Browsing Category

ମନୋରଞ୍ଜନ

ସୋନାଲି ବଖାଣିଲେ ଅଙ୍ଗେ ନିଭେଇଥିବା ସେହି କଠିନ ପରିସ୍ଥିତିର ଦୁଃଖଦ ମୂହୂର୍ତ୍ତ

ବଲିଉଡ ଅଭିନେତ୍ରୀ ‘ସୋନାଲି ବେନ୍ଦ୍ରେ’ କ୍ୟାନସର ଭଳି ଭୟଙ୍କର ରୋଗ ସହ ଲଢେଇ କରି ଜିତି ସାରିଥିବାବେଳେ ଗତ ବର୍ଷ ସେ ଯେତେବେଳେ ଏହିଭଳି ଭୟଙ୍କର ରୋଗରେ ପୀଡିତ ଥିବାର ଖବର ନିଜ ପ୍ରଶଂସକଙ୍କୁ ଦେଇଥିଲେ, ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲା । କିନ୍ତୁ ସେ ଏହିଭଳି ଜଟିଳ ପରସ୍ଥିତିରେ…

‘କଳଙ୍କ’ର ପ୍ରଥମ ପୋଷ୍ଟର ହେଲା ରିଲିଜ

ଆନ୍ତର୍ଜାତୀୟ ମହିଳା ଦିବସରେ କଳଙ୍କର ପ୍ରଡକ୍ସନ ହାଉସ ତରଫରୁ ଫିଲ୍ମରେ ଆଲିଆଙ୍କ ପ୍ରଥମ ଲୁକକୁ ସେୟାର କରାଯାଇଛି । ଆଲିଆ କଳଙ୍କ ଫିଲ୍ମରେ ରୁପ ଭୂମିକାରେ ନଜରରେ ଆସିବେ । ସେ ନିଜର ଇନଷ୍ଟାଗ୍ରାମରେ ତାଙ୍କର ସେହି ବ୍ରାଇଡ ଲୁକ ରୁପକୁ ସେୟାର କରି । ସେହି ଫିଲ୍ମରେ ଆଲିଆଙ୍କ ବ୍ୟତୀତ…

ପୁଣି ଥରେ ଏକାଠି ହୋଇପାରନ୍ତି କରଣ-ଅର୍ଜୁନ

ଫିଲ୍ମ ‘ଜିରୋ’ ପରେ ପୁୁଣି ଥରେ ଗୋଟିଏ ଫିଲ୍ମରେ ଏକାଠି ନଜର ଆସିପାରନ୍ତି ଶାହାରୁଖ ଏବଂ ସଲମାନ । ମିଳିଥିବା ସୂଚନା ମୁତାବକ ଏହି ଦୁହେଁ ‘ସଞ୍ଜୟଲିଲା ବଂଶାଲୀ’ଙ୍କ ଆଗାମୀ ଫିଲ୍ମରେ ଏକାଠି ନଜର ଆସିପାରନ୍ତି । ବର୍ତ୍ତମାନ ଏହି ଘଟଣାକୁ କେହି ବି ସ୍ପଷ୍ଟିକରଣ ଦେଇନଥିବାବେଳେ ସଞ୍ଜୟଙ୍କ ଆଗାମୀ…

ମଲାଇକା ଏବଂ ଅର୍ଜୁନଙ୍କ ସଂପର୍କକୁ ନେଇ ଖୁସି ଅଛନ୍ତି ପୁଅ ‘ଆରହାନ’

ମଲାଇକା ଏବଂ ଅର୍ଜୁନ କପୁରଙ୍କ ମଧ୍ୟରେ ଗଢି ଉଠିଥିବା ସଂପର୍କୁ ନେଇ ଖୁବ ଜୋରସେ ଚର୍ଚ୍ଚା ଲାଗି ରହିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମଲାଇକା ଏହି ସଂପର୍କକୁ ନେଇ ମୁହଁ ଖୋଲି ନାହାନ୍ତି । ସବୁଠାରୁ ମୁଖ୍ୟ କଥା ଏହା ଯେ, ଉଭୟଙ୍କୁ ପ୍ରାୟତଃ ଏକାଠି ଡେଟ କରୁଥିବାର ଦୃଶ୍ୟ ଦେଖିବାକୁ…

ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘କେସରୀ’ର ଟ୍ରେଲର ରିଲିଜ

ଫିଲ୍ମ ପ୍ୟାଡମ୍ୟାନ ସଫଳତା ପରେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କର ଆଗାମୀ ଫିଲ୍ମ ‘କେସରୀ’ର ଟ୍ରେଲର ରିଲିଜ ହୋଇଯାଇଛି । ଏହି ଫିଲ୍ମର ଟ୍ରେଲରଟି ବହୁତ ସୁନ୍ଦର ହୋଇଛି । ଯେଉଁଥିରେ ଅକ୍ଷୟ ନିଜ ହାତରେ ଏକ ଖଣ୍ଡା ଧରି ଶିଖ ଅବତାରରେ ନଜର ଆସିବାର ଦେଖିବାକୁ ମିଳିଛି । ଏହି ଫିଲ୍ମର ଟ୍ରେଲର…

