦୂର କରିପାରିବ । ଏହି ଫିଲ୍ମ ସହିତ ଆମ୍ଭେମାନେ ଏହି ପିଢିର ମାଆମାନଙ୍କ ଭୂମିକାକୁ ଅଣ୍ଡରଲାଇନ କରିବା ସହିତ ସେମାନଙ୍କ ପୁଅକୁ ସେମାନଙ୍କ ଝିଅକୁ ବଢାଇବା ପରି ବଢାଇବେ ।” ପିଆଣ୍ଡ ଜି ଇଣ୍ଡିଆ ଏବଂ ଫ୍ୟାବ୍ରିକ କେୟାରର ବ୍ୟବସାୟିକ ନିର୍ଦ୍ଦେଶକ ସୋନାଲି ଧୱନ କହିଛନ୍ତି ଯେ, “୰ସେୟାର ଦ ଲୋଡ ଘରେ ଘରେ ଅସମାନତାକୁ ଭିଉରଙ୍କ ଭାବନା, ଚିନ୍ତାଧାରା ଏବଂ କାର୍ଯ୍ୟକଳାପ ଉପରେ ପ୍ରଶ୍ନ କରି ଏହାକୁ ଦୂର କରିବା ପାଇଁ କହିଥାଏ । ଆମ୍ଭେମାନେ ୧୫ଏମଏମ ଭିଉ ଏକତ୍ର କରିପାରିଛୁ ଏବଂ ଏହା ଦର୍ଶାଉଛି କି ଏହା କିପରି ଆମ୍ଭମାନଙ୍କର ଦର୍ଶକମାନଙ୍କ ସହିତ ରିଜୋନେଟ କରିପାରୁଛି ।” ବିବିଡିଓ ଅଧ୍ୟକ୍ଷ ତଥା ମୁଖ୍ୟ କ୍ରିଏଟିଭ ଅଧ୍ୟକ୍ଷ ଜୋସି ପଲ କହିଛନ୍ତି ଯେ, “ଏରିଅଲ ୰ସନସ ସେୟାର ଦ ଲୋଡର ସଫଳତା ପାଇଁ ଆମ୍ଭେମାନେ ଖୁବ ଉତ୍ସାହିତ । ଏହାର ଅତ୍ୟାଧୁନିକ ଫିଗର ଏହା ଦର୍ଶାଉଛି ଯେ, ଭାରତୀୟମାନେ ଏହି ଫିଲ୍ମକୁ ଏବଂ ଏହାର ଟ୍ରାନ୍ସଫର୍ମାଲ ବାର୍ତ୍ତାକୁ ଖୁବ ପସନ୍ଦ କରିଛନ୍ତି ।”


Share It

Comments are closed.