Browsing Category

ବାଣିଜ୍ୟ

ସାଓମି ଇଣ୍ଡିଆ ପକ୍ଷରୁ ରଣବୀର ସିଂହଙ୍କ ସହିତ ସହବନ୍ଧିତା

ଭାରତର ଅଗ୍ରଣୀ ସ୍ମାର୍ଟଫୋନ ନିର୍ମାତା ଏବଂ ସ୍ମାର୍ଟ ଟି.ଭି ବ୍ରାଣ୍ଡ କମ୍ପାନୀ ସାଓମି ଇଣ୍ଡିଆ ପକ୍ଷରୁ ଏହାର ସ୍ମାର୍ଟଫୋନ ଲାଇନକୁ ସମର୍ଥନ କରିବା ପାଇଁ ବଲିଉଡ ସୁପରଷ୍ଟାର ରଣବୀର ସିଂହଙ୍କ ସହ ସହବନ୍ଧିତା ଘୋଷଣା କରାଯାଇଛି । ରଣବୀର ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରି-ସ୍ପ୍ରିଟେଡ ୱେବ ଫିଲ୍ମରେ…

ଓଡ଼ିଶାରେ ୩.୧୩ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଲା ରିଲାଏନ୍ସ ଜିଓ

ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ତରଫରୁ ୨୦୧୮ ଡିସେମ୍ବର ମାସ ପାଇଁ ଜାରି କରାଯାଇଥିବା ସଦ୍ୟତମ ମୋବାଇଲ ଗ୍ରାହକ ସମ୍ପର୍କିତ ରିପୋର୍ଟରୁ ଜଣାପଡ଼ିଛି ଯେ, ଓଡ଼ିଶାରେ ରିଲାଏନ୍ସ ଜିଓ ଏକମାତ୍ର ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା ଯାହା ନୂତନ ଗ୍ରାହକ ଯୋଗ କରିପାରିଛି । ଏହି…

ପାନାସୋନିକର ଟୋଟାଲ ସଲ୍ୟୁସନ ଏୟାର କଣ୍ଡିସନର

ପାନାସୋନିକ ପକ୍ଷରୁ ଏହାର ନୂତନ ଶୃଙ୍ଖଳାର ‘ଟୋଟାଲ ସଲ୍ୟୁସନ’ ଏୟାର କଣ୍ଡିସନର ଆଡ଼ଭାନ୍ସଡ଼ ସିରିଜ୍ ଏବଂ ଆର୍କ ସିରିଜର ଶୁଭାରମ୍ଭ କରାଯାଇଛି । ଏହି ନୂତନ ଶୃଙ୍ଖଳାରେ ପ୍ରମୁଖ ବ÷ଶିଷ୍ଟ୍ୟ ଗୁଡ଼ିକରେ ଜାପାନିଜ୍ ଦର୍ଶନ ଯେପରିକି, କାଇ, କେନ୍, ବି ଏବଂ ଶିନ୍ ରହିଛି, ଯାହାକି ମୂଖ୍ୟତଃ ଆରାମ,…

ରୋଷ୍ଟେକ ପକ୍ଷରୁ ଏରୋ ଇଣ୍ଡିଆ ୨୦୧୯ରେ ୨୦୦ରୁ ଅଧିକ ଉପକରଣ ପ୍ରଦର୍ଶିତ

ଫେବୃଆରୀ ୨୦ ରୁ ୨୪ ପର୍ଯ୍ୟନ୍ତ ବାଙ୍ଗାଲୋରର ମିଲିଟାରୀ ଏୟାର ବେସ ୟେଲାହାଙ୍କା ଠାରେ ଅନୁଷ୍ଠିତ ହେବାକୁଥିବା ଏରୋ ଇଣ୍ଡିଆ ୨୦୧୯ରେ ରୋଷ୍ଟେକ ଷ୍ଟେଟ କର୍ପୋରେସନ ପକ୍ଷରୁ ୨୦୦ରୁ ଅଧିକ ସଂଖ୍ୟକ ଅତ୍ୟାଧୁନିକ ସିଭିଲ ଏବଂ ମିଲିଟାରୀ ଉପକରଣର ପ୍ରଦର୍ଶନ କରିବାକୁ ଯାଉଛି । ଭାରତ ରୋଷ୍ଟେକ…