ଏକେଲାପଣକୁ ଦୂର କରିବା ପାଇଁ ବୟଫ୍ରେଣ୍ଡ ଖୋଜୁଛନ୍ତି କ୍ୟାଟ୍ରିନା

ବଲିଉଡର ବାର୍ବି ଗାର୍ଲ କ୍ୟାଟ୍ରିନା କୈଫ ତାଙ୍କର ଆଗାମୀ ଫିଲ୍ମକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି । କ୍ୟାଟ୍ରିନା ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମର ସୁଟିଙ୍ଗକୁ ନେଇ ସେ ଖୁବ ବ୍ୟସ୍ତ ଥିବାର ଜଣା ପଡୁଥିବାବେଳେ ପ୍ରାୟ ସମସ୍ତେ ତାଙ୍କର ସୌନ୍ଦର୍ଯ୍ୟ ପାଗଳ ଅଟନ୍ତି ବୋଲି କହିଲେ ଅତ୍ୟୁକ୍ତି…

‘ବିଜୁବାବୁ’ ଡିଜିଟାଲ୍ ପୋଷ୍ଟର ରିଲିଜ

ବହୁ ପ୍ରତିକ୍ଷୀତ ଓଡ଼ିଆ ସିନେମା ‘ବିଜୁବାବୁ’ର ଡିିଜିଟାଲ୍ ପୋଷ୍ଟର ଆଜି ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରରେ ଅଭିନେତା ଅନୁଭବ ମହାନ୍ତି ମୂଖ୍ୟ ଭୁମିକାରେ ଅଭିନୟ କରିଥିବା ବେଳେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ସୁପ୍ରିୟା ନାୟକ ନଜରରେ ଆସୁଛନ୍ତି । ପଦ୍ମଶ୍ରୀ ନୀଳମାଧବ ପଣ୍ଡା, ଏଲିଆନୋରା…

ମୋ ସ୍ୱପ୍ନର ନାୟକ ହେଉଛନ୍ତି କରଣ : ବିପାଶା

ବଲିଉଡ ଅଭିନେତ୍ରୀ ବିପାଶା ବାସୁ ନିଜ ସ୍ୱାମୀ ତଥା ଅଭିନେତା କରନ ସିଂହ ଗୋଭରଙ୍କୁ ନେଇ ଏକ ବଡ କଥା କହିଛନ୍ତି । ତାଙ୍କର କରଣ ପ୍ରତି ଥିବା ଭଲ ପାଇବାକୁ ପ୍ରକାଶ କରିବା ସହ ସେ କହିଛନ୍ତି ଯେ , “ କରଣଙ୍କ କାମ କରିବାକୁ ମୁଁ ଖୁବ ପସନ୍ଦ କରନ୍ତି ଏବଂ ହେଉଛନ୍ତି ମୋର ସ୍ୱପ୍ନର ନାୟକ” ।…

୭୦ ବର୍ଷ ବୟସରେ ବାପା ହେଲେ ହଲିଉଡ ଷ୍ଟାର ‘ରିଚାର୍ଡ ଗେରେ’

ହଲିଉଡ ଅଭିନେତା ‘ରିଚାର୍ଡ ଗେରେ’ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ଚର୍ଚ୍ଚା କୌଣସି ହଲିଉଡ ଫିଲ୍ମକୁ ନେଇ ବରଂ ୭୦ ବର୍ଷରେ ରିଚାର୍ଡ ବାପା ହୋଇଥିବା ଘଟଣାକୁ ନେଇ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ରିଚାର୍ଡ ୭୦ ବର୍ଷରେ ପାଦ ଥାପିବାକୁ ଯାଉଛନ୍ତି ଏବଂ ଏହି ସମୟରେ ସେ…

ନିଜର ଭବିଷ୍ୟତ କନ୍ୟା ସନ୍ତାନର ନାମ କ’ଣ ରଖିବେ କହିଲେ ଆଲିଆ

ଆଲିଆ ଭଟ୍ଟଙ୍କ ଆଗାମୀ ଫିଲ୍ମ ‘ଗଲି ବୟ’ ଚଳିତ ସପ୍ତାହରେ ରିଲିଜ ହେବାକୁ ଯାଉଥିବାବେଳେ ସେପଟେ ରଣବୀର ଏବଂ ଆଲିଆଙ୍କର ମଧ୍ୟରେ ଗଢିଉଠିଥିବା ପ୍ରେମ ସଂପର୍କକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି । ତେବେ ଉଭୟଙ୍କର ବହୁ ପ୍ରତୀକ୍ଷିତ ବିବାହକୁ ଦେଖିବା ପାଇଁ ତାଙ୍କ ପ୍ରଶଂସକମାନେ ଅପେକ୍ଷା କରି…