Browsing Category
ବାଣିଜ୍ୟ
ବଜାରକୁ ଆସିଲା ମାରୁତି ସୁଜୁକିର ସମ୍ପୂର୍ଣ୍ଣ ଶକ୍ତିଶାଳୀ ଏବଂ ଷ୍ଟାଇଲିଷ୍ଟ ଭିଟାରା ବ୍ରିଜା
ଅଟୋ ଏକ୍ସପୋ ୨୦୨୦ରେ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଏହାର ନୂତନ କାର୍ ଭିଟାରା ବ୍ରିଜାର ଉନ୍ମୋଚନ କରାଯିବା ସହିତ ଏହାର ମୂଲ୍ୟ ଘୋଷଣା କରାଯାଇଛି । ଏହାର ନୂତନତମ ଫର୍ମରେ କମ୍ପାକ୍ଟ ଏସ୍ୟୁଭି ଭିଟାରା ବ୍ରିଜା ଉନ୍ନତ ସ୍ପୋର୍ଟିନେସ୍, ବୋଲ୍ଡର୍ ଲୁକ୍, ମଜଭୁତ ଉପସ୍ଥିତି,…
ଆସିଗଲା ବିଗ୍ବଜାରର ‘ଦି ଗ୍ରେଟ୍ ଏକ୍ସଚେଞ୍ଜ’ ଅଫର
ଭାରତର ଅଗ୍ରଣୀ ହାଇପର୍ ମାର୍କେଟ ସୃଙ୍ଖଳ ବିଗ୍ ବଜାର ପକ୍ଷରୁ ‘ଦି ଗ୍ରେଟ୍ ଏକ୍ସଚେଞ୍ଜ’ ଅଫରର ଘୋଷଣା କରାଯାଇଛି । ଏହି ଅଫର ସମୟରେ ଗ୍ରାହକମାନେ ସେମାନଙ୍କ ପୁରୁଣା ଜିନିଷକୁ ବଦଳ କରି ଆକର୍ଷଣୀୟ ରିହାତି କୁପନ ମାଧ୍ୟମରେ ନୂତନ ଜିନିଷ କ୍ରୟ କରିପାରିବେ । ଯେପରିକି ପୁରୁଣା ଖବରକାଗଜ ପାଇଁ…
ଭାରତରେ ଲଞ୍ଚ ହେଲା ରିଅଲ୍ମିର ପ୍ରଥମ ୫ଜି ସ୍ମାର୍ଟଫୋନ୍
ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ୍ ବ୍ରାଣ୍ଡ ରିଅଲ୍ମି ଏହାର ପ୍ରଥମ ୫ଜି ଫୋନ୍ର ଶୁଭାରମ୍ଭ କରିଛି, ଯାହାକି ଏହି ଫ୍ଲାଗ୍ସିପ ମଡେଲର ପ୍ରଥମ ବ୍ୟାଚ୍ ହୋଇଥିବା ବେଳେ କ୍ୱାଲ୍କମ୍ ସ୍ନାପ୍ଡ୍ରାଗନ ୮୬୫ ୫ଜି ମୋବାଇଲ ପ୍ଲାଟ୍ଫର୍ମ ଦ୍ୱାରା ପରିଚାଳିତ ଓ ଏନ୍ଏସ୍ଏ/ଏସ୍ଏ ୫ଜି ନେଟ୍ୱର୍କକୁ…
ହାୟର ଇଣ୍ଡିଆ ପକ୍ଷରୁ ୮୩ଟି ନୂତନ ପିଢି ଉତ୍ପାଦର ଶୁଭାରମ୍ଭ
ଆନ୍ତର୍ଜାତୀୟ ହୋମ୍ ଆପ୍ଲାଏନ୍ସେସ୍ ଓ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ତଥା ବିଶ୍ୱର ଏକ ନମ୍ବର ବୃହତ୍ ଆପ୍ଲାଏନ୍ସେସ୍ ବ୍ରାଣ୍ଡ, ହାୟର୍ ପକ୍ଷରୁ ୮୩ଟି ନୂତନ ଉତ୍ପାଦ ଶୁଭାରମ୍ଭ କରାଯିବା ସହ ହୋମ୍ ଆପ୍ଲାଏନ୍ସେସ୍ ଶିଳ୍ପରେ ଆଇଓଟି ଯୁଗର ବିସ୍ତାର ପାଇଁ ଏହାର ଯୋଜନା ସମ୍ପର୍କରେ ଘୋଷଣା…
ବଜାରକୁ ଆସିଲା ପାନାସୋନିକର ନୂଆ କନେକ୍ଟେଡ୍ ଏସି
ବିବିଧ ଟେକ୍ନୋଲୋଜି କମ୍ପାନୀ ପାନାସୋନିକ୍ ଇଣ୍ଡିଆ ପକ୍ଷରୁ ଆଜି ଏହାର ନୂତନ ପ୍ୟୁଚରିଷ୍ଟିକ୍ ରେଞ୍ଜ୍ର କନେକ୍ଟେଡ୍ ଏୟାର କଣ୍ଡିସ୍ନର୍ର ଶୁଭାରମ୍ଭ କରାଯାଇଛି । ଏହି ନୂତନ ରେଞ୍ଜର ଏସି ସମସ୍ତ ପାନାସୋନିକ୍ ବ୍ରାଣ୍ଡ ସପ୍, ବୃହତ୍ ଖୁଚୁରା ଆଉଟ୍ଲେଟ୍, ଆମାଜନ୍, ଫ୍ଲିପ୍କାର୍ଟ ଭଳି…
ଓରିଏଂଟ୍ ଇଲେକ୍ଟ୍ରିକ୍ ପକ୍ଷରୁ ନୂତନ ଶକ୍ତି ସଂଚୟକାରୀ ଫ୍ୟାନ୍ର ଶୁଭାରମ୍ଭ
ଭୂବନେଶ୍ୱର: ୨.୪ ବିଲିୟନ ଡଲାର ବିଶିଷ୍ଟ ସିକେ ବିର୍ଲା ଗ୍ରୁପ୍ର ଅଂଶବିଶେଷ, ଓରିଏଂଟ୍ ଇଲେକ୍ଟ୍ରିକ୍ ଲିମିଟେଡ୍ ପକ୍ଷରୁ ଇସିଏମ୍ ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ଏହାର ନୂତନ ଆଇ-ସିରିଜ୍ ରେଞ୍ଜ୍ର ଫ୍ୟାନ୍ର ବଜାର ପ୍ରବେଶ କରାଯାଇଛି ଯାହାକି ଅନ୍ୟ ସାଧାରଣ ଫ୍ୟାନ୍ ତୁଳନାରେ ୫୦% ଶକ୍ତି…
ବିଗ୍ ବାଜାର୍ ବିୟୁଟି ବାଜାର୍ ସହ ଅବ୍ ଇଣ୍ଡିଆ ରହେଗା ହର୍ ଦିନ ରେଡି
ଭୁବନେଶ୍ୱର: ଭାରତର ପ୍ରମୁଖ ହାଇପରମାର୍କେଟ୍ ଶୃଙ୍ଖଳ ତଥା ଫ୍ୟୁଚର ଗ୍ରୁପର ଅଂଶବିଶେଷ ବିଗ୍ ବାଜାର, ସବୁବେଳେ ନିଜ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା କ୍ଷେତ୍ରରେ ଆଗରେ ରହିଛି । ବର୍ତମାନ ବିଗ୍ ବାଜାର ହେଉଛି ଏକ ୱାନ୍ ଷ୍ଟପ୍ ସପିଙ୍ଗ୍ ଡେଷ୍ଟିନେସନ ଯେଉଁଠାରେ ଖାଦ୍ୟ ସାମଗ୍ରୀ, ଫ୍ୟାଶନ,…
ଭୁବନେଶ୍ୱରରେ ଏୟାରଟେଲର ନେକ୍ସଟ-ଜେନ ଷ୍ଟୋର ଉଦଘାଟିତ
ଭୁବନେଶ୍ୱର: ଭାରତର ଅଗ୍ରଣୀ ଟେଲିକମ୍ୟୁନିକେସନ ସେବା ପ୍ରଦାନକାରୀ ସଂସ୍ଥା ଭାରତୀ ଏୟାରଟେଲ (""ଏୟାରଟେଲ'') ପକ୍ଷରୁ ଓଡ଼ିଶାର ଭୂବନେଶ୍ୱରସ୍ଥିତ ଇନ୍ଦ୍ରଧନୁ ମାର୍କେଟ ଠାରେ ଏକ ନୂତନ ନେକ୍ସଟ-ଜେନ ଏୟାରଟେଲ ଷ୍ଟୋରର ଉଦ୍ଘାଟନର କରାଯାଇଛି । ଏୟାରଟେଲ ନେକ୍ସଟ-ଜେନ ଷ୍ଟୋର ଗ୍ରାହକମାନଙ୍କକୁ ଏକ…
ନିଶାନ ପକ୍ଷରୁ ସମ୍ପୂର୍ଣ୍ଣ ନୂତନ ଟେକ୍ନୋଲୋଜି ଯୁକ୍ତ ଷ୍ଟାଇଲିଷ୍ଟ ଏସୟୁଭିର ଦ୍ୱିତୀୟ ଝଲକ
ଭୁବନେଶ୍ୱର: ନିଶାନ ଇଣ୍ଡିଆ ପକ୍ଷରୁ ଭାରତୀୟ ବଜାର ପାଇଁ ଏହାର ପ୍ରଥମ କମ୍ପାକ୍ଟ ବି-ଏସୟୁଭିର ଦ୍ୱିତୀୟ ଝଲକ ପ୍ରଦର୍ଶନ କରାଯାଇଛି ଯାହାର ବଜାର ପ୍ରବେଶ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ହେବା ନିମନ୍ତେ ଧାର୍ଯ୍ୟ ହୋଇଛି । ନିଶାନ ଇଣ୍ଡିଆ ଏହାର “ମେକ ଫର ଇଣ୍ଡିଆ, ମେକ ଫର ଦ ୱାଲଡ”…
ବଜାଜ ଆଲିଆଞ୍ଜ୍ ଜେନେରାଲ ଇନ୍ସୁରାନ୍ସ ପକ୍ଷରୁ ‘ହେଲ୍ଥ ଇନ୍ଫିନିଟି’ର ଶୁଭାରମ୍ଭ
ଭୁବନେଶ୍ୱର: ଭାରତର ଅଗ୍ରଣୀ ବୀମା ପ୍ରଦାନକାରୀ ସଂସ୍ଥା ବଜାଜ୍ ଆଲିଆଞ୍ଜ ଜେନେରାଲ ଇନ୍ସ୍ୟୁରାନ୍ସ ପକ୍ଷରୁ ‘ହେଲ୍ଥ ଇନ୍ଫିନିଟି’ର ଶୁଭାରମ୍ଭ କରାଯାଇଛି, ଯାହାକି ହେଉଛି ଅସୀମିତ ବୀମା ରାଶି (ଏସଆଇ) ପ୍ରଦାନ କରୁଥିବା ଇଣ୍ଡଷ୍ଟ୍ରିର ପ୍ରଥମ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ବୀମା ଯୋଜନା । ହେଲ୍ଥ…