Browsing Category

ମନୋରଞ୍ଜନ

ଜେଏନୟୁ ପ୍ରସଙ୍ଗରେ ଦୀପିକାଙ୍କୁ ନେଇ ମୁହଁ ଖୋଲିଲେ କଙ୍ଗନା

ଜେଏନୟୁ ପ୍ରସଙ୍ଗରେ ଆହତ ଛାତ୍ରଛାତ୍ରୀଙ୍କ ପ୍ରତି ନିଜ ସମର୍ଥନ ହେଉ ଅବା ଫିଲ୍ମ ଛପାକ ନେଇ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକନ ଖୁବ ଚର୍ଚ୍ଚାରେ ରହିଥିଲେ । ଜେଏନୟୁ ଛାତ୍ରଙ୍କ ପ୍ରତି ଦୀପିକାଙ୍କ ସମର୍ଥନକୁ ନେଇ ସାରା ଦେଶରେ ବିଜେପି ତାଙ୍କ ବିରୋଧରେ ନାରା ଲଗାଇବା ଆରମ୍ଭ କରିଦେଇଥିବାବେଳେ…

ରିଲିଜ ହେଲା ଅରିନ୍ଦମଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ବାବୁ ଭାଇଜାନ’

ସିଲଭର ସ୍କ୍ରିନରେ ରିଲିଜ ହୋଇଯାଇଛି ଓଲିଉଡ ସୁପରଷ୍ଟାର ଅରିନ୍ଦମ ରୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବାବୁ ଭାଇଜାନ’ । ଏହି ଫିଲ୍ମର କାହାଣୀଟି ଏକ ସତ୍ୟ ଘଟଣାକୁ ନେଇ ଆଧାରିତ ହୋଇଥିବାବେଳେ ଅବଦୁଲ ଅମିନ ଖାନ ଓରଫ ବାବୁ ଭାଇଜାନଙ୍କ ଜୀବନିକୁ ନେଇ ଏହା ପର୍ଯ୍ୟବେଷିତ ହୋଇଛି ।…

ଶିବାନୀଙ୍କୁ ବିବାହ କରିବେ ଫରହାନ, ଦୁଇ ବର୍ଷ ହେବ ପରସ୍ପରକୁ କରୁଥିଲେ ପ୍ରେମ

ବଲିଉଡ ଅଭିନେତା ଫରହାନ ଅଖତର ଗତ କିଛି ଦିନ ହେବ ଫିଲ୍ମ ତୁଳନାରେ ସିଏଏକୁ ବିରୋଧ କରି ବେଶ ଚର୍ଚ୍ଚାରେ ରହିଥିବାବେଳେ ସେ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଶିବାନୀ ଦାଣ୍ଡେକରଙ୍କୁ ବିବାହ କରିବାକୁ ଯାଉଛନ୍ତି । ମିଳିଥିବା ସୂଚନା ମୁତାବକ, ବିଗତ ୨ ବର୍ଷ ହେବ ଶିବାନୀଙ୍କୁ ଡେଟ୍ କରିବା ପରେ…

‘ଛପାକ’ ତୁଳନାରେ ଦର୍ଶକଙ୍କ ଅଧିକ ପ୍ରଶଂସା ସାଉଁଟୁଛି ଅଜୟ ଦେବଗନଙ୍କ ‘ତାନାଜୀ’

ଅଜୟ ଦେବଗନ, ସେଫ ଅଲ୍ଲୀ ଖାନ ଏବଂ କାଜୋଲଙ୍କ ଅଭିନୀତ ଚଳଚ୍ଚିତ୍ର ତାନାଜୀ ଦ ଅନସଙ୍ଗ ୱାରିୟର ଚଳିତ ବର୍ଷ ୧୦ ଜାନୁଆରରେ ରିଲିଜ ହୋଇସାରିଛି । ଏହି ଚଳଚ୍ଚିତ୍ର ସହିତ ମେଘନା ଗୁଲଜାରଙ୍କ ଚଳଚ୍ଚିତ୍ର ଛପାକ୍ ମଧ୍ୟ ରିଲିଜ ହୋଇଥିଲା । ଯେଉଁଠାରେ ରିଲିଜର ପୂର୍ବରୁ ୧୦କୋଟିର ଟଙ୍କା କମାଇବାର ଆକଳନ…

ହ୍ରିତିକଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଲେ ସୁଜେନ

ଆଜି ହେଉଛି ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଜନ୍ମଦିନ । ହ୍ରିତିକଙ୍କ ଜନ୍ମଦିନ ଅବସରରେ ପୂର୍ବତନ ପତ୍ନୀ ସୁଜେନ ଖାନ ତାଙ୍କ ପାଇଁ ଏକ ଖାସ ବାର୍ତ୍ତା ମଧ୍ୟ ଦେଇଛନ୍ତି । ସୁଜେନ, ହ୍ରିତିକଙ୍କ ଜନ୍ମଦିନର ଅଭିନନ୍ଦନ ଜଣାଇବା ସହ ହ୍ରିତିକଙ୍କ ସହ ତାଙ୍କ ପିଲାମାନଙ୍କ ଫଟୋକୁ ନିଜ…

