Browsing Category
ବାଣିଜ୍ୟ
ଫେବୃଆରୀରେ ଓଡ଼ିଶାରେ ଜିଓ ଯୋଡ଼ିପାରିଛି ୩.୫୫ ଲକ୍ଷ ନୂତନ ଗ୍ରାହକ
୨୦୧୯ ଫେବୃଆରୀ ମାସ ସୁଦ୍ଧା ଓଡ଼ିଶାର ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟାରେ ୨.୨୮ ଲକ୍ଷ ବୃଦ୍ଧି ଘଟିଥିବା ବେଳେ ଏହି ମାସରେ କେବଳ ରିଲାଏନ୍ସ ଜିଓ ଓଡ଼ିଶାରେ ୩.୫୫ ଲକ୍ଷ ନୂତନ ଗ୍ରାହକ ସୃଷ୍ଟି କରିବାକୁ ସକ୍ଷମ ହୋଇଛି, ଯାହାକି ରାଜ୍ୟରେ ଟେଲି ସାନ୍ଦ୍ରତା ବୃଦ୍ଧି ଦିଗରେ ସହାୟକ ହୋଇପାରିଛି…
ବୀମା କରିବା କ୍ଷେତ୍ରରେ ଅନ୍ୟ ସହର ମାନଙ୍କଠାରୁ ଭୁବନେଶ୍ୱର ଆଗରେ
ଭାରତର ଅଗ୍ରଣୀ ଘରୋଇ ଜୀବନ ବୀମା ପ୍ରଦାନକାରୀ ସଂସ୍ଥା ମ୍ୟାକ୍ସ ଲାଇଫ୍ ଇନ୍ସୁରାନ୍ସ ପକ୍ଷରୁ ପ୍ରକାଶ କରାଯାଇଛି ଯେ, ଭୁବନେଶ୍ୱରରେ ରହୁଥିବା ୭୮% ଲୋକ ସେମାନଙ୍କ ଜୀବନ ବୀମା କରିଛନ୍ତି । ମ୍ୟାକ୍ସ ଲାଇଫ୍ ଓ କାନ୍ତର ଆଇଏମ୍ଆର୍ବି ଦ୍ୱାରା କରାଯାଇଥିବା ‘ଇଣ୍ଡିଆ ପ୍ରୋଟେକ୍ସନ୍ କୋସେଣ୍ଟ’…
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଚତୁର୍ଥ ତ୍ରୟମାସରେ ୧୦,୩୬୨ କୋଟି ଟଙ୍କାର ନିଟ୍ ଲାଭ
ଆୟରେ ଜରବଦସ୍ତ ବୃଦ୍ଧି ଯୋଗୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ ସର୍ବାଧିକ ନିଟ୍ ଲାଭ ହାସଲ କରାଯାଇଛି । ଦେଶର ଯେକୌଣସି ପ୍ରାଇଭେଟ୍ ବା ଘରୋଇ କଂପାନି ମଧ୍ୟରେ ଏହି ନିଟ୍ ଲାଭ ସର୍ବାଧିକ । କଂପାନି ରିଟେଲ୍ ଓ ଟେଲିକମ୍ କ୍ଷେତ୍ରର ଉଲ୍ଳେଖନୀୟ…
ମନ୍ତ୍ରମୁଗ୍ଧ କରିଦେବ ଆପଣଙ୍କୁ ସୋନିର ନୂତନ ହେଡ଼ଫୋନ
ସୋନି ପକ୍ଷର ସଙ୍ଗୀତ ପ୍ରେମୀ ମାନଙ୍କୁ ଆକର୍ଷିତ କରିବା ପାଇଁ ଏହାର ନୂତନ ଓୟାରଲେସ୍ ଏକ୍ସଟ୍ରାବାସ୍ ହେଡ଼ଫୋନ୍, ଡ଼ବ୍ଲୁଏଚ-ଏକ୍ସବି ୭୦୦ର ଶୁଭାରମ୍ଭ କରାଯାଇଛି । ଏହି ହେଡ଼ଫୋନ୍ ପୂର୍ବ ଏକ୍ସଟ୍ରାବାସ୍ ହେଡ଼ଫୋନ ଗୁଡ଼ିକର ଉକ୍ତୃଷ୍ଟ ଫିଚର ଗୁଡ଼ିକ ପ୍ରଦାନ କରିବା ସହିତ କିଛି ନୂତନ ବୈଶିଷ୍ଟ୍ୟ,…
ବ୍ରାଣ୍ଡ୍ ଫ୍ୟାକ୍ଟ୍ରିର ପଣା ସଂକ୍ରାନ୍ତୀ ଅଫର
ବ୍ରାଣ୍ଡ୍ ଫ୍ୟାକ୍ଟ୍ରି ତରଫରୁ ପଣା ସଂକ୍ରାନ୍ତୀ ଅଫର ଘୋଷଣା କରାଯାଇଛି । ଅନବ୍ରାଣ୍ଡେଡ୍ ଟୁ ବ୍ରାଣ୍ଡେଡ୍ ଅଫର ନାମକ ଏହି ଅଫର ଏପ୍ରିଲ୍ ୫ରୁ ଆରମ୍ଭ ହୋଇ ୧୪ରେ ଶେଷ ହେବ । ଗ୍ରାହକମାନେ ସେମାନଙ୍କ ପୁରୁଣା ପୋଷାକ, ଜୋତା, ଲଗେଜ୍ ଏବଂ ଅନ୍ୟ ଫେସନ୍ ଉତ୍ପାଦଗୁଡ଼ିକୁ ବଦଳାଇ (ଏକ୍ସଚେଂଜ୍) କରି…
