Browsing Category
ପ୍ରଯୁକ୍ତି
ଅନଲାଇନ ଠକେଇରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ଉପାୟ
ଡ଼ିଜିଟାଲ ପେମେଣ୍ଟ ବ୍ୟବସ୍ଥା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଟଙ୍କା ନେଣଦେଣ, ସମସ୍ତ ବିଲ୍ ପୈଠ, ମୋବାଇଲ/ଡ଼ିଟିଏଚ୍ ରିଚାର୍ଜ ଇତ୍ୟାଦି ପାଇଁ ନଗଦ ଟଙ୍କା ଉପରେ ନିର୍ଭର କରିବା ଇତ୍ୟାଦି କମି କମି ଯାଉଛି । ଏହା ଯେତିକି ମାତ୍ରାରେ ମଣିଷ ଜୀବନକୁ ସହଜ କରିଦେଇଛି ସେତିକି ମାତ୍ରାରେ…
ବଜାରକୁ ଆସିଲା ସାମସଙ୍ଗ ପକ୍ଷରୁ ଗ୍ୟାଲାକ୍ସି ୱାଚ୍୨ର ୪ଜି ସଂସ୍କରଣ
ଦେଶର ପ୍ରମୁଖ ବିଶ୍ୱସନୀୟ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ଓ ମୋବାଇଲ ଫୋନ୍ ବ୍ରାଣ୍ଡ ସାମସଙ୍ଗ ଇଣ୍ଡିଆ ପକ୍ଷରୁ ଆଜି କମ୍ପାନୀର ୪ଜି ସ୍ମାର୍ଟୱାଚ୍ ବର୍ଗକୁ ସମ୍ପ୍ରସାରଣ କରି ଗ୍ୟାଲାକ୍ସି ୱାଚ୍ ଆକ୍ଟିଭ୍୨ ୪ଜିର ଉନ୍ମୋଚନ କରାଯାଇଛି । ଗ୍ୟାଲାକ୍ସି ୱାଚ୍ ଆକ୍ଟିଭ୍୨ ୪ଜିର ଶୁଭାରମ୍ଭ ସହ ବର୍ତମାନ…
ସାମସଙ୍ଗ ପକ୍ଷରୁ ଏହାର ନୂତନ ରେଫ୍ରିଜରେଟରର ଶୁଭାରମ୍ଭ
ଭୁବନେଶ୍ୱର : ସାମସଙ୍ଗ ଭାରତର ସର୍ବବୃହତ୍ତ ଓ ସବୁଠାରୁ ବିଶ୍ୱସନୀୟ ଗ୍ରାହକ ଇଲେକଟ୍ରୋନିକ୍ସ ବ୍ରାଣ୍ଡ ପକ୍ଷରୁ ଆଜି ୨୦୨୦ ଷ୍ଟାର ରେଟିଂ ଭିତ୍ତିରେ ଭାରତର ପ୍ରଥମ ଫାଇଭ ଷ୍ଟାର ଡାଇରେକ୍ଟ କୁଲ୍ ସିଙ୍ଗିଲ୍ ଡୋର ରେଫ୍ରିଜରେଟରର ଲାଇନ ଅପର ଶୁଭାରମ୍ଭ କରାଯାଇଛି । ଏହି ନୂତନ ରେଫ୍ରିଜରେଟର…
ଗୋଟିଏ ବର୍ଷର ରିପ୍ଲେସମେଣ୍ଟ ଗ୍ୟାରେଣ୍ଟି ସହ ଭାରତରେ ନୋକିଆ ୨.୩ର ଶୁଭାରମ୍ଭ
ନୋକିଆ ଫୋନ ପକ୍ଷରୁ ଭାରତର ଗ୍ରାହକମାନଙ୍କ ପାଇଁ ନୋକିଆ ୨.୩ ସ୍ମାର୍ଟଫୋନର ଶୁଭାରମ୍ଭ କରାଯାଇଛି । ଆସନ୍ତା ବର୍ଷ ୩୧ ମାର୍ଚ୍ଚ ପୂର୍ବରୁ ଏହି ସ୍ମାର୍ଟଫୋନକୁ କଣିଥିବା ଗ୍ରାହକମାନେ ଏଥିରେ ଏକ ବର୍ଷର ରିପ୍ଲେସମେଣ୍ଟ ପାଇପାରିବେ । ସ୍ମାର୍ଟଫୋନ ସେଗମେଣ୍ଟରେ ଏପରି ଅଫର ଉଦ୍ୟୋଗରେ ପ୍ରଥମ…
ମାଇକ୍ରୋସଫ୍ଟ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରେ କ୍ଲାଉଡ୍ ଫର୍ ଡିଜିଟାଲ ଗଭର୍ଣ୍ଣାନ୍ସ ଟୁର୍ ଆୟୋଜିତ
ଦେଶକୁ ଏହାର ଡିଜିଟାଲ ଇଣ୍ଡିଆ ଲକ୍ଷ୍ୟରେ ସହଯୋଗ କରିବା ପ୍ରତିଶ୍ରୁତିର ଅଂଶ ସ୍ୱରୁପ ମାଇକ୍ରୋସଫ୍ଟ ଇଣ୍ଡିଆ ପକ୍ଷରୁ ଆଜି ଭୁବନେଶ୍ୱରରେ କ୍ଲାଉଡ୍ ଫର୍ ଡିଜିଟାଲ ଗଭର୍ଣ୍ଣାନ୍ସ ଟୁର୍ ଆୟୋଜିତ ହୋଇଯାଇଛି । ଏହି ଦିନିକିଆ ସମ୍ମଳିନୀ କ୍ଲାଉଡ୍ ଫର୍ ଡିଜିଟାଲ ଗଭର୍ଣ୍ଣାନ୍ସ ଜାତୀୟ କାର୍ଯ୍ୟକ୍ରମର…
ଏୟାରଟେଲ୍ ‘ୱାଇ-ଫାଇ କଲିଙ୍ଗ’ ସେବାର ଶୁଭାରମ୍ଭ
ଭାରତର ଅଗ୍ରଣୀ ଟେଲିକମ୍ୟୁନିକେସନ କମ୍ପାନୀ ଭାରତୀ ଏୟାରଟେଲ୍ ପକ୍ଷରୁ ‘ଏୟାରଟେଲ୍ ୱାଇ-ଫାଇ କଲିଙ୍ଗ’ ସେବାର ଶୁଭାରମ୍ଭ କରାଯାଇଛି । ଏହି ସେବାକୁ ଏୟାରଟେଲ୍ର ଗ୍ରାହକମାନଙ୍କ ପାଇଁ ବିଶେଷ ଭାବେ ସେମାନେ ଘର ଭିତରେ ଥିବା ସମୟରେ ଭଏସ କଲିଙ୍ଗ ଅନୁଭୂତିକୁ ଆହୁରି ଉନ୍ନତ କରିବା ପାଇଁ…
କ୍ୟାନନ୍ ଇଣ୍ଡିଆ ପକ୍ଷରୁ ନୂତନ ମିରରଲେସ କ୍ୟାମେରା ଇଓଏସ୍ ଏମ୍୨୦୦ ଏବେ ବଜାରରେ
କ୍ୟାନନ୍ ଇଣ୍ଡିଆ ପକ୍ଷରୁ ଏହାର ନୂତନ ମିରରଲେସ ଇଣ୍ଟରଚାର୍ଜେବୁଲ୍ ଲେନ୍ସ କ୍ୟାମେରା ଇଓଏସ୍ ଏମ୍୨୦୦ର ସିପିଙ୍ଗ୍ ଆରମ୍ଭ କରିଛି । ଏହା ବର୍ତ୍ତମାନ ଦେଶବ୍ୟାପୀ ସମସ୍ତ ଷ୍ଟୋରଗୁଡିକରେ ୪୩,୯୯୫ ଟଙ୍କା (ସମସ୍ତ ଟିକସ ସହ)ର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ହେଉଛି । ଏହି ନୂଆ ଇଓଏସ୍ ଏମ୍୨୦୦…
୧୦ ବର୍ଷ ପୁର୍ତ୍ତି ଅବସରରେ ସାମସଙ୍ଗ ଗ୍ୟାଲାକ୍ସି ନୋଟ୍୧୦ ଓ ଏସ୍୧୦ ଉପରେ ଅଫର
ଭାରତର ପ୍ରମୁଖ ଉପଭୋକ୍ତା ଇଲେକ୍ଟ୍ରୋନିକ୍ ଓ ମୋବାଇଲ ବ୍ରାଣ୍ଡ ସାମସଙ୍ଗ ପକ୍ଷରୁ ଗ୍ୟାଲାକ୍ସି ରେଞ୍ଜର ସ୍ମାର୍ଟଫୋନର ୧୦ ବର୍ଷ ପୂର୍ତ୍ତି ଅବସରରେ ଏହାର କଟିଙ୍ଗ୍-ଏଜ୍ ସ୍ମାର୍ଟ ଫୋନ୍ ଗୁଡିକ ଉପରେ ଆକର୍ଷଣୀୟ ଅଫର୍ ଘୋଷଣା କରାଯାଇଛି । ଆଜି ସାମସଙ୍ଗ ପକ୍ଷରୁ ଏହାର ଲୋକପ୍ରିୟ ଗ୍ୟାଲାକ୍ସି…
ଭାରତରେ ରିଅଲମି ଏକ୍ସ୨ ପ୍ରୋର ଶୁଭାରମ୍ଭ
ଭୁବନେଶ୍ୱର : ଏକ ବିରାଟ ଲମ୍ଫ କ୍ରମରେ ଭାରତର ଏକ ନମ୍ବର ଗୁଣବତ୍ତା ବିଶିଷ୍ଟ ଓ ଦୃତ ଅଭିବୃଦ୍ଧି କରୁଥିବା ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ରିଅଲମି ଏହାର ବହୁ ପ୍ରତିକ୍ଷିତ ଫ୍ଲାଗ୍୍ସିପ୍୍ ସ୍ମାର୍ଟଫୋନ୍୍ ରିଅଲ୍ମି ଏକ୍ସ ୨ ପ୍ରୋକୁ ଆଜି ଭାରତରେ ଲଂଚ୍୍ କରିଛି । ଉଦୀୟମାନ ତରୁଣ ବ୍ରାଣ୍ଡ୍୍ର ଏହା…
ସୋନୀ ପକ୍ଷରୁ ଏହାର ଦୁଇଟି ନୂଆ ଉତ୍ପାଦର ଶୁଭାରମ୍ଭ
ଭୁବନେଶ୍ୱର : ସୋନୀ ପକ୍ଷରୁ ଆଜି ଏହାର ଦୁଇଟି ମିରର ଲେସ କ୍ୟାମେରା ଅଲଫା ୬୬୦୦ ଏବଂ ଅଲଫା ୬୧୦୦ର ଶୁଭାରମ୍ଭ କରାଯାଇଛି । ଏହି ନୂତନ ଅଲଫା ୬୬୦୦ ସବୁଠାରୁ ଅଧିକ ଚାହୁଁଥିବା ଫଟୋଗ୍ରାଫର ଏବଂ ଭିଡିଓ ନିର୍ମାତାଙ୍କ ଆବଶ୍ୟକତାକୁ ନିଜର ବହୁମୁଖୀତା ସହ ପୂରଣ କରିବା ପାଇଁ ପ୍ରସ୍ତୁତ କରାଯାଇଛି,…