Browsing Category
ମନୋରଞ୍ଜନ
ହେମା ମାଲିନୀ ଏବଂ ଧର୍ମେନ୍ଦ୍ରଙ୍କ ଘରେ ଖୁସିର ଡବଲ ଡୋଜ: ଯାଆଁଳା ଝିଅଙ୍କୁ ଜନ୍ମ ଦେଲେ ଝିଅ ଆହାନା
ହେମା ମାଳିନୀ ଏବଂ ଧର୍ମେନ୍ଦ୍ରଙ୍କ ଘରେ ପୁଣି ଥରେ ଖୁସିର ସମୟ ଆସି ପହଂଚିଛି ତାହାବି ଡବଲ | ହେମା ମାଳିନୀଙ୍କ ଝିଅ ଅହାନା ଦେଓଲ ମା ହୋଇଛନ୍ତି। ସବୁଠୁ ଖୁସିର କଥା ହେଉଛି ଅହାନା ଯାଆଁଳା ଝିଅ ଜନ୍ମ ଦେଇଛନ୍ତି। ଆହାନା ନିଜେ ସୋସିଆଲ ମିଡିଆରେ ଏହି ଖୁସି ଖବର ସେୟାର କରିଛନ୍ତି। ଅହାନା…
ହାଇକୋର୍ଟରେ କଙ୍ଗନାଙ୍କ ବଡ ବିଜୟ, ଅଫିସ୍ ଭାଙ୍ଗିବା ପାଇଁ ବିଏମସିକୁ ଦେବାକୁ ପଡିବ କ୍ଷତିପୂରଣ
ପାଲି ହିଲରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ କାର୍ଯ୍ୟାଳୟ ଭାଙ୍ଗିବା ପ୍ରସଙ୍ଗରେ ହାଇକୋର୍ଟ ନିଜର ରାୟ ଦେଇଛନ୍ତି। ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ କଙ୍ଗନାଙ୍କ କାର୍ଯ୍ୟାଳୟରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯିବ। ଶୁଣାଣି ବେଳେ କୋର୍ଟ କହିଥିଲେ ଯେ, ଏହା ପ୍ରମାଣ ମିଳିଛି…
ଫ୍ରୋଜନ ଏବଂ ପ୍ୟାକେଡ ଫୁଡ ସ୍ୱାସ୍ଥ୍ୟ ପାଇଁ କେତେ ମାରାତ୍ମକ, ଜାଣନ୍ତୁ
ପରିବର୍ତ୍ତିତ ଜୀବନଶୈଳୀ ଏବଂ ସମୟର ଅଭାବ ଯୋଗୁଁ ଫ୍ରୋଜନ୍ ଏବଂ ପ୍ୟାକଡ ଫୁଡର ଚାହିଦା ବଢ଼ିଯାଇଛି। ତାଜା ଖାଦ୍ୟ ତୁଳନାରେ ଫ୍ରୋଜନ୍ ଫୁଡକୁ ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ କୁହାଯାଇଥାଏ। ଫ୍ରୋଜନ୍ ଫୁଡରେ ହାଇଡ୍ରୋଜେନେଟେଡ ପାମ୍ ଅୟେଲ୍ ବ୍ୟବହାର କରାଯାଇଥାଏ ଯେଉଁଥିରେ ହାନିକାରକ ଟ୍ରାନ୍ସ…
ସାମ୍ନାକୁ ଆସିଲା ଭୂମି ପେଡନେକରଙ୍କ ଫିଲ୍ମ ଦୁର୍ଗାମତିର ଦମଦାର ଟ୍ରେଲର
ବୁଧବାର ବଲିଉଡ ଅଭିନେତା ଅର୍ଶଦ ୱାର୍ସି ଏବଂ ଭୁମି ପେଡନେକରଙ୍କ ଅଭିନୀତ ଚଳଚ୍ଚିତ୍ର ଦୁର୍ଗାମତୀର ଟ୍ରେଲର ରିଲିଜ ହୋଇଛି। ଏହା ଆମାଜନ ପ୍ରାଇମ ଭିଡିଓ ଇଣ୍ଡିଆର ୟୁଟ୍ୟୁବ ଚ୍ୟାନେଲରେ ମୁକ୍ତିଲାଭ କରିଛି। ଏହି ତିନି ମିନିଟ୍ ଏବଂ ୨୦ ସେକେଣ୍ଡର ଟ୍ରେଲର୍ ବହୁତ ରୋମାଞ୍ଚକର ରହିଛି |
ଏହି…
ପିଲାଦିନେ ପଡ଼ୋଶୀ ଫିଙ୍ଗିଦେଉଥିବା ଖାଇବା ଉଠାଇ ଖାଉଥିଲେ, ଯନ୍ତ୍ରଣାରେ ଭରା ରାଖୀ ସାୱନ୍ତଙ୍କ ପ୍ରକୃତ ଜୀବନ
ବଲିଉଡ ଆଇଟମ କୁଇନ ରାଖୀ ସାୱନ୍ତଙ୍କ ପାଇଁ ଆଜି ଏକ ବିଶେଷ ଦିନ | ନଭେମ୍ବର ୨୫ ରେ, ସେ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି | ଆଜି ସମସ୍ତେ ରାଖୀ ସାୱନ୍ତଙ୍କୁ ଚିହ୍ନିଛନ୍ତି | ତାଙ୍କର ବର୍ତମାନ ଏକ ଜବରଦସ୍ତ ଫ୍ୟାନବେସ ରହିଛି | ଆଜି ତାଙ୍କର କୌଣସି ଅଭାବ ନାହିଁ | ନେମ ଫେମ ସବୁକିଛି ରହିଛି…