ଆଇସିଆଇସିଆଇ ପ୍ରୁଡେନ୍ସିଆଲ୍ ମ୍ୟୁଚୁଆଲ୍ ଫଣ୍ଡର ଭାରତ ୨୨ ଇଟିଏଫ ଆୟୋଜିତ

ଭାରତ ସରକାରଙ୍କ ବିନିବେଶ କାର୍ଯ୍ୟକ୍ରମର ଏକ ଅଂଶ ଭାବେ ଆଇସିଆଇସିଆଇ ପ୍ରୁଡେନ୍ସିଆଲ୍ ଏଏମସି ଦ୍ୱାରା ପରିଚାଳିତ ଭାରତ ୨୨ ଇଟିଏଫ ଫେବୃଆରୀ ୧୪ରେ ଆୟୋଜିତ ହୋଇଯାଇଛି । ଏହି ଏଓପି ଏକ ଅପୂର୍ବ ସଫଳତା ପ୍ରଦାନ କରିବା ସହ ଇଟିଏଫ୍ ଓ ମ୍ୟୁଚୁଆଲ୍ ଫଣ୍ଡ କ୍ଷେତ୍ରରେ ଏକ ନୂତନ ରେକର୍ଡ ସୃଷ୍ଟି…

ହିମାଳୟ ପକ୍ଷରୁ ତ୍ୱଚାର ଯତ୍ନ ପାଇଁ ହର୍ବାଲ ଉତ୍ପାଦ ଉପରେ ଗୁରୁତ୍ୱାରୋପ

ଚଳିତ ନୂତନ ବର୍ଷର ଆରମ୍ଭରେ, ଡ଼ଃ ଶୁଭାଷିନୀ ଏନ.ଏସ. ଆର‌୍ୟୁବେଦ ବିଶେଷଜ୍ଞ, ହିମାଳୟ ଡ୍ରଗ କମ୍ପାନୀ ପକ୍ଷରୁ ମା’ ମାନଙ୍କୁ ସେମାନଙ୍କର ଏବଂ ସେମାନଙ୍କ ଶିଶୁର ସୁରକ୍ଷିତ ଏବଂ ଉକ୍ତୃଷ୍ଟ ତ୍ୱଚାର ଯତ୍ନ ପାଇଁ ପ୍ରୋତ୍ସାହିତ କରିଛନ୍ତି । ବଟାନିକାଲ ଉପାଦାନ ଏବଂ ଚେରମୂଳୀ ଦ୍ୱାରା ପ୍ରସ୍ତୁତ…

ଶକ୍ତି ପମ୍ପସ୍ ରାଜସ୍ୱରେ ଜବରଦସ୍ତ ୨୬% ବୃଦ୍ଧି

ଇନ୍ଧନ ମିତବ୍ୟୟୀ ପମ୍ପସ୍ ଏବଂ ସୌର ଶକ୍ତି ସମାଧାନ ପ୍ରଦାନ କରିବାର ଅଗ୍ରଣୀ ସଂସ୍ଥା, ଶକ୍ତି ପମ୍ପସ୍ (ଇଣ୍ଡିଆ) ଲିମିଟେଡ୍ କାରବାରରେ ଜବରଦସ୍ତ ସଫଳତା ହାସଲ କରିଛି । ଚଳିତ ଆର୍ଥିକ ବର୍ଷ (୨୦୧୮-୧୯)ର ପ୍ରଥମ ୯ ମାସରେ କଂପାନିର ରାଜସ୍ୱ ୨୬% ବୃଦ୍ଧି ପାଇ୩୮୯.୩୫ କୋଟି ଟଙ୍କା ହୋଇଛି ।…

କ୍ୟାନନ ପକ୍ଷରୁ ଏହାର ୯ମ ସଂସ୍କରଣର ଫଟୋ ମାରାଥନ ଆୟୋଜିତ

ସମଗ୍ର ଦେଶରେ ଫଟୋପ୍ରେମୀମାନଙ୍କ ପାଇଁ ଏକ ସୁନ୍ଦର ପ୍ଲାଟଫର୍ମ ସୃଷ୍ଟି କରିବା ପାଇଁ କ୍ୟାନନ ଇଣ୍ଡିଆ ପକ୍ଷରୁ ପୂର୍ବ ଭାରତୀୟମାନଙ୍କ ପାଇଁ ଏହାର ୯ମ ସଂସ୍କରଣର ଲାଇଭ ଫଟୋ ପ୍ରତିଯୋଗିତା –କ୍ୟାନନ ଫଟୋ ମାରାଥନର ଆୟୋଜିତ ହୋଇଯାଇଛି । କ୍ୟାନନ ପକ୍ଷରୁ ପ୍ରଥମଥର ପାଇଁ ୯ ଫେବୃଆରୀରେ ପୂର୍ବ…

ଭାରତୀ ଏକ୍ସା ଲାଇଫ ସାଇନିଂ ଷ୍ଟାରସ ଚାଇଲ୍ଡ ପ୍ଲାନ

ଭାରତୀ ଏକ୍ସା ସାଇଫ ଇନସ୍ୟୁରାନ୍ସ ପକ୍ଷରୁ ଏକ ନୂତନ ଚାଇଲ୍ଡ ଇନସ୍ୟୁରାନ୍ସ ପ୍ଲାନ ‘ଭାରତୀ ଏକ୍ସା ଲାଇଫ ସାଇନିଂ ଷ୍ଟାର’ର ଶୁଭାରମ୍ଭ କରାଯାଇଛି । ଏହା ଅଭିଭାବକଙ୍କୁ ଲାଇଫ କଭର ସହିତ ଆର୍ଥିକ ଅସୁବିଧାରୁ ତାଙ୍କ ପରିବାର ଏବଂ ପିଲାମାନଙ୍କୁ ସୁରକ୍ଷା ପ୍ରଦାନ କରିଥାଏ । ଭାରତୀ ଏକ୍ସା ଲାଇଫ୍…

ରିଲାଏନ୍ସ ଜୁଏଲସ ପକ୍ଷରୁ ସ୍ୱତନ୍ତ୍ର ଭାଲେଟାଂଇନସ୍ କଲେକ୍ସନ୍ “ବିଲଭଡ୍’ ଉନ୍ମୋଚିତ

ଭାଲେଟାଂଇନସ ଡେ’ ଅବସରରେ ଭାରତର ଅନ୍ୟତମ ବିଶ୍ୱାସଯୋଗ୍ୟ ଗହଣା ବ୍ରାଣ୍ଡ୍ ରିଲାଏନ୍ସ ଜୁଏଲସ୍ ପକ୍ଷରୁ ନୂଆ “ବିଲଭଡ୍’ କଲେକ୍ସନକୁ ଉନ୍ମୋଚନ କରାଯାଇଛି । ପାରମ୍ପରିକ ଲାଲ ରଙ୍ଗ ଓ ହୃଦୟ ଆକୃତିର ଗହଣା ବଦଳରେ ରିଲାଏନ୍ସ ଜୁଏଲସ୍ ପକ୍ଷରୁ ବିଲଭଡ୍ କଲେକ୍ସନ୍ରେ ଭାଲେଂଟାଇନସ ଡେ’ରେ ଗୁୁରୁତ୍ୱ…