Browsing Category

ବାଣିଜ୍ୟ

କୋଭିଡ୍‌-୧୯ର ମୁକାବିଲା ପାଇଁ ସେଭଲନର ନୂତନ ହେକ୍ସା ହ୍ୟାଣ୍ଡ ସାନିଟାଇଜର

ଭୁବନେଶ୍ୱର : କୋଭିଡ୍‌-୧୯ର ବଢୁଥିବା ସଂଖ୍ୟା ବର୍ତ୍ତମାନ ହାତ ସଫାରଖିବାର ଗୁରୁତ୍ୱକୁ ଅଧିକ ବଢାଇ ଦେଇଛି । ଏହି କାରଣରୁ ବଜାରରେ ବର୍ତ୍ତମାନ ହ୍ୟାଣ୍ଡ ୱାସ ଓ ସାନିଟାଇଜରର ଚାହିଦା ଅଧିକ ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ଆଇଟିିସି ସେଭଲନ ହେକ୍ସା ହ୍ୟାଣ୍ଡ ସାନିଟାଇଜର ଉପସ୍ଥାପନ…

ଚଳିତ ଆର୍ଥିକ ବର୍ଷରେ ୧ଲକ୍ଷ ଟ୍ରାକ୍ଟର ବିକ୍ରି ଅତିକ୍ରମ କରିଛି ସୋନାଲିକା

ଭୁବନେଶ୍ୱର: ଭାରତର ଅଗ୍ରଣୀ ଟ୍ରାକ୍ଟର ରପ୍ତାନୀକାରୀ ବ୍ରାଣ୍ଡ, ସୋନାଲିକା ଚଳିତ ଆର୍ଥିକବର୍ଷ ୨୦୨୦ରେ ୧ଲକ୍ଷ ବାର୍ଷିକ ଟ୍ରାକ୍ଟର ବିକ୍ରୟ ହାସଲ କରିଛି । ଏହି ପରିପ୍ରେକ୍ଷୀରେ ସୋନାଳିକା ଗ୍ରୁପ୍ ପକ୍ଷରୁ ଏହାର ପରିଚାଳନା ନିର୍ଦ୍ଦେଶକ, ଡା. ଦୀପକ ମିତଲ, କହିଛନ୍ତି ଯେ, “ବିଶ୍ୱସ୍ତରରେ ଆମ…

ବଜାଜ୍ ଆଲିଆଞ୍ଜ ଇନ୍ସ୍ୟୁରାନ୍ସ ପକ୍ଷରୁ ଆରୋଗ୍ୟ ସଞ୍ଜିବନୀ ପଲିସିର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଘରୋଇ ବୀମା ପ୍ରଦାନକାରୀ ସଂସ୍ଥା ବଜାଜ୍ ଆଲିଆଞ୍ଜ୍ ପକ୍ଷରୁ ଏହାର ଷ୍ଟାଣ୍ଡାର୍ଡ ସ୍ୱାସ୍ଥ୍ୟ ବୀମା ଉତ୍ପାଦ -‘ଆରୋଗ୍ୟ ସଞ୍ଜିବନୀ ପଲିସି, ବଜାଜ୍ ଆଲିଆଞ୍ଜ୍ ଜେନେରାଲ ଇନ୍ସ୍ୟୁରାନ୍ସ କମ୍ପାନୀ’ର ଶୁଭାମ୍ଭର ଘୋଷଣା କରାଯାଇଛି । ଏହି ଉତ୍ପାଦଟିକୁ ଆଇଆରଡିଏଆଇର…

ବର୍ତ୍ତମାନ ଏଟିଏମ ଏବଂ ଗ୍ରୋସରୀ ଷ୍ଟୋରରେ ଏୟାରଟେଲ ରିଚାର୍ଜ ସୁବିଧା ଉପଲବ୍ଧ

ଭୁବନେଶ୍ୱର : ଏୟାରଟେଲ ଉପଭୋକ୍ତାଙ୍କ ପାଇଁ ସେମାନଙ୍କ ପ୍ରିପେଡ ଫୋନ ରିଚାର୍ଜ ବ୍ୟବସ୍ଥାକୁ ସୁବିଧାଜନକ କରିବା ପାଇଁ କମ୍ପାନୀ ପକ୍ଷରୁ ଏଟିଏମ, ଗ୍ରୋସରୀ ଷ୍ଟୋର, କେମିଷ୍ଟ ଦୋକାନମାନଙ୍କରେ ରିଚାର୍ଜର ସୁବିଧା ପ୍ରଦାନ କରିବା ଆରମ୍ଭ କରାଯାଇଛି । ଉପଭୋକ୍ତାଙ୍କୁ ଏହି ସଂପର୍କରେ ସୂଚନା ଦେଇ…

ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଓ ଭାରତୀ ଆକ୍ସା ଜେନେରାଲ ଇନ୍ସ୍ୟୁରାନ୍ସ ମଧ୍ୟରେ ସହବନ୍ଧିତ

ଭୁବନେଶ୍ୱର: ବର୍ତମାନର ସଙ୍କଟପୂର୍ଣ୍ଣ ସ୍ଥିତିରେ କୋଭିଡ୍‌-୧୯ ବିରୋଧରେ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ଲାଗି ସରଳ ସ୍ୱାସ୍ଥ୍ୟ ବୀମା ଯୋଜନା ଆଣିବା ପାଇଁ ଭାରତର ପ୍ରଥମ ପେମେଂଟ୍‌ସ ବ୍ୟାଙ୍କ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଓ ଭାରତୀ ଆକ୍ସା ଜେନେରାଲ ଇନ୍ସ୍ୟୁରାନ୍ସ ସହବନ୍ଧିତ ହୋଇଛନ୍ତି…

