Browsing Category

ପ୍ରଯୁକ୍ତି

ଗୁଗଲ୍ ସହାୟତାରେ ଟ୍ୟାଲେଂଟ୍ ସ୍ପ୍ରିଂଟ୍ ପକ୍ଷରୁ ଓମେନ୍ ଇଞ୍ଜିନିୟର୍ସ ପ୍ରୋଗ୍ରାମ

ଭୁବନେଶ୍ୱର: ଏକ ଅଗ୍ରଣୀ ଏଡ୍‌ଟେକ୍ ପ୍ଲାଟ୍‌ଫର୍ମ ଓ ଏନ୍‌ଏସ୍‌ଇ ଗ୍ରୁପ୍ କମ୍ପାନୀ, ଟ୍ୟାଲେଂଟ୍ ସ୍ପ୍ରିଂଟ୍ ପକ୍ଷରୁ ଗୁଗଲ୍‌ର ସହାୟତା ସହିତ ଓମେନ୍ ଇଞ୍ଜିନିୟର୍ସ ପ୍ରୋଗ୍ରାମ (ଡବ୍ଲ୍ୟୁଇ)ର ୩ୟ କୋହର୍ଟର ଶୁଭାରମ୍ଭର ଘୋଷଣା କରାଯାଇଛି । ଟ୍ୟାଲେଂଟ୍ ସ୍ପ୍ରିଂଟ୍ ଡବ୍ଲ୍ୟୁଇକୁ ବୈଷୟିକ ଶିଳ୍ପ…

ସ୍ମାର୍ଟଫୋନ୍ କ୍ରୟବେଳେ ୫ଜିକୁ ଅଧିକ ଗୁରୁତ୍ୱ ଦେଇଛନ୍ତି ଉପଭୋକ୍ତା : ଓପୋ ସର୍ଭେ

ଭୁବନେଶ୍ୱର: ଅଗ୍ରଣୀ ଗ୍ଲୋବାଲ ସ୍ମାର୍ଟ ଡିଭାଇସ୍ ବ୍ରାଣ୍ଡ ଓପୋ ପକ୍ଷରୁ ନିକଟରେ ଓପୋ ରେନୋ୫ ପ୍ରୋ ପଛରେ ରହିଥିବା ଗ୍ରାହକଙ୍କ ଅଭିଜ୍ଞତା ଓ ପ୍ରେରଣାକୁ ବୁଝିବା ପାଇଁ ଭାରତବ୍ୟାପୀ ଏକ ସର୍ଭେ କରାଯାଇଛି । ୧୮୦୦ରୁ ଅଧିକ ଉତରଦାତାଙ୍କ ପ୍ରତିକ୍ରିୟାଗୁଡିକ ଉପରେ ଆଧାରିତ ଏହି ଫଳାଫଳ ପ୍ରକାଶ…

ସୋସିଆଲ ମିଡିଆ ପ୍ରୋମସନ କରି କୋଟି କୋଟି ରୋଜଗାର କରନ୍ତି ସେଲିବ୍ରିଟି, ବର୍ତ୍ତମାନ ଏପ୍ରିଲ ୧୫ ରୁ ନିୟମରେ ହେବାକୁ…

ସୋସିଆଲ ମିଡିଆ ଏକ ବଡ ବଜାରରେ ପରିଣତ ହୋଇଛି | ବଲିଉଡ ତାରକା, କ୍ରିକେଟର କିମ୍ବା ଅନ୍ୟ ଇନଫ୍ଲୁଏନ୍ସର ହୁଅନ୍ତୁ, ସେମାନେ ସୋସିଆଲ ମିଡିଆରେ ବ୍ରାଣ୍ଡକୁ ପ୍ରଚାର କରୁଥିବା ଦେଖାଯାଏ ଏବଂ ବେଳେବେଳେ ସେମାନେ ଏହା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି | ଇନଷ୍ଟାଗ୍ରାମ ହେଉ, ୟୁଟ୍ୟୁବ୍…

ଏବେ ଟୁଇଟରରୁ ମଧ୍ୟ କମାଇପାରିବେ ଟଙ୍କା, କମ୍ପାନୀ ପକ୍ଷରୁ ଲଂଚ ହେଲା ନୂଆ ଫିଚର

ଯଦି ଆପଣ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ବ୍ୟବହାର କରନ୍ତି ଏବଂ ଆପଣଙ୍କର ପର୍ଯ୍ୟାପ୍ତ ଫଲୋଅର ଥାନ୍ତି, ତେବେ ଆପଣ ବର୍ତ୍ତମାନ ଟଙ୍କା ମଧ୍ୟ ରୋଜଗାର କରିପାରିବେ | ଆପଣଙ୍କୁ ବିଶ୍ବାସ ନହେଉଥିଲେ ମଧ୍ୟ ଏହା ସତ। ଟ୍ୱିଟର ଘୋଷଣା କରିଛି ଯେ ଏହାର ଉପଭୋକ୍ତାମାନେ ସେମାନଙ୍କ ଅନୁସରଣକାରୀଙ୍କଠାରୁ…

ଟେଲିଗ୍ରାମରେ ଆସିଲା ନୂତନ ଫିଚର, ଏବେ ପାଇପାରିବେ ଏହିସବୁ ସୁବିଧା

ଇନଷ୍ଟାଣ୍ଟ ମେସେଜିଂ ଆପ୍ ଟେଲିଗ୍ରାମ ଆଣିଲା ନୂଆ ଫିଚର । ଅଟୋ-ଡିଲିଟ, ହୋମ୍ ସ୍କ୍ରିନ୍ ଓ୍ବିଜେଟ୍, ଅନଲିମିଟେଡ୍ ଗ୍ରୁପ୍ ସହ ଅନେକ ଫିଚରର ଘୋଷଣା କରିଛି ଟେଲିଗ୍ରାମ୍ । ଗତ କିଛି ସପ୍ତାହ ମଧ୍ୟରେ ଟେଲିଗ୍ରାମର ୟୁଜର୍ସ ସଂଖ୍ୟା ବୃଦ୍ଧି ପାଇଛି । ହ୍ବାଟସ ଆପ୍ ର କିଛି ଫିଚରକୁ ଟେଲିଗ୍ରାମ…

ସୋସିଆଲ ମିଡିଆରେ ଅଶ୍ଲୀଳ କଂଟେଟକୁ ରୋକିବା ପାଇଁ ଜାରି ହେଲା ନୂଆ ନିର୍ଦେଶାବଳୀ : ଓଟିଟି ପାଇଁ ମଧ୍ୟ ଲାଗୁ

କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ପ୍ରକାଶ ଜାଭଡେକର ଗୁରୁବାର ସୋସିଆଲ ମିଡିଆ ତଥା ଓଟିଟି ପ୍ଲାଟଫର୍ମ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହା ସହିତ, ମିଥ୍ୟା ଖବର ଏବଂ ଅଶ୍ଳୀଳ ବିଷୟବସ୍ତୁ ସୋସିଆଲ ମିଡିଆରେ ଆଉ ସ୍ବାଧୀନ ହେବ ନାହିଁ | ଅଭଦ୍ର କଂଟେଟକୁ ରୋକିବା ପାଇଁ ଦେଶରେ…

୨୦୨୦ ଡିସେମ୍ବରରେ ଓଡ଼ିଶାରେ ନୂତନ ଗ୍ରାହକ ଯୋଗକରିବାରେ ଜିଓ ଶୀର୍ଷରେ: ଟ୍ରାଇ ତଥ୍ୟ

ଭୁବନେଶ୍ୱର,: ଓଡ଼ିଶାରେ ସବୁଠାରୁ ପସନ୍ଦଯୋଗ୍ୟ ଡିଜିଟାଲ ସେବା ଯୋଗାଣକାରୀ ଭାବରେ ନିଜର ନେତୃତ୍ୱ ସ୍ଥିତିକୁ ପୁନଃ ସୁଦୃଢ କରି ରିଲାଏନ୍ସ ଜିଓ ପୁନଶ୍ଚ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଗ କରିଛି । ଡିସେମ୍ବର ମାସରେ ଜିଓ ଓଡିଶାରେ ପାଖାପାଖି ୨ଲକ୍ଷ ଗ୍ରାହକ ଯୋଗକରିଥିବା ଭାରତର ଦୂରସଂଚାର…

ଭାରତରେ ୫ଜି ସେବା ପାଇଁ ଏୟାରଟେଲ ଏବଂ କ୍ୱାଲକମ ମଧ୍ୟରେ ସହବନ୍ଧିତା ଘୋଷଣା

ଭୁବନେଶ୍ୱର: ଭାରତରେ ୫ଜି ସେବାକୁ ଦୃଢ଼ୀଭୂତ କରିବା ପାଇଁ ଏୟାରଟେଲ ଏବଂ କ୍ୱାଲକମ ଟେକ୍ନୋଲୋଜି ମଧ୍ୟରେ ସହବନ୍ଧିତାର ଘୋଷଣା କରାଯାଇଛି । ନୀକଟରେ ହାଇଦ୍ରାବାଦ ସହରରେ ଏକ ଲାଇଭ ବାଣିଜ୍ୟିକ ନେଟୱର୍କ ଉପରେ ୫ଜି ର ସଫଳ ପରୀକ୍ଷଣ କରିବାରେ ଏୟାରଟେଲ ଭାରତର ପ୍ରଥମ ଟେଲିକମ ସଂସ୍ଥା ହୋଇଛି ।…

୩୦୦ ଏମବିପିଏସ୍ ସ୍ପିଡରେ ଇଂଟରନେଟ୍ ଯୋଗାଇବ ଷ୍ଟାରଲିଙ୍କ: ଏଲନ ମସ୍କଙ୍କ ଘୋଷଣା

ଟେସଲା ଏବଂ ସ୍ପେସ୍ ଏକ୍ସ ସିଇଓ ଏଲୋନ୍ ମସ୍କ କହିଛନ୍ତି ଯେ ବିଶ୍ବର ଦୂରବର୍ତ୍ତୀ ଅଞ୍ଚଳରେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଶସ୍ତା ୱେବ୍ ଯୋଗାଇବାକୁ ଲକ୍ଷ୍ୟ ରଖିଥିବା ଏହାର ସ୍ପେସ୍ ଆଧାରିତ ଷ୍ଟାରଲିଙ୍କ ସେବାର ଇଣ୍ଟରନେଟ୍ ସ୍ପିଡ୍ ଚଳିତ ବର୍ଷ ଦ୍ୱିଗୁଣିତ ହୋଇ ୩୦୦ ଏମବିପିଏସ ହେବ। ଏବେ…

୧ ଏପ୍ରିଲରୁ ମହଙ୍ଗା ହେବ ଟେଲିକମ ସେବା, ଜାଣନ୍ତୁ ସଂପୂର୍ଣ୍ଣ ଖବର

ଟେଲିକମ୍ କମ୍ପାନୀ ଆଗାମୀ ମାସରେ ଟାରିଫ୍ ପ୍ଲାନରେ ବୃଦ୍ଧି କରିପାରନ୍ତି। ଯେଉଁ କାରଣରୁ ଗ୍ରାହକଙ୍କୁ ମୋବାଇଲରେ କଥା ହେବା ଓ ଇଣ୍ଟରନେଟ୍ ବ୍ୟବହାର କରିବା ମହଙ୍ଗା ପଡିବ। ଟେଲିକମ୍ କମ୍ପାନୀ ୧ ଅପ୍ରେଲରୁ ଦର ବୃଦ୍ଧି କରିବାର ପ୍ରସ୍ତୁତିରେ ରହିଛି। ଇନଭେଷ୍ଟମେଣ୍ଟ ଇନଫରମେସନ୍ ଆଣ୍ଡ…