ମୌଲାନାଙ୍କୁ ବିବାହ କଲେ ବଲିଉଡ ଅଭିନେତ୍ରୀ ସାନା ଖାନ୍
ବଲିଉଡ ଅଭିନେତ୍ରୀ ସାନା ଖାନ୍, ମୌଲାନା ମୁଫତି ଅନସଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ଲାଲ ଲେହେଙ୍ଗାରେ ଫଟୋ ପୋଷ୍ଟ୍ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଏପରିକି ଇନଷ୍ଟାଗ୍ରାମ୍ ପ୍ରୋଫାଇଲରେ ସାନା ଖାନ୍ ନିଜ ନାଁ ବଦଳାଇ ଦେଇଛନ୍ତି। ସାନା…
ଡ୍ରଗ୍ସ ମାମଲାରେ ଭାରତୀ ସିଂଙ୍କ ସ୍ୱାମୀ ହର୍ଷଙ୍କୁ ଗିରଫ କଲା ଏନସିବି, ନିଶା ସେବନ କରୁଥିବା ନେଇ କଲେ ସ୍ବୀକାର
ହାସ୍ୟ ଅଭିନେତ୍ରୀ ଭାରତୀ ସିଂଙ୍କ ପରେ ଏବେ ଡ୍ରଗ୍ ମାମଲାରେ ଏନସିବି ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ମଧ୍ୟ ଗିରଫ କରିଛି। ଏହାକୁ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାନକେଡେ ନିଶ୍ଚିତ କରିଛନ୍ତି। ଶନିବାର ଦିନ ଭାରତୀ ଏବଂ ହର୍ଷଙ୍କ ଘରେ ରେଡ କରାଯାଇଥିଲା ଯେଉଁଥିରେ ସେମାନଙ୍କ ଘରୁ…
ଗିରଫ ହେଲେ କମେଡି କୁଇନ ଭାରତୀ ସିଂ, ଆଜି କୋର୍ଟରେ ହେବେ ହାଜର
ଡ୍ରଗ୍ ମାମଲାରେ ଏନସିବି କ୍ରମାଗତ ଭାବରେ ଛାନବିନ୍ କରୁଥିବା ଜଣାପଡିଛି। ଶନିବାର ଏନସିବି ହାସ୍ୟ ଅଭିନେତ୍ରୀ ଭାରତୀଙ୍କୁ ମୁମ୍ବାଇରେ ଗିରଫ କରିଛି। ତାଙ୍କ ସ୍ୱାମୀ ହର୍ଷଙ୍କୁ ପଚରାଉଚରା କରାଯାଇଛି। ହର୍ଷଙ୍କ ଉପରେ ମଧ୍ୟ ଗିରଫଦାରୀର ଖଣ୍ଡା ଝୁଲୁଛି। ହର୍ଷଙ୍କୁ ମଧ୍ୟ ଗିରଫ କରାଯାଇପାରେ |…
କମେଡିଆନ ଭାରତୀ ସିଂଙ୍କ ଫ୍ଲାଟରୁ ଗଞ୍ଜେଇ ଜବତ କଲା ଏନସିବି
ଡ୍ରଗ୍ ମାମଲାରେ ଏନସିବି କ୍ରମାଗତ ଭାବରେ ଖୋଡ଼ତାଳ କରୁଥିବା ଜଣାପଡିଛି। ଏନସିବି ଶନିବାର ମୁମ୍ବାଇର ୩ ଟି ସ୍ଥାନରେ ଚଢ଼ାଉ କରିଛି। କମେଡୀ କୁଇନ ଭାରତୀ ଏବଂ ତାଙ୍କ ସ୍ୱାମୀ ହର୍ଷଙ୍କ ଘରେ ଚଢ଼ାଉ କରାଯାଇଛି। କୁହାଯାଉଛି ଯେ ଭାରତୀଙ୍କ ଫ୍ଲାଟରୁ ଗଞ୍ଜେଇ ଜବତ କରାଯାଇଛି। ଏନେଇ ଏନସିବି…
୧୮ ବର୍ଷ ମଧ୍ୟରେ ୪ ଥର ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ ଏହି ଅଭିନେତା
ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରଠୁ ବଲିଉଡରେ ମାନସିକ ସ୍ୱାସ୍ଥ୍ୟ ଉପରେ ଚର୍ଚ୍ଚା ହେଉଛି। ଅନେକ କଳାକାର ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ଖୋଲାଖୋଲି ଭାବେ କଥାବାର୍ତ୍ତା କରୁଛନ୍ତି । ଏସବୁ ଭିତରେ କାଇ ପୋ ଚେ ଅଭିନେତା ଅମିତ ସାଧ କହିଛନ୍ତି ଯେ, ସେ ଚାରିଥର ଆତ୍ମହତ୍ୟା…