Browsing Category
ଜୀବନ ଚର୍ଯ୍ୟା
କଟକରେ ସର୍ବାଧିକ ଯୁବପିଢୀ ହୃଦରୋଗର ଶିକାର ହେଉଛନ୍ତି
ଓଡ଼ିଶାରେ ଯୁବବର୍ଗଠାରେ ହୃଦଘାତ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ରେକର୍ଡ କରାଯାଉଥିବା ବେଳେ, ଏହି ମାମଲାରେ କଟକ ଅନ୍ୟ ସହର ମାନଙ୍କଠୁ ଆଗରେ । ହୃଦରୋଗର ମୋଟ ମାମଲାରୁ ୧୫% ୪୦ ବର୍ଷରୁ କମ୍ ବୟସର ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳିଛି । ଖରାପ କୋଲେଷ୍ଟ୍ରଲର ଉଚ୍ଚ ସ୍ତର ହେଉଛି ଏହାର…
ଆପଣଙ୍କ ମୁଣ୍ଡ କୁଣ୍ଡାଇ ହେଉଛି କି, ତେବେ ସତର୍କ ରୁହନ୍ତୁ ହୋଇପାରନ୍ତି ଏହି ଗମ୍ଭୀର ରୋଗରେ ଆକ୍ରାନ୍ତ
ବଦଳୁଥିବା ଋତୁ ସହ ରୋଗର ଆଶଙ୍କା ମଧ୍ୟ ବଢ଼ି ଯାଇଥାଏ । ଏମିତିରେ ତ୍ୱଚା ଏବଂ କେଶକୁ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ସେଗୁଡ଼ିକ ମଧ୍ୟରୁ ଗୋଟିଏ ସମସ୍ୟା ହେଉଛି ରୂପି, ଯେଉଁଥି ପାଇଁ ଆମ ମୁଣ୍ଡରେ କୁଣ୍ଡାଇ ହୋଇଥାଏ । ଏହା ଆପଣଙ୍କ କେଶରେ ମାଇାକ୍ରୋବିୟଲ ଇନଫେକ୍ସନର କାରଣ…
ଏହିସବୁ କାରଣ ପାଇଁ ଅଣ୍ଡା ଆପଣଙ୍କ କେଶ ପାଇଁ ହୋଇଥାଏ ଲାଭଦାୟକ
ବଢ଼ୁଥିବା ପ୍ରଦୂଷଣ କେବଳ ବାତାବରଣକୁ ନୁହେଁ ବରଂ ଏହା ଆମ ତ୍ୱଚା ଓ କେଶ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ବର୍ତ୍ତମାନ ସମୟରେ ଝଡ଼ୁଥିବା କେଶକୁ ନେଇ ଅନେକ ଚିନ୍ତିତ । ଅନେକ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅଣ୍ଡାର ମାସ୍କ ବ୍ୟବହାର କରୁଥିବାର ଆମେ ଦେଖିଥାଉ । କାରଣ ଅଣ୍ଡା ଆପଣଙ୍କ…
ଚଳିତ ବିବାହ ଋତୁରେ କିଭଳି ଏକ ଚମକିତ ଏବଂ ସୁସ୍ଥ ତ୍ୱଚା ପାଇବେ, ଜାଣନ୍ତୁ କିଛି ସୁନ୍ଦର ଟିପ୍ସ
ଭୁବନେଶ୍ୱର: ବିବାହ ଋତୁର ଆଗମନ ସହ କନ୍ୟା ଏବଂ କନ୍ୟାଙ୍କର ବାନ୍ଧବୀମାନେ ବିବାହର ପ୍ରସ୍ତୁତି ପାଇଁ ତତ୍ପର ହୋଇଗଲେଣି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣଙ୍କର ବିବାହ ଦିନ ସବୁଠାରୁ ସୁନ୍ଦର ତ୍ୱଚା ଏବଂ କେଶ ପାଇବା । ତେବେ ଚଳିତ ବିବାହ ଋତୁରେ କିଭଳି ଏକ ଚମକିତ ଏବଂ ସୁସ୍ଥ…
ଶୀତ ଋତୁରେ ନିଜ ଶିଶୁ ତ୍ୱଚାର ଯତ୍ନ କିପରି ନେବେ, ଜାଣନ୍ତୁ
ଥଣ୍ଡା,ଶୀତୁଆ ଶୁଷ୍କ ହାୱା ଆପଣଙ୍କ ଶିଶୁର କୋମଳ ତ୍ୱଚା ପାଇଁ କଠୋର ହେବା ସହ ଶୁଷ୍କତା,କୁଣ୍ଡେଇ ହେବା ଓ ଦାଗ ଭଳି ଚର୍ମ ସମସ୍ୟାର କାରଣ ହୋଇଥାଏ । ଶିଶୁର ତ୍ୱଚା ପାଇଁ ଆର୍ଦ୍ରତା କାହିଁକି ଜରୁରୀ ,ଅଭିଭାବକଙ୍କୁ ଏସମ୍ପର୍କରେ ସୂଚନା ଦେଇ ହିମାଲୟାନ ଡ୍ରଗ କମ୍ପାନୀ ଆର୍ୟୁବେଦ ବିଶେଷଜ୍ଞ…
କଣ ଆପଣ ମଧ୍ୟ କରନ୍ତି ନନଷ୍ଟିକ ବାସନର ବ୍ୟବହାର ? ତେବେ ଏହାକୁ ନିଶ୍ଚୟ ପଢ଼ନ୍ତୁ
ଆଜିକାଲି ପ୍ରତି ରୋଷେଇ ଘରେ ନନଷ୍ଟିକ ବାସନ ଦେଖିବାକୁ ମିଳିଥାଏ । କିନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ । ଏପରିକି କ୍ୟାନ୍ସର ଭଳି ରୋଗ ମଧ୍ୟ ହୋଇପାରେ । ତେବେ ଆସନ୍ତୁ ଜାଣିବା ଏହି କଥା କେତେ ପର୍ଯ୍ୟନ୍ତ ସତ ।
ନନଷ୍ଟିକ ବାସନର କୋଟିଙ୍ଗରେ…
ଆପଣଙ୍କୁ ହୃଦରୋଗ ଭଳି ବେମାର ଠାରୁ ଦୂରେଇ ରଖିବ ଏହି ପଶୁ
କୁକୁର ପାଳୁଥିବା ଲୋକମାନେ ଏହି କଥାକୁ ଭଲଭାବରେ ଜାଣିଥିବେ ଯେ ତାଙ୍କର କୁକୁର ତାଙ୍କୁ କେତେ ଆଶ୍ୱସ୍ତି ଏବଂ ଶାନ୍ତି ପ୍ରଦାନ କରେ । କିନ୍ତୁ ଏଇ କଥା ସହ ଅନେକ ଅଜଣା ଥିବେ ଯେ ତାଙ୍କର କୁକୁର ତାଙ୍କ ହୃଦୟ ସହ ଯୋଡ଼ିହୋଇଥାଏ । ଆପଣ ନିଶ୍ଚୟ ସଂଶୟରେ ପଡ଼ିଯାଇଥିବେ । ତେବେ ଆସନ୍ତୁ ଆପଣଙ୍କ…
ମାତ୍ରାଧିକ ଅଣ୍ଡା ଖାଇବା ହୋଇପାରେ ଘାତକ
ନୀକଟରେ ଉତ୍ତରପ୍ରଦେଶ ସ୍ଥିତ ଜୋନପୁରରେ ୪୧ଟି ଅଣ୍ଡା ଖାଇବା ଦ୍ୱାରା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ଖବର ପୁରା ଦୁନିଆରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏହି ଘଟଣା ପରଠାରୁ ଦୁନିଆଯାକରେ ହୋଇଥିବା ଅନେକ ଗବେଷଣା ଆଧାରରେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଯେ ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପକ୍ଷେ…
ଏହି ସବୁ ଲକ୍ଷଣ ଦେଇଥାଏ କିଡନୀ ରୋଗର ସଙ୍କେତ, ରୁହନ୍ତୁ ସତର୍କ
ମହିଳା ମାନଙ୍କୁ କିଡନୀ ବେମାରରେ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ, କାରଣ ଗଣନାରୁ ପ୍ରକାଶ ପାଇଛି ଯେ ସବୁଠାରୁ ଅଧିକ ମହିଳାମାନେ ହିଁ ଏହି ରୋଗର ଶିକାର ହୋଇଥାନ୍ତି । ଏହି ରୋଗ ହେବା ପୂର୍ବରୁ ଆମ ଶରୀର ଆମକୁ ତେତେକ ସଙ୍କେତ ଦେବା ଆରମ୍ଭ କରିଦିଏ । ଆମକୁ କେବଳ ଏହି ସଙ୍କେତ ଗୁଡ଼ିକୁ…
କେବେ ଭାବିଛନ୍ତିକି, କାହିଁକି ମେଡ଼ିସିନ୍ କଭର ଉପରେ ଥାଏ ଲାଲ୍ ରଙ୍ଗର ଗାର? କେବେବି ଏହାକୁ ଅଣଦେଖା କରନ୍ତୁ ନାହିଁ
ଅନେକ ଥର ଦେଖାଯାଏ ଲୋକମାନେ ଡ଼ାକ୍ତରଙ୍କ ବିନା ପରାମର୍ଶରେ ମଧ୍ୟ ବିଭିନ୍ନ ପ୍ରକାର ମେଡ଼ିସିନ୍ ଗ୍ରହଣ କରିଥାଆନ୍ତି କିନ୍ତୁ ସେହିସବୁ ମେଡ଼ିସିନ୍ ଖାଇବା ପରେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରିନଥାଏ । ତେଣୁ ସ୍ୱାସ୍ଥ୍ୟ ଭଲ ରହିବା ପାଇଁ କେବଳ ସଠିକ୍ ମେଡ଼ିସିନ୍ ହେବା ଆବଶ୍ୟକ ତାହା…