Browsing Category
ପ୍ରଯୁକ୍ତି
ଭାରତୀ ଏୟାରଟେଲ ପକ୍ଷରୁ ୮.୩ ଏମବିପିଏସର ଡାଉନଲୋଡ ସ୍ପିଡ ହାସଲ
କୋଟାକ୍ ଇନଷ୍ଟିଚ୍ୟୁଟ ଇକ୍ୟୁଟିଜର ନୂତନ ରିପୋର୍ଟ ଅନୁଯାୟୀ ବିଭିନ୍ନ ନେଟୱାର୍କର ପ୍ରଦର୍ଶନ ଟେଷ୍ଟରେ ଭାରତୀ ଏୟାରଟେଲ ଆଭରେଜ ସ୍ପିଡ ହାସଲ କରିପାରିଛି । ଭାରତୀ ଏୟାରଟେଲ ତୁଳନାରେ ଆର-ଜିଓ ଏବଂ ଭୋଡାଫୋନ ଆଇଡିଆ ଖୁବ କମ । ଟ୍ରାଇ ପକ୍ଷରୁ ୬୯ଟି ସହରରେ ୧୫୦ମିଲିୟନ ଲୋକମାନଙ୍କ ମଧ୍ୟରେ…
ଭାରତରେ ଓପୋ ଏଫ୧୧ ପ୍ରୋର ଶୁଭାରମ୍ଭ
ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ ବ୍ରାଣ୍ଡ, ଓପୋ ପକ୍ଷରୁ ଏହାର ଏଫ ସିରିଜ ପୋର୍ଟଫୋଲିଓର ସମ୍ପ୍ରସାରଣଭାବେ ଭାରତରେ ଓପୋ ଏଫ୧୧ ପ୍ରୋର ଶୁଭାରମ୍ଭ କରାଯାଇଛି । ଉକ୍ତ ସ୍ମାର୍ଟଫୋନରେ ବହୁ ଅତ୍ୟାଧୁନିକ କୌଶଳ ସହିତ ନିମ୍ନ ଆଲୋକରେ ଫଟୋଗ୍ରାଫି ପାଇଁ ପୋର୍ଟରେଟ ଫଟୋଗ୍ରାଫି ସୁବିଧା ମଧ୍ୟ ରହିଛି ।…
ଡିଡିଏମ୍ ଆଇଟି କୁଇଜ୍ ୨୦୧୯ର ଭୁବନେଶ୍ୱର ସଂସ୍କରଣ ମାର୍ଚ୍ଚ ୧୭ରେ
ଅଗ୍ରଣୀ ଆଇଟି ସେବା, କନ୍ସଲ୍ଟିଂ ଓ ବ୍ୟବସାୟ ସମାଧାନ ଉଦ୍ୟୋଗ ମାଇଣ୍ଡ ଫାୟାର ସଲ୍ୟୁସନ୍ ପକ୍ଷରୁ ଏହାର ଡିଡିଏମ୍ ଆଇଟି କୁଇଜ୍ ୨୦୧୯ର ଭୁବନେଶ୍ୱର ସଂସ୍କରଣ ମାର୍ଚ୍ଚ ୧୭, ରବିବାର ଦିନ ଭୁବନେଶ୍ୱରସ୍ଥିତ ହୋଟେଲ ପଲ୍ ହାଇଟ୍ସରେ ଅନୁଷ୍ଠିତ ହେବାକୁ ଯାଉଛି । ଟେକ୍ନିକାଲ୍ ଆଣ୍ଟ ମ୍ୟାନେଜଣ୍ଟ…
ଭାରତରେ ସାଓମି ପକ୍ଷରୁ ରେଡମି ନୋଟ ୭ ପ୍ରୋ ଏବଂ ନୋଟ ୭ର ଶୁଭାରମ୍ଭ
ଭାରତର ଅଗ୍ରଣୀ ସ୍ମାର୍ଟଫୋନ ବ୍ରାଣ୍ଡ ସାଓମି ପକ୍ଷରୁ ଏହାର ବହୁ ସଫଳିତ ରେଡମି ଲାଇନ ଅପରେ ନୂତନ ରେଡମି ନୋଟ ୭ ପ୍ରୋ ଏବଂ ରେଡମି ନୋଟ ୭ର ଶୁଭାରମ୍ଭ କରାଯାଇଛି । ରେଡମି ନୋଟ ୭ ପ୍ରୋ ୪୮ ଏମପି ବିଶିଷ୍ଟ ହୋଇଥିବାବେଳେ ଏହା ନେବୁଲା ରେଡ ଏବଂ ନେପଚୁନ ବ୍ଲୁ ରଙ୍ଗ ଭାରିଆଣ୍ଟର ଗ୍ରାଡିଏଣ୍ଟ…
ଓଡ଼ିଶାରେ ଡିସେମ୍ବର ତ୍ରୈମାସିକ ଏଜିଆରରେ ଜିଓର ୫୦% ରୁ ଅଧିକ ବଜାରଅଂଶ ହାସଲ: ଟ୍ରାଇ ରିପୋର୍ଟ
ଓଡ଼ିଶାରେ ଟେଲିକମ କ୍ଷେତ୍ରରେ ଅଗ୍ରଣୀ ଧାରା ବଜାୟ ରଖି ରିଲାଏନ୍ସ ଜିଓ ଡିସେମ୍ବର ୩୧ରେ ଶେଷ ହୋଇଥିବା ତ୍ରୈମାସିକରେ ଆଡ଼ଜଷ୍ଟେଡ଼ ଗ୍ରସ ରେଭିନ୍ୟୁ (ଏଜିଆର)ରେ ୫୦% ରୁ ଅଧିକ ବଜାରଅଂଶ ହାସଲ କରିଥିବା ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷଙ୍କ ଦ୍ୱାରା ନିକଟରେ ପ୍ରକାଶିତ ଆର୍ଥିକ…
ଆସସ୍ ପକ୍ଷରୁ ବିଶ୍ୱର ସବୁଠାରୁ ଛୋଟ ନୋଟବୁକର ଶୁଭାରମ୍ଭ
ଆସସ୍ ପକ୍ଷରୁ ଏହାର କମ୍ପ୍ୟାକ୍ଟ ଜେନବୁକ ସିରିଜର ଏହି ତିନୋଟି ନୂଆ ଅତ୍ୟାଧୁନିକ ଲାପଟପ୍, ଜେନବୁକ ୧୫(ୟୁଏକ୍ସ୫୩୩), ଜେନବୁକ ୧୪(ୟୁଏକ୍ସ୪୩୩) ଏବଂ ଜେନବୁକ ୧୩(ୟୁଏକ୍ସ୩୩୩)ର ଶୁଭାରମ୍ଭ କରାଯାଇଛି । ଯାହାକି ୧୩ ଇଞ୍ଚ୍, ୧୪ ଇଞ୍ଚ୍ ଏବଂ ୧୫ ଇଞ୍ଚ୍ ବିଶିଷ୍ଟ ହେବା ସହିତ ନିଜର ପତଳା, ହାଲୁକା…
ଭାରତରେ ନୋକିଆ ୮.୧ର ଶୁଭାରମ୍ଭ
ନୋକିଆ ଫୋନର ଘର ଏଚଏମଡି ଗ୍ଲୋବାଲ ପକ୍ଷରୁ ନୂତନ କନଫିଗ୍ୟୁରେସନ ସହିତ ନୂତନ ଭାରିଆଣ୍ଟର ନୋକିଆ ୮.୧ର ଶୁଭାରମ୍ଭ କରାଯାଇଛି ଯାହା ମଧ୍ୟରେ ୬ଜିବି ରାମ ଏବଂ ୧୨୮ ଜିବି ରୋମ ରହିଛି । ଏହି ଫ୍ଲାଗସିପ ବାସ୍ତବ ଡିସପ୍ଲେ ସହିତ ଅତ୍ୟନ୍ତ ଶକ୍ତିଶାଳୀ ଅବତାରରେ ଅତିରିକ୍ତ ପ୍ରଦର୍ଶନ ଏବଂ ଷ୍ଟୋରେଜ…
ଓପୋ ପକ୍ଷରୁ ଗ୍ରେଟର ନୋଏଡାରେ ବୈଦ୍ୟୁତିକ ନିର୍ମାଣ କ୍ଲଷ୍ଟରରେ ନିବେଶ
ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ ବ୍ରାଣ୍ଡ, ଓପୋ ପକ୍ଷରୁ ଗ୍ରେଟର ନୋଏଡାରେ ଗ୍ରିନଫିଲ୍ଡ ଇଲେକଟ୍ରୋନିକ ମାନ୍ୟୁଫ୍ୟାକଚରିଂ କ୍ଲଷ୍ଟର (ଇଏମସି)ର ସ୍ଥାପନା କରାଯାଇଛି । ଏହି କାର୍ଯ୍ୟକ୍ରମ ଟେଗନା ଇଲେକଟ୍ରୋନିକ ପ୍ରାଇଭେଟ ଲିଃ. (ଟିଇଜିଏନଏ) , ଏକ ତାଇୱାନ ଇଲେକଟ୍ରିକାଲ ଏବଂ ଇଲୋକଟ୍ରୋନିକ…
ଜିଓଫୋନ୍ ବ୍ୟବହାରକାରୀଙ୍କ ପାଇଁ ଶୁଭାରମ୍ଭ ହେଲା ଜିଓରେଲ୍ ଆପ୍
ଏକ ଡିଜିଟାଲ୍ ସଶକ୍ତ ଭାରତ ଗଠନ କରିବା ପ୍ରତି ନିରନ୍ତର ଉଦ୍ୟମ ଜାରି ରଖି, ଜିଓ ପୁଣି ଥରେ ଗ୍ରାହକଙ୍କ ପାଇଁ ସୁବିଧା ଆଣିଦେଇଛି । ପ୍ରଥମ ଥର ପାଇଁ, ସମ୍ପୂର୍ଣ୍ଣ ନୂଆ ଜିଓରେଲ୍ ଆପ୍ ଜରିଆରେ ବ୍ୟବହାରକାରୀମାନେ ଯେକୌଣସି ଜିଓଫୋନ୍ରୁ ଆଇଆରସିଟିସିର ଟିକଟ ସଂରକ୍ଷଣ ସେବା ହାସଲ କରିପାରିବେ ।…
ଚଳିତ ବର୍ଷ ହେବ ଟେଲିକମ୍ ପାଇଁ ସୁଧାର ବର୍ଷ: ସୁନୀଲ ମିତଲ
ଭାରତୀୟ ଟେଲିକମ୍ ଶିଳ୍ପରେ ଯେଉଁ ଅସ୍ଥିରତା ଲାଗି ରହିଛି ତାହା ଦୂର ହୋଇଯିବ । ସବୁ ପ୍ରକାର ସମସ୍ୟା ବନ୍ଦ ହେବ । ଚଳିତ ବର୍ଷଟି ଭାରତୀୟ ଟେଲିକମ୍ ଶିଳ୍ପ ପାଇଁ ସୁଧାର ବର୍ଷ ହେବ ବୋଲି ଭାରତୀ ଗ୍ରୁପର ମୁଖ୍ୟ ସୁନିଲ ଭାରତୀ ମିତଲ କହିଛନ୍ତି । ଡାଭୋସ୍ ଠାରେ ଚାଲିଥିବା ବିଶ୍ୱ ଅର୍ଥନୈତିକ…