ଝିଅ ଆଥିୟା ସେଟ୍ଟୀଙ୍କ ‘ଲଭ ଲାଇଫ’କୁ ନେଇ ମୁହଁ ଖୋଲିଲେ ସୁନିଲ

ବଲିଉଡ ଅଭିନେତା ସୁନିଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀଙ୍କ ‘ଲଭ ଲାଇଫ’କୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଚାଲିଛି । ଅଥିୟା ବର୍ତ୍ତମାନ ଭାରତୀୟ ଦଳର ସଫଳ ଖେଳାଳୀ କେଏଲ ରାହୁଲଙ୍କୁ ଡେଟ କରୁଥିବାବେଳେ ସେପଟେ ସୁନିଲଙ୍କ ପୁଅ ଆହାନ ତାଙ୍କ ଗାର୍ଲଫ୍ରେଣ୍ଡ ତାନିଆ ସର୍ଫଙ୍କୁ ପ୍ରେମ କରୁଥିବାର…

ଅର୍ଜୁନଙ୍କୁ ରୋମାଣ୍ଟିକ କିସ୍ କରି ନୂଆ ବର୍ଷର ଅଭିନନ୍ଦନ ଜଣାଇଲେ ମଲ୍ଲାଇକା

ସମସ୍ତଙ୍କ ଭଳି ଏହି ଚଳିତ ନୂଆ ବର୍ଷକୁ ଖୁବ ଧୁମଧାମରେ ପାଳନ କରିଛନ୍ତି, ବଲିଉଡର ବହୁ ଚର୍ଚ୍ଚିତ ଯୋଡି ମଲ୍ଲାଇକା ଅରୋରା ଏବଂ ଅର୍ଜୁନ କପୁର । ବର୍ଷ ୨୦୨୦କୁ ସ୍ୱାଗତ କରିବା ପାଇଁ ଦୁହେଁ ଗୋଆ ଯାଇ ନ୍ୟୁ ଇୟର ସେଲିବ୍ରେସନ ଖୁବ ଧୁମଧାମରେ ପାଳନ କରିଛନ୍ତି । ଏହି ମଧ୍ୟରେ ମଲାଇକା, ଅର୍ଜୁନଙ୍କ…

୯୭ ବର୍ଷରେ ପଦାର୍ପଣ କଲେ ଦୀଲିପ

ଦଶନ୍ଧିର ସବୁଠାରୁ ଶ୍ରେଷ୍ଠ ଅଭିନେତା ଦୀଲିପ କୁମାର ଏକ ସମୟରେ ବଲିଉଡରେ ରାଜ କରୁଥିଲେ । ତାଙ୍କ ସମୟରେ ଏଭଳି କୌଣସି ଜଣେ ଅଭିନେତ୍ରୀ ନଥିଲେ ଯିଏକି ଦୀଲିପଙ୍କ ସହ କାମ କରିବା ପାଇଁ ଚାହୁଁନଥିଲେ । ସେ ଦୀର୍ଘ ଦଶନ୍ଧି ଧରି ନିଜର ଶ୍ରେଷ୍ଠ ଅଭିନୟ ଦ୍ୱାରା ଅନେକ ଦର୍ଶକଙ୍କ ହୃଦୟ ମଧ୍ୟ…

ବିବାଦ ଘେରରେ ସଲାମାନଙ୍କ ଅଭିନୀତ ଦବଙ୍ଗ ୩

ସଲମାନ ଖାନଙ୍କ ଅଭିନୀତ ‘ଦବଙ୍ଗ ୩’ର ରିଲିଜକୁ ଆଉ ମାତ୍ର କିଛି ଦିନ ରହିଛି । ଏଭଳି ସମୟରେ ରିଲିଜ ପୂର୍ବରୁ ହିଁ ଏହି ଚଳଚ୍ଚିତ୍ର ବିବାଦ ଘେର ମଧ୍ୟରେ ଫସିଯାଇଛି । ହିନ୍ଦୁ ଜନଜାଗୃତି ସମିତି ଏହି ଚଳଚ୍ଚିତ୍ରର ଟାଇଟେଲ ସଙ୍ଗ ‘ହୁଡ଼ ଦବଂଗ ଦବଂଗ’କୁ ନେଇ ଆପତ୍ତି ଉଠାଇଛି । ହିନ୍ଦୁ ଜନଜାଗୃତି…

ସାଉଣ୍ଡ ଏଡିଟରଙ୍କ ଅକାଳ ବିୟୋଗରେ ଦୁଃଖ ପ୍ରକାଶ କଲେ ଅକ୍ଷୟ

ବଲିଉଡର ଲୋକପ୍ରିୟ ସାଉଣ୍ଡ ଏଡିଟର ନୀମିଶ ଫିଲଙ୍କାରଙ୍କ ୨୯ ବର୍ଷ ବୟସରେ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ନିମିଶ ଉଚ୍ଚ ରକ୍ତ ଚାପରେ ପୀଡିତ ଥିଲେ, ଯାହା ଫଳରେ ତାଙ୍କର ବ୍ରେନ ହାମରେଜ ଯୋଗୁଁ ମୃତ୍ୟୁ ଘଟିଥିଲା । ନିମିଶ, ଅକ୍ଷୟଙ୍କ ଫିଲ୍ମ ‘ହାଉସଫୁଲ-୪’ ଏବଂ ‘ମରଜାୱାଁ’ରେ କାମ…