କୋଭିଡ୍‌-୧୯ର ମୁକାବିଲା ପାଇଁ ୧୦୦ କୋଟି ଟଙ୍କାର ସହାୟତା ପ୍ରଦାନ ଘୋଷଣା କଲା ଭାରତୀ ଏଂଟର୍‌ପ୍ରାଇଜେସ୍‌

କୋଭିଡ୍‌-୧୯ର ମୁକାବିଲା ପାଇଁ ଭାରତ ସରକାରଙ୍କୁ ଭାରତୀ ଏଂଟର୍‌ପ୍ରାଇଜେସ୍ ଓ ଏହାର ବିଭିନ୍ନ କମ୍ପାନୀ ଭାରତୀ ଏୟାରଟେଲ୍‌, ଭାରତୀ ଇନ୍‌ଫ୍ରାଟେଲ୍ ଓ ଅନ୍ୟଗୁଡିକ ମିଳିତ ଭାବେ ୧୦୦ କୋଟି ଟଙ୍କାର ସହାୟତା ପ୍ରଦାନ ଘୋଷଣା କରିଛନ୍ତି । ଭାରତୀ ଏଂଟର୍‌ପ୍ରାଇଜେସ୍ ଏହାର କର୍ପସ୍ ଫଣ୍ଡର ଏକ…

ସୋନାଲିକା ଟ୍ରାକ୍ଟର ପକ୍ଷରୁ ଏହାର କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ବେତନ ପ୍ରଦାନ କରାଯିବାର ଘୋଷଣା

ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଟ୍ରାକ୍ଟର ବ୍ରାଣ୍ଡ, ସୋନାଲିକା ପକ୍ଷରୁ କୋଭିଡ୍‌-୧୯ର ସଙ୍କଟ ମଧ୍ୟରେ ଏହାର କର୍ମଚାରୀ, ସହଯୋଗୀ ଓ ସମାଜର ମଙ୍ଗଳ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ସୋନାଲିକା ଗ୍ରୁପ୍‌ର କାର୍ଯ୍ୟକାରୀ ନିର୍ଦ୍ଦେଶକ, ରମଣ ମିତଲ ବର୍ତମାନର ଜଟିଳ ସ୍ଥିତିରେ ସଂସ୍ଥାକୁ…

ଖାତାବୁକରେ ଏମ ଏସ ଧୋନିଙ୍କ ନିବେଶ

ଛୋଟ ବ୍ୟବସାୟ ପାଇଁ ଆକାଉଣ୍ଟିଙ୍ଗ ପ୍ରଣାଳୀରେ ବିପ୍ଳବ ସୃଷ୍ଟି କରିଥିବା ଖାତାବୁକ ପକ୍ଷରୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସହିତ ଯୋଜନାପୂର୍ଣ୍ଣ ସହଯୋଗୀତାର ଘୋଷଣା କରାଯାଇଛି । ଏହି ବିଶ୍ୱ ବିଖ୍ୟାତ କ୍ରିକେଟ ଖେଳାଳୀ କେବଳ ଖାତାବୁକରେ ନିବେଶ କରିବେ…

ମଂଚେଶ୍ୱରରେ ଜନା ସ୍ମଲ୍ ଫାଇନାନ୍ସ ବ୍ୟାଙ୍କର ନୂତନ ଶାଖା ଉଦ୍‌ଘାଟିତ

ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ ସ୍ଥାନୀୟ ମଂଚେଶ୍ୱରଠାରେ ଏହାର ଏକ ନୂତନ ବ୍ୟାଙ୍କିଙ୍ଗ୍ ଶାଖାର ଉଦ୍‌ଘାଟନ କରିଛି । ଏହି ଶାଖା ସହ ରାଜ୍ୟରେ ବ୍ୟାଙ୍କର ମୋଟ ଶାଖା ସଂଖ୍ୟା ୧୫ରେ ପହଂଚିଛି । ବ୍ୟାଙ୍କର ସମ୍ପ୍ରସାରଣ ଯୋଜନା ଅଧୀନରେ ଏହା ନିଜର ବର୍ତ୍ତମାନର ଆସେଟ୍ ସେଂଟର୍‌ଗୁଡିକୁ ବ୍ୟାଙ୍କର…

ବଜାରକୁ ଆସିଲା ମାରୁତି ସୁଜୁକିର ସମ୍ପୂର୍ଣ୍ଣ ଶକ୍ତିଶାଳୀ ଏବଂ ଷ୍ଟାଇଲିଷ୍ଟ ଭିଟାରା ବ୍ରିଜା

ଅଟୋ ଏକ୍ସପୋ ୨୦୨୦ରେ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଏହାର ନୂତନ କାର୍ ଭିଟାରା ବ୍ରିଜାର ଉନ୍ମୋଚନ କରାଯିବା ସହିତ ଏହାର ମୂଲ୍ୟ ଘୋଷଣା କରାଯାଇଛି । ଏହାର ନୂତନତମ ଫର୍ମରେ କମ୍ପାକ୍ଟ ଏସ୍‌ୟୁଭି ଭିଟାରା ବ୍ରିଜା ଉନ୍ନତ ସ୍ପୋର୍ଟିନେସ୍‌, ବୋଲ୍ଡର୍ ଲୁକ୍‌, ମଜଭୁତ ଉପସ୍ଥିତି,…