ଏୟାରଟେଲରେ ଏବେ ବହି ପଢନ୍ତୁ ଏୟାରଟେଲ୍ ବୁକ୍ସ ମାଧ୍ୟମରେ
ଭାରତର ଅଗ୍ରଣୀ ଟେଲିକମ୍ୟୁନିକେସନ୍ ସେବା ପ୍ରଦାନକାରୀ କମ୍ପାନୀ, ଭାରତୀ ଏୟାରଟେଲ୍ ପକ୍ଷରୁ ଏକ ନୂତନ ଆପ୍, ଏୟାରଟେଲ୍ ବୁକ୍ସର ଶୁଭାରମ୍ଭ କରାଯାଇଛି । ଉକ୍ତ ନୂତନ ସେବା ଏବଂ ଏହାର ଲୋକପ୍ରିୟ ଅଫରିଂ ଯେପରିକି ଉୟିଙ୍କ ମ୍ୟୁଜିକ୍ ଏବଂ ଏୟାରଟେଲ୍ ଟିଭି ସହିତ କମ୍ପାନୀ ଏକ ଦୃତ ଅଭିବୃଦ୍ଧିଶୀଳ…
ମ୍ୟାଗନମ ପକ୍ଷରୁ ନୂତନ ଭ୍ୟାରିଆଣ୍ଟ ଆଇସକ୍ରିମର ଶୁଭାରମ୍ଭ
ଭୁବନେଶ୍ୱର: ମ୍ୟାଗନମ ପକ୍ଷରୁ ନୂତନ ଫ୍ଲେଭର ମ୍ୟାଗନମ ହେଜେଲନଟ ଆଇସକ୍ରିମର ଶୁଭାରମ୍ଭ କରାଯାଇଛି । ହେଜେଲନଟ ଏକ ପ୍ରକାରର ଆଇସକ୍ରିମ, ଯାହା ବଲଗିଆନ ଚକଲେଟର ସ୍ୱାଦ ପ୍ରଦାନ କରିଥାଏ । ଏହି ନୂତନ ଭ୍ୟାରିଆଣ୍ଟ ସାରା ଭାରତରେ ଥିବା ସମସ୍ତ ଷ୍ଟୋରମାନଙ୍କରେ ୯୦ ଟଙ୍କାରେ ଉପଲବ୍ଧ ହେଉଛି ।…
ଡ୍ୟୁରାସେଲ ପକ୍ଷରୁ ନୂତନ ବ୍ୟାଟେରୀର ଶୁଭାରମ୍ଭ
ସ୍ୱତନ୍ତ୍ର ବ୍ୟାଟେରୀ କମ୍ପାନୀ ଡ୍ୟୁରାସେଲ୍ ପକ୍ଷରୁ ସର୍ବାଧିକ ଗୋଟିଏ ବର୍ଷର ଗ୍ୟାଟେଣ୍ଟି ସହିତ ଆଲକାଲାଇନ ବ୍ୟାଟେରୀ ଡ୍ୟୁରାସେଲ ଛୋଟା ପାୱାରର ଶୁଭାରମ୍ଭ କରାଯାଇଛି । ପ୍ରତିଦିନ କିପରି ଏବଂ କେଉଁଠାରେ ଭାରତୀୟମାନେ ବହୁଳଭାବେ ବ୍ୟାଟେରୀ ବ୍ୟବହାର କରଥାନ୍ତି ତାହାର ଗଭୀରତା ବିଶ୍ଳେଷଣରୁ…
ଭୁବନେଶ୍ୱରରେ ବିଗ୍ ବଜାରର ପଞ୍ଚମ ଷ୍ଟୋର
ପ୍ୟୁଚର ଗୃପ୍ର ଏକ ବୃହତ ହାଇପରମାର୍କେଟ ଶୃଙ୍ଖଳ ଭାବେ ଜଣାଶୁଣା ବିଗ୍ ବଜାର ପକ୍ଷରୁ ଭୁବନେଶ୍ୱରରେ ଏହାର ୫ମ ଷ୍ଟୋରର ଶୁଭାରମ୍ଭ କରାଯାଇଛି । ପୂର୍ବ ଭାରତରେ ଏହାର ସଂପ୍ରସାରଣକୁ ସୁଦୃଢ଼ କରିବା ପାଇଁ ଭୁବନେଶ୍ୱର ପାତ୍ରପଡ଼ାସ୍ଥିତ ଡିଏନ୍ ରେଙ୍ଗାଲିଆରେ ଏହି ଷ୍ଟୋରର ଶୁଭାରମ୍ଭ ହୋଇଛି ।…
ବଲାଙ୍ଗୀରରେ ଶୁଭାରମ୍ଭ ହେଲା ‘ରିଲାଏନ୍ସ ସ୍ମାର୍ଟ ଷ୍ଟୋର’
ରିଲାଏନ୍ସ ରିଟେଲ ପକ୍ଷରୁ ବଲାଙ୍ଗୀରର ଭାଗୀରଥୀ ଛକସ୍ଥିତ ଡ.ଗୁରୁ କମ୍ପେ୍ଲକ୍ସରେ ‘ରିଲାଏନ୍ସ ସ୍ମାର୍ଟ’ର ଶୁଭାରମ୍ଭ କରାଯାଇଛି । ଏହି ଷ୍ଟୋରରେ ଆପଣ ଗୋଟିଏ ଛାତ ତଳେ ଫଳ ଏବଂ ପନିପରିବା ଠାରୁ ଆରମ୍ଭ କରି ତେଜରାତି, ଦୁଗ୍ଧଜାତୀୟ ପଦାର୍ଥ, ବାସନକୁସନ ଏବଂ ଘରୋଇ ଉପକରରଣ ଭଳି ଅନ୍ୟାନ୍ୟ…