Browsing Category

ପ୍ରଯୁକ୍ତି

ମଙ୍ଗଳ ଗ୍ରହରେ ଅବତରଣ କଲା ଚୀନ୍‌ର ପ୍ରଥମ ରୋଭର ଜୁରୋଙ୍ଗ, ଏହା ପୂର୍ବରୁ ୨୦୧୪ରୁ ମଙ୍ଗଳ ଗ୍ରହର ସୂଚନା ପଠାଉଛି ଭାରତ

ଚାଇନାର ଜୁରୋଙ୍ଗ ରୋଭର ସାତ ମାସର ମହାକାଶ ଯାତ୍ରା, ତିନିମାସ ପର୍ଯ୍ୟନ୍ତ ଅରବିଟ ପରିକ୍ରମା ଏବଂ ଶେଷ କଠିନ ସାତ ମିନିଟ ଅତିକ୍ରମ କଲା ପରେ ଶନିବାର ସକାଳେ ମଙ୍ଗଳ ଗ୍ରହରେ ସଫଳତାର ସହ ଅବତରଣ କରିଛି | ଶନିବାର ସକାଳେ ଚାଇନାର ଜାତୀୟ ମହାକାଶ ପ୍ରଶାସନ (CNSA) ଏହା ନିଶ୍ଚିତ କରିଛି। CNSA…

ଟେଲିକମ୍ ଟାୱାର ଠକଙ୍କ ପ୍ରଲୋଭନରେ ନ ପଡ଼ିବା ଲାଗି ବିଭାଗ ପକ୍ଷରୁ ପରାମର୍ଶ

ଭୁବନେଶ୍ୱର: ବିଗତ କିଛି ବର୍ଷରେ, ଦେଶରେ ଟେଲିକମ୍ ନେଟ୍‌ୱର୍କ ଦ୍ରୁତ ଗତିରେ ସମ୍ପ୍ରସାରିତ ହୋଇଛି । ବର୍ତମାନ ଦେଶରେ ୬.୪୭ ଲକ୍ଷରୁ ଅଧିକ ମୋବାଇଲ୍ ଟାୱାର ରହିଛି, ଯେଉଁଥିରୁ ୫୧,୦୦୦ ଟାୱାର ଗତବର୍ଷ ସ୍ଥାପିତ ହୋଇଛି । ସାରା ଦେଶରେ ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରିବାରେ…

ଗୁଗଲରେ ଭୁଲରେ ବି କରନ୍ତୁନାହିଁ ଏହିସବୁ ସର୍ଚ, ହୋଇପାରେ ଅସୁବିଧା

ଦେଶରେ ଏବେ କରୋନା ଦ୍ୱିତୀୟ ଲହରଚାଲିଛି। ଅନେକ ରାଜ୍ୟରେ କଟକଣା ଜାରି ହେଉଥିବା ବେଳେ ଲୋକେ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ଏଥିରେ ଇଣ୍ଟରନେଟ୍‌ ଉପଯୋଗ ବଢିଥିବା ବେଳେ ସର୍ଚ୍ଚ ଇଞ୍ଜିନ ‘ଗୁଗଲ’ ଲୋକଙ୍କ ଲାଗି ମାର୍ଗଦର୍ଶକ ପାଲଟିଛି। ତେବେ ଘରେ ଖାଲି କଟାଉଥିବା ସମୟରେ ଗୁଗଲରେ ଏପରି…

ଏହି ସ୍ମାର୍ଟଫୋନ ଉପରେ ମିଳୁଛି ୪୦,୦୦୦ଟଙ୍କାର ରିହାତି, ଡୁଆଲ ସ୍କ୍ରିନ ଏବଂ ଆହୁରି ଅନେକ ଫିଚରରେ ବ୍ୟବସ୍ଥିତ

ଗତ ସପ୍ତାହରେ ଏଲଜି(LG) ସ୍ମାର୍ଟଫୋନ୍ ବ୍ୟବସାୟକୁ ଆନୁଷ୍ଠାନିକ ଭାବରେ ବିଦାୟ ଦେଇଛି ଏବଂ ବର୍ତ୍ତମାନ କମ୍ପାନୀ ଏହାର ପ୍ରିମିୟମ୍ ସ୍ମାର୍ଟଫୋନ୍ କୁ ବିପୁଳ ରିହାତିରେ ବିକ୍ରି କରିବା ଆରମ୍ଭ କରିଛି। ଏଲଜି ୱିଙ୍ଗ ସହିତ କମ୍ପାନୀ ବଡ ରିହାତି ଘୋଷଣା କରିଛି। ଏଲଜି ୱିଙ୍ଗ ଉପରେ ୪୦,୦୦୦…

ଏୟାରଟେଲ ଆଇଓଟିର ଶୁଭାରମ୍ଭ

ଭୁବନେଶ୍ୱର: ଏୟାରଟେଲ ପକ୍ଷରୁ ଏକ ଇଂଟିଗ୍ରେଟେଡ ପ୍ଲାଟଫର୍ମ, ଏୟାରଟେଲ ଆଇଓଟିର ଶୁଭାରମ୍ଭ କରାଯାଇଛି, ଯାହାକି ଉଦ୍ୟୋଗୁଡ଼ିକୁ ଇଂଟରନେଟ ଅଫ ଥିଙ୍ଗସ(ଆଇଓଟି)ର ଶକ୍ତି ବ୍ୟବହାର କରିବାକୁ ଏବଂ ସଂଯୁକ୍ତ ଜିନିଷଗୁଡ଼ିକର ଉଦୀୟମାନ ଯୁଗ ପାଇଁ ପ୍ରସ୍‌ୁତ ରହିବାକୁ ସକ୍ଷମ କରିବ । ଏୟାରଟେଲ ବିଜନେସର…

ଆଖି ଯତ୍ନ ପାଇଁ ପୁରୁଣା ଗ୍ୟାଲାକ୍ସି ସ୍ମାର୍ଟଫୋନର ଉପଯୋଗ କରୁଛି ସାମସଙ୍ଗ

ଭୁବନେଶ୍ୱର: ସାମସଙ୍ଗ ଇଲେକ୍ଟ୍ରୋନିକ୍ସ ବିଶ୍ୱରେ ଥିବା ପଛୁଆବର୍ଗର ସମୁଦାୟଗୁଡ଼ିକ ପାଇଁ ଚକ୍ଷୁଜନିତ ସ୍ୱାସ୍ଥ୍ୟ ଯତ୍ନ ଉପଲବ୍ଧ କରାଇବା ଲାଗି ପୁରୁଣା ସ୍ମାର୍ଟଫୋନଗୁଡ଼ିକୁ ପୁନଃ ଉପଯୋଗ କରୁଛି । ବ୍ୟବହାର ଅନୁପଯୋଗୀ ଗ୍ୟାଲାକ୍ସି ସ୍ମାର୍ଟଫୋନ ଗୁଡ଼ିକୁ ଅପସାଇକିଲିଙ୍ଗ କରି ଚକ୍ଷୁ ରୋଗର…

ସତର୍କ ରୁହନ୍ତୁ: ଆପଣଙ୍କ ତଥ୍ୟର ୮୦ ପ୍ରତିଶତ ଥାର୍ଡ ପାର୍ଟିକୁ ବିକ୍ରି କରୁଛନ୍ତି ଫେସବୁକ୍, ଇନଷ୍ଟା ଏବଂ ଲିଙ୍କଡଇନ୍

ଫେସବୁକ୍, ଇନଷ୍ଟାଗ୍ରାମ, ଲିଙ୍କଡଇନ୍ ପରି କମ୍ପାନୀଗୁଡିକ ସେମାନଙ୍କର ଉପଭୋକ୍ତାମାନଙ୍କ ତଥ୍ୟର ୫୦ ରୁ ୮୦ ପ୍ରତିଶତ ଥାର୍ଡ ପାର୍ଟିକୁ ଦେଉଛନ୍ତି। ଏହାର ପ୍ରତିବଦଳରେ, ଏହି କମ୍ପାନୀଗୁଡିକ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଆର୍ଥିକ ଲାଭ କରୁଛନ୍ତି | ଆପଲ୍ ଆପ୍ ଷ୍ଟୋର୍‌ରେ ୧୦୦ ଟି ପ୍ରମୁଖ…

ଫ୍ଲିପକାର୍ଟ ବର୍ତମାନ ଓଡ଼ିଆ ଏବଂ ବେଙ୍ଗଲିରେ ଉପଲବ୍ଧ

ଭୁବନେଶ୍ୱର: ଭାରତର ଇକମର୍ସ ମାର୍କେଟପ୍ଲେସ, ଫ୍ଲିପକାର୍ଟ ପକ୍ଷରୁ ଆଜି ଏହାର ପ୍ଲାଟଫର୍ମରେ ବେଙ୍ଗଲି ଏବଂ ଓଡ଼ିଆ ଭାଷାକୁ ଶୁଭାରମ୍ଭ କରାଯାଇଛି । ଏହା ଭାରତୀୟ ବିବିଧ ଭାଷା ବ୍ୟବହାରକାରୀଙ୍କ ନିମନ୍ତେ ଅନଲାଇନ ଇକମର୍ସକୁ ସୁବିଧାରେ ବ୍ୟବହାରଯୋଗ୍ୟ ଲକ୍ଷ୍ୟକୁ ପୂରଣ କରିପାରିଛି । ଫ୍ଲିପକାର୍ଟ…

ଭାରତରେ ସୋନିର ନୂତନ ଆଲ୍‌ଭା ୧ କ୍ୟାମେରାର ଶୁଭାରମ୍ଭ

ଭୁୁବନେଶ୍ୱର : ସେନ୍ସର ଏବଂ ଡିଜିଟାଲ ଟେକ୍ନୋଲୋଜି କ୍ଷେତ୍ରରେ ଅଗ୍ରଣୀ ସ୍ଥାନ ଅଧିକାର କରିଥିବା ସୋନି ପକ୍ଷରୁ ନୂତନ ଫୁଲ୍ ଫ୍ରେମ ମିରରଲେସ ଆଲଫା ୧ କ୍ୟାମେରା ବଜାରକୁ ଛଡାଯିବା ସମ୍ପର୍କରେ ଘୋଷଣା କରାଯାଇଛି । ଏଥିରେ ରହିଛି ନୂତନ ୫୦.୧ ମେଗା ପିକ୍‌ସେଲ୍ ଫୁଲ୍ ଫ୍ରେମରେ ଥିବା ଏକ୍ସମୋର…

ମାରୁତି ସୁଜୁକି ଡ୍ରାଇଭିଙ୍ଗ୍ ସ୍କୁଲ୍ ମାଧ୍ୟମରେ ସଫଳତାର ସହିତ ୧.୫ ମିଲିୟନ ଲୋକଙ୍କୁ ପ୍ରଶିକ୍ଷଣ ପ୍ରଦାନ

ଭୁବନେଶ୍ୱର: ଭାରତର ଅଗ୍ରଣୀ ସଂଗଠିତ ଡ୍ରାଇଭିଙ୍ଗ୍ ଟ୍ରେନିଙ୍ଗ୍ ସ୍କୁଲ୍‌, ମାରୁତି ସୁଜୁକି ଡ୍ରାଇଭିଙ୍ଗ୍ ସ୍କୁଲ୍ (ଏମ୍‌ଏସ୍‌ଡିଏସ୍‌) ସୁରକ୍ଷିତ ଡ୍ରାଇଭିଙ୍ଗ୍ କ୍ଷେତ୍ରରେ ସଫଳତାର ସହିତ ୧.୫ ମିଲିୟନରୁ ଅଧିକ ଲୋକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଛି । ଏମ୍‌ଏସ୍‌ଡିଏସ୍‌କୁ ଭାରତୀୟ ସଡକକୁ…