Browsing Category

ଜୀବନ ଚର୍ଯ୍ୟା

ଶୀତ ଦିନେ ସୁସ୍ଥ ରହିବା ପାଇଁ ଖାଆନ୍ତୁ ଏହି ସମସ୍ତ ଖାଦ୍ୟ

ଶୀତ ଦିନେ ତାପମାତ୍ରା କମ ଥିବାରୁ ଶରୀରରେ ବହୁ ପ୍ରକାରର ପରିବର୍ତ୍ତନ ଦେଖାଯାଇଥାଏ । ଶରୀର ଶୁଷ୍କ ହେବା ସହିତ ଶରୀରର ଶକ୍ତି ମଧ୍ୟ କମ ହୋଇଥାଏ । ବାୟୁମଣ୍ଡଳର ତାପମାତ୍ରା କମ ହୋଇଥିବାରୁ ଶରୀରର ତାପମାତ୍ରା କମ ହେବା ସହିତ ଅସୁସ୍ଥତା ଏବଂ ଅଳସୁଆ ଅନୁଭବ ହୋଇଥାଏ । ଏହା ସହ ଶୀତ ଦିନେ…

ଶୀତଦିନେ ଆପଣଙ୍କ ତ୍ୱଚାର ବିଶେଷ ଧ୍ୟାନ ରଖିଥାଏ ହଳଦିଆ ରଙ୍ଗର ଏହି ଚାରୋଟି ଫଳ

ତ୍ୱଚାର ଯତ୍ନ ପାଇଁ ଆମେ ଅନେକ ପ୍ରକାରର ଘରୋଇ ଉପାୟ ଠାରୁ ଆରମ୍ଭ କରି ବଜାରରେ ମିଳୁଥିବା ଦାମୀ କସ୍ମେଟିକ୍ ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାଉ । କିନ୍ତୁ ଏସବୁ ଆପଣଙ୍କ ତ୍ୱଚାକୁ ପ୍ରାକୃତିକ ଉଜ୍ଜ୍ୱଳତା ଦେଇପାରିନଥାନ୍ତି । ବିଶେଷ କରି ଶୀତ ଦିନରେ ତ୍ୱଚାର ଯତ୍ନ ପାଇଁ ଘରୋଇ ଉପଚାର ଜରୁରୀ…

ପେଟର ଚର୍ବି କମାଇବା ପାଇଁ ପିଅନ୍ତୁ ଏହି ତିନୋଟି ଜୁସ୍

ଆଜିର ଆଧୁନିକ ଯୁଗରେ କିଏ ବା ଫିଟ ଦେଖାଯିବାକୁ ନ ଚାହେଁ । କିନ୍ତୁ ଅନିୟମିତ ଜୀବନଶ÷ଳୀ ଯୋଗୁଁ ଏହା ସମ୍ଭଭ ହୋଇନଥାଏ । ଏହା ମଧ୍ୟରୁ ଗୋଟିଏ ସାଧାରଣ ସମସ୍ୟା ହେଉଛି ପେଟର ମୋଟାପଣ । ପେଟର ଚର୍ବି କମାଇବା ପାଇଁ ଲୋକେ ଅନେକ ପ୍ରକାରର ଉପାୟ ଆପଣାଇଥାନ୍ତି । ଓଜନ କମାଇବା ପାଇଁ ଲୋକେ ବ୍ୟାୟାମ…

୨୦୨୦ର ଫ୍ୟାଶନ୍ ଟ୍ରେଣ୍ଡ ରହିବ ସ୍ୱିକେନ୍ ଶାଢୀ

ପ୍ରତି ବର୍ଷ ପରି ଚଳିତ ଥର ମଧ୍ୟ ନବ ବର୍ଷ କିଛି ନୂଆ ଫ୍ୟାଶନ ଟ୍ରେଣ୍ଡସ୍ ନେଇ ଆସିବ । ସେଲିବ୍ରିଟି, ଫ୍ୟାଶନିଷ୍ଟା, ପାର୍ଟି କିମ୍ବା ପ୍ରତ୍ୟେକ ରେଗୁଲାର ଦିନରେ ସାଧାରଣ ଲୋକେ ମଧ୍ୟ ଏହି ଟ୍ରେଣ୍ଡକୁ ଫଲୋ କରିବେ । ୨୦୨୦ର ଏହି ନୂଆ ଫ୍ୟାଶନ ଟ୍ରେଣ୍ଡ ସବୁ କ’ଣ ରହିବ ଆସନ୍ତୂ ଜଣିବା: ୧. ବଡ…

ଘରେ କାହିଁକି ଲଗାଯାଏ ମନି ପ୍ଲାଣ୍ଟ, କ’ଣ ମିଳିଥାଏ ଲାଭ

ଲୋକକଥା ରହିଛି ଯେ, ଘରେ ମନି ପ୍ଲାଣ୍ଟ ଲଗାଇବା ଦ୍ୱାରା ଧନବୃଦ୍ଧି ହୋଇଥାଏ । ଏହି କାରଣରୁ ଅଧିକାଂଶ ଲୋକ ନିଜ ଘରେ ମନି ପ୍ଲାଣ୍ଟ ଲଗାଇଥାନ୍ତି । ଏହା ମଧ୍ୟ କୁହାଯାଇଥାଏ ଯେ, ଏହି ଗଛ ଘରକୁ ସକାରାତ୍ମକ ଶକ୍ତି ଆଣିଥାଏ । କିନ୍ତୁ ମନି ପ୍ଲାଣ୍ଟକୁ ସଠିକ୍ ଦିଗରେ ନ ଲଗାଇଲେ କିମ୍ବା ତାହାର…

ଏହି ସବୁ ଘରୋଇ ଉପାୟରେ ମିଳିବ ଦାନ୍ତ ଓ ମାଢି ଯନ୍ତ୍ରଣାରୁ ଆରାମ

ଦାନ୍ତ ବିନ୍ଧିବା, ଦାନ୍ତ ପୋକ ଖାଇଯିବା ଭଳି ଦାନ୍ତ ସହ ଜଡିତ ଅନେକ ସମସ୍ୟା ରହିଛି; ଯେଉଁ କାରଣରୁ ମାଢିରେ ମଧ୍ୟ ଯନ୍ତ୍ରଣା ହୋଇଥାଏ । ଦାନ୍ତରେ ଯନ୍ତ୍ରଣା ବୟସ ଦେଖି ହୋଇନଥାଏ । ଏହାର ଚିକିତ୍ସା ମଧ୍ୟ ଜଟିଳ । ଦାନ୍ତ ଓ ମାଢିରେ ଯନ୍ତ୍ରଣା ଭଳି ସମସ୍ୟା ଅନେକ କାରଣରୁ ହୋଇଥାଇପାରେ । ଘରୋଇ…

୫୦ ବର୍ଷ ଅତିକ୍ରାନ୍ତ ହେବା ପରେ ଏପରି ନିଅନ୍ତୁ ନିଜ ଖାଦ୍ୟପେୟର ଧ୍ୟାନ, ବଡ଼ରୁ ବଡ଼ ରୋଗକୁ ମଧ୍ୟ ଦେଇପାରିବେ ମାତ

ବୟସ ବଢ଼ିବା ସହିତ ଆମଠାରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଥାଏ । ଏମିତିରେ ଆମେ ନିଜର ଖାଦ୍ୟାଭ୍ୟାସର ଧ୍ୟାନ ନ ରଖିଲେ ଅନେକ ପ୍ରକାରର ରୋଗକୁ ଆମନ୍ତ୍ରିତ କରିଥାଉ । ୫୦ ବର୍ଷ ଅତିକ୍ରମ କରିବା ପରେ ଧଳା ଚାଉଳ ପରିବର୍ତ୍ତେ ଧୂସର ଚାଉଳ ଖାଇବା ଲାଭଦାୟକ ହୋଇଥାଏ ।…

ଶରୀରର ଉଚ୍ଚତା ବଢାଇବା ପାଇଁ ୫ଟି ଘରୋଇ ଉପାୟ

ଶରୀରର ଉଚ୍ଚତା ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱକୁ ପ୍ରକାଶିତ କରିବା କାର୍ଯ୍ୟ କରିଥାଏ । ଭଲ ଉଚ୍ଚତା ପାଇବା ପାଇଁ ପିଲାଠାରୁ ବୁଢା ସମସ୍ତେ ଉତ୍ସୁକ ଥାନ୍ତି । କାରଣ ଭଲ ଉଚ୍ଚତା ଥିଲେ ଆତ୍ମବିଶ୍ୱାସ ବଢିଥାଏ । ପ୍ରକୃତରେ ମଣିଷର ବିକାଶ ସହ ତାର ଉଚ୍ଚତା ମଧ୍ୟ ବଢିଥାଏ । ସାଧାରଣତଃ ଝିଅମାନଙ୍କର…

ଶୀତ ଦିନେ ବ୍ଲଡ୍ ସୁଗାର ସ୍ତର ନିୟନ୍ତ୍ରିତ ରଖିବ ଏହି ପତ୍ର, ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ

କରି ଲିଭ୍ସ ବା ଭୃସଙ୍ଗ ପତ୍ର ଭାରତୀୟ ଖାଦ୍ୟରେ ବ୍ୟବହୃତ ହେଉଥିବା ଏକ ଲୋକପ୍ରିୟ ମସଲା ଅଟେ । ଖାଦ୍ୟକୁ ସୁସ୍ୱାଦୁ କରିବା ପାଇଁ ସେଥିରେ ଭୃସଙ୍ଗ ପତ୍ର ବ୍ୟବହାର କରାଯାଇଥିଲା । ସ୍ୱାଦ ସହ ଭୃସଙ୍ଗ ପତ୍ର ମଣିଷ ଶରୀର ପାଇଁ ମଧ୍ୟ ବେଶ ଲାଭଦାୟକ ହୋଇଥାଏ । ଆୟୁର୍ବେଦରେ ମଧ୍ୟ ଅନେକ ଔଷଧରେ…

ଶୀତଦିନେ ନିଜ ଶିଶୁ ତ୍ୱଚାର ଯତ୍ନ କିପରି ନେବେ, ଜାଣନ୍ତୁ

ଶୀତ ଦିନର ଥଣ୍ଡା, ଶୁଷ୍କ ପବନ ଆପଣଙ୍କ ଶିଶୁର କୋମଳ ତ୍ୱଚା ପାଇଁ କଠୋର ହେବା ସହ ଶୁଷ୍କତା, କୁଣ୍ଡାଇ ହେବା ଓ ଦାଗ ଭଳି ଚର୍ମ ସମସ୍ୟାର କାରଣ ହୋଇଥାଏ । ଶିଶୁର ତ୍ୱଚା ପାଇଁ ଆଦ୍ରତା କାହିଁକି ଜରୁରୀ, ଅଭିଭାବକଙ୍କୁ ଏସମ୍ପର୍କରେ ସୂଚନା ଦେଇ ହିମାଲୟାନ ଡ୍ରଗ କମ୍ପାନୀ ଆର‌୍ୟୁବେଦ ବିଶେଷଜ୍ଞ…