Browsing Category
କ୍ରୀଡା
ୟୁଏଇରେ ପହଞ୍ଚିଲେ ଆଇପିଏଲର ବିଭିନ୍ନ ଫ୍ରାଞ୍ଚାଇଜ ଦଳର ଖେଳାଳୀ
ଆଇପିଏଲ୍ ଖେଳିବା ପାଇଁ ୟୁନାଇଟେଡ୍ ଆରବ ଏମିରେଟ୍ସରେ ପହଞ୍ଚିବାରେ ପ୍ରଥମ ଦଳ ହେଉଛି କିଙ୍ଗ୍ସ ଏକାଦଶ ପଞ୍ଜାବ। ନୂଆଦିଲ୍ଲୀରୁ ଏକ ଚାର୍ଟଡ ବିମାନ ଯୋଗେ ଗୁରୁବାର କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ଖେଳାଳି, ସପୋର୍ଟ ଷ୍ଟାଫ୍ ଏବଂ ଅନ୍ୟ ଅଧିକାରୀ ଦୁବାଇରେ ପହଞ୍ଚିଛନ୍ତି। ପଞ୍ଜାବ ଦଳର…
ଧୋନିଙ୍କ ଅବସରକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାବପ୍ରବଣ ଚିଠି
ଭାରତକୁ ଦୁଇ ଦୁଇଟି ବିଶ୍ୱକପ ଜିତାଇଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଜଣାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସଫଳତାକୁ ପ୍ରଶଂସା କରି ଏକ ଚିଠି ଲେଖିଛନ୍ତି। ବର୍ତ୍ତମାନ ମହେନ୍ଦ୍ର ସିଂ ଧୋନି ଏଥିପାଇଁ ଟ୍ବିଟର ମାଧ୍ୟମରେ…
ଧୋନୀଙ୍କ ଲାଗି ବିଦାୟୀ ମ୍ୟାଚର ଆୟୋଜନ କରିବ ବିସିସିଆଇ
ଆନ୍ତର୍ଜାତିକ କ୍ରିକେଟରୁ ନିକଟରେ ଅବସର ଘୋଷଣା କରିଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଲାଗି ବିଦାୟୀ ମ୍ୟାଚ ଆୟୋଜନ କରିବ ବିସିସିଆଇ । ସମ୍ଭବତଃ ଆଇପିଏଲ୍ ପରେ ଏହି ମ୍ୟାଚ୍ ହୋଇପାରେ । ଏ ସମ୍ପର୍କରେ ଧୋନୀଙ୍କ ସହ ଆଲୋଚନା କରାଯିବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ।…
ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରଷ୍କାର ପାଇଁ ରୋହିତ ଶର୍ମା ମନୋନୀତ
ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳ ରତ୍ନ ପାଇଁ ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ହିଟ୍ ମ୍ୟାନ୍ ରୋହିତ ଶର୍ମା ମନୋନୀତ ହୋଇଛନ୍ତି। ଯଦି ସେ ଏହି ପୁରସ୍କାର ପାଆନ୍ତି, ତେବେ ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନି ଏବଂ ଅଧିନାୟକ ବିରାଟ କୋହଲିଙ୍କ ପରେ…
ଡ୍ରିମ ୧୧ ହେବ ଆଇପିଏଲ୍ ୨୦୨୦ ର ପ୍ରାୟୋଜକ , ୨୨୨ କୋଟି ଟଙ୍କାରେ କିଣିଲା ରାଇଟ
ଆଇପିଏଲ୍ ୨୦୨୦ ପାଇଁ ଚାଇନାର କମ୍ପାନୀ VIVO ସ୍ଥାନରେ ନୂତନ ଟାଇଟଲ୍ ପ୍ରାୟୋଜକ ଘୋଷଣା କରାଯାଇଛି | VIVO ସିଜନ୍ ୧୩ ରୁ ବାଦ ପଡ଼ିବା ପରେ ଡ୍ରିମ୍ ୧୧ ଚଳିତ ବର୍ଷ ଆଇପିଏଲ୍ ର ଟାଇଟଲ୍ ପ୍ରାୟୋଜକ ହାସଲ କରିଛି | ଆଇପିଏଲ୍ ଅଧ୍ୟକ୍ଷ ବ୍ରିଜେଶ ପଟେଲ ପିଟିଆଇକୁ କହିଛନ୍ତି ଯେ ଡ୍ରିମ୍ ୧୧…
କ୍ରିକେଟପ୍ରେମୀଙ୍କ ପାଇଁ ଦୁଃଖର ଦିନ, ଧୋନୀ ପରେ ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାସ ନେଲେ ରାଇନା
ଆନ୍ତର୍ଜାତିକ କ୍ରିକେଟରୁ ଭାରତୀ ଦଳର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ସନ୍ୟାସ ନେଇଥିବା ସଂପର୍କରେ ଘୋଷଣା କରିବାର କିଛି ସମୟ ପରେ ସୁରେଶ ରାଇନା ମଧ୍ୟ ନିଜ ଅବସର ସଂପର୍କରେ ଘୋଷଣା କରିଛନ୍ତି ।
…
ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାସ ନେଲେ ଧୋନୀ
ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ କ୍ରିକେଟକୁ ସବୁଦିନ ପାଇଁ ଅଲବିଦା କହିଛନ୍ତି । ପୂର୍ବରୁ ସେ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେଇଥିବାବେଳେ ଆଜି ସେ କ୍ରିକେଟରୁ ସବୁଦିନ ପାଇଁ ସନ୍ୟାସ ନେବାର ନେଇଛନ୍ତି ।
https://twitter.com/ANI/status/1294640668816453634?s=20…
ଦେଖନ୍ତୁ ଧୋନୀଙ୍କ ଭଳି ହେଲିକପ୍ଟର ସଟ ଲଗାଉଥିବା ଏହି ୭ ବର୍ଷର ଝିଅକୁ, ଭିଡିଓ ସେୟାର କଲେ ଆକାଶ ଚୋପ୍ରା
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ହେଲିକପ୍ଟର ସଟ ମାରିବାର ଆପଣ ନିଶ୍ଚୟ ଦେଖିଥିବେ । କିନ୍ତୁ ରୋହତକର ସାତ ବର୍ଷିୟ ପରୀ ଶର୍ମା ମଧ୍ୟ ଧୋନିଙ୍କ ପରି ହେଲିକପ୍ଟର ସଟ ଲଗାଉଛନ୍ତି। ପରୀଙ୍କ ବ୍ୟାଟିଂ ଶୈଳୀ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।…
ନିଜ ଦଳକୁ ପୁଣି ଫେରିପାରନ୍ତି ଯୁବରାଜ, ସନସ୍ୟା ଉଠାଇବା ପାଇଁ କରୁଛନ୍ତି ଚିନ୍ତା
ପୁଣି କ୍ରିକେଟ ଗ୍ରାଉଣ୍ଡକୁ ଫେରିବେ କି ଭାରତର ଷ୍ଟାର କ୍ରିକେଟର ଓ ଅଲରାଉଣ୍ଡର ଯୁବରାଜ ସିଂ ? ପଞ୍ଜାବ କ୍ରିକେଟ ଆସୋସିଏସନ୍ (ପିସିଏ) ପକ୍ଷରୁ ଯୁବରାଜ୍ ସିଂଙ୍କୁ ଖାସ ଅନୁରୋଧ କରାଯାଇଛି । ପିସିଏ ୩୮ ବର୍ଷୀୟ ଯୁବରାଜଙ୍କୁ ସନ୍ୟାସ ନେବାର ନିