Browsing Category
କ୍ରୀଡା
ହାର୍ଦ୍ଦିକଙ୍କ ଝଲକ ପାଇବା ପାଇଁ ପଡିଆ ମଝିକୁ ଧସେଇ ପସିଲେ ପ୍ରଶଂସକ, ଭିଡିଓ ଭାଇରାଲ
ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦିକ ପାଣ୍ଡିଆ ବେଶ ଲୋକପ୍ରିୟ ଅଟନ୍ତି । ହାର୍ଦ୍ଦିକ, ଗତ ବର୍ଷ ଲଣ୍ଡନରେ ନିଜର ଲୋୟର ବ୍ୟାକ ସର୍ଜରୀ କରିଥିବାବେଳେ ସେଥିପାଇଁ କ୍ରିକେଟରୁ ସେ ଅନେକ ସମୟ ଧରି ଦୂରେଇ ରହିଥିଲେ । ଏହି ମଧ୍ୟରେ ପାଣ୍ଡିଆ ଡା. ଡିୱାଇ ପାଟିଲ ଟି-୨୦ ଟୁର୍ଣ୍ଣାମେଣ୍ଟରେ…
କରୋନା ଭୟାଭୟ, ଆଇପିଏଲ ଖେଳକୁ ନେଇ କିଛି ଏପରି କହିଲେ ଗାଙ୍ଗୁଲୀ
ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଶୁକ୍ରବାର ଦିନ କହିଛନ୍ତି ଯେ, ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଖେଳାଯିବ ଏବଂ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରାସକୁ ସାମନା କରିବା ପାଇଁ ସମସ୍ତ ଜରୁରୀକାଳୀନ ପଦକ୍ଷେପ ଆପଣାଯିବ । ଏହି ରୋମାଞ୍ଚକ…
ଟି-୨୦ ବିଶ୍ୱକପ ପୂର୍ବରୁ ନିଜ ଦଳକୁ ଫେରିପାରନ୍ତି ଡିଭିଲିୟର୍ସ
ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ପୂର୍ବତ୍ତନ ଅଧିନାୟକ ତଥା ଷ୍ଟାର କ୍ରିକେଟର ଏ.ବି ଡିଭିଲିୟର୍ସ ଟି-୨୦ ଆନ୍ତର୍ଜାତିକ କ୍ରିକେଟ ଦଳକୁ ପୁଣିଥରେ ଫେରି ପାରନ୍ତି । ଡିଭିଲିୟର୍ସ ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାସ ନେଇ ସାରିଥିବାବେଳେ କିନ୍ତୁ ଟି-୨୦ ଆନ୍ତର୍ଜାତିକ କ୍ରିକେଟରେ ଦଳକୁ ପୁଣିଥରେ…
ହେଲିକ୍ୟାପ୍ଟର ସଟ ମାରିବାରେ ଧୋନୀଙ୍କୁ ପଛରେ ପକାଇଲେ ରାସିଦ, ଭିଡିଓ ଭାଇରାଲ
ଆଫଗାନିସ୍ଥାନ କ୍ରିକେଟ ଦଳର ଅଲରାଉଣ୍ଡର ରାସିଦ ଖାନ, ନିକଟରେ ଏକ ଭିଡିଓ ଟ୍ୱିଟ କରିଥିବାବେଳେ ତାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ରାସିଦ ଖାନଙ୍କୁ କୌଣସି ଏକ ଟୁର୍ଣ୍ଣାମେଣ୍ଟରେ ବ୍ୟାଟିଙ୍ଗ କରୁଥିବାର ଦୃଶ୍ୟ କେବଳ ଦେଖିବାକୁ ମିଳୁ ନାହିଁ, ତାହା ସହ ସେ ଭିନ୍ନ…
ନ୍ୟୁଜିଲାଣ୍ଡ ଠାରୁ ପରାଜୟ ପରେ ସାମ୍ବାଦିକଙ୍କ ଉପରେ ନିଜର କ୍ରୋଧ ଜାହିର କଲେ କୋହଲି
ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ଭାରତ ମୂଳପୋଛ ହେବା ପରେ ଅଧିନାୟକ ବିରାଟ କୋହଲି ସାମ୍ବାଦିକ ସମ୍ମୀଳନୀରେ ସାମ୍ବାଦିକଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନକୁ ନେଇ ନିଜର କ୍ରୋଧ ଜାହିର କରିଥିଲେ । କୋହଲିଙ୍କ ଆକ୍ରମଣାତ୍ମକ ବ୍ୟବହାର ସଂପର୍କରେ ଜଣେ ସାମ୍ବାଦିକ ତାଙ୍କୁ…
ବିଶାଳ ସମାରୋହ ସହ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ଉଦ୍ଯାପିତ
ଭୁବନେଶ୍ୱର: ଆଜି ଏକ ସରଳ କିନ୍ତୁ ଚିତାକର୍ଷକ ଉଦ୍ଯାପନୀ ସମାରୋହ ସହ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା (କେଆୟୁଜି) ୨୦୨୦ ଶେଷ ହୋଇଛି । ଆଜି ଶେଷ ଦିନରେ ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟିକୁ ଶେଷ ମୁହୂର୍ତରେ ପଛରେ ପକାଇ ପଞ୍ଜାବ ୟୁନିଭର୍ସିଟି ଏହି ପ୍ରାରମ୍ଭିକ ସଂସ୍କରଣର…
ଟି୨୦କ୍ରିକେଟ୍ ବିଶ୍ୱକପରେ ଭାରତୀୟ ମହିଳାଙ୍କ ବିଜୟ ଅଭିଯାନ ଜାରି
ଭାରତ-ଶ୍ରୀଲଙ୍କା ମଧ୍ୟରେ ହୋଇଥିବା ଆଜିର କ୍ରିକେଟ୍ ମ୍ୟାଚ୍ରେ ଭାରତ ଶ୍ରୀଲଙ୍କାକୁ ୭ଟି ୱିକେଟ୍ରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଦଳ ୨୦ ଓଭର ମଧ୍ୟରେ ୯ଟି ୱିକେଟ୍ ପତନରେ ମାତ୍ର ୧୧୩ ରନ୍ କରିବାରେ ସକ୍ଷମ ହୋଇଥିଲା । ଭାରତୀୟ ବୋଲରଙ୍କ ଆକ୍ରମଣାତ୍ମକ ବୋଲିଂରେ…
ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଗୋଆ ଷ୍ଟ୍ରାାଇକରଙ୍କ ଚମକ
ଗୋଟିଏ ଗତିରୋଧ ମଧ୍ୟରେ ଖେଳ ଅଟକିଯିବା ସହିତ, ଏକ ଘଣ୍ଟାରୁ ଅଧିକ ସମୟର ଖେଳ ପରେ ଗୋଆ ୟୁନସିଭର୍ସିଟିର ମୁଖ୍ୟ ଏବଂ ସମର୍ଥନ ସଦସ୍ୟମାନେ ଚିନ୍ତିତ ହେବାର ସମସ୍ତ କାରଣ ରହିଥିଲା । ସେମାନେ ପ୍ରିୟ ହୋଇପାରନ୍ତି କିନ୍ତୁ ସେମାନେ ଆୟୋଜନକାରୀ କିଟ ବିପକ୍ଷରେ ମଧ୍ୟ ଠିଆହୋଇଥିଲେ ଏବଂ ଏପରି…
ଜାତୀୟ ସ୍ତରରେ ୫୦ତମ ପଦକ ଜିତିଲେ ଗୁଜରାଟ ୟୁନିଭର୍ସିଟିର ସ୍ୱିମର୍ କଲ୍ୟାଣୀ ସକ୍ସେନା
ଆଜି ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାରେ ଗୁଜରାଟ ସ୍ୱିମର୍ କଲ୍ୟାଣୀ ସକ୍ସେନା ଜାତୀୟ ସ୍ତରରେ ୫୦ତମ ପଦକ ଜିତି ଏକ ସ୍ୱତନ୍ତ୍ର ବ୍ୟକ୍ତିଗତ ଉପଲବ୍ଧି ହାସଲ କରିଛନ୍ତି । ମାତ୍ର ୨୦ ବର୍ଷ ବୟସର କଲ୍ୟାଣୀ ପୁନେରେ ଆୟୋଜିତ ହୋଇଥିବା ୨୦୧୯ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଗୁଜରାଟ ପାଇଁ ପ୍ରଥମ…
ପୁନେ ୟୁନିଭର୍ସିଟିକୁ ଶୀର୍ଷରେ ପହଂଚାଇଲେ ସାଧ୍ୱୀ ଧୁରୀ
ଆଜି ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୦ରେ ସ୍ୱିମର୍ ସାଧ୍ୱୀ ଧୁରୀ ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ସାବିତ୍ରୀବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟକୁ ୭ଟି ସ୍ୱର୍ଣ୍ଣ ଓ ୧୪ଟି ମେଡାଲ ସହ ତାଲିକାର ଶୀର୍ଷରେ ପହଂଚାଇଛନ୍ତି । ଏଥିସହିତ ମିହିର ଆମ୍ବ୍ରେ ନିଜର ୨ୟ ଟାଇଟଲ ଜିତିଛନ୍ତି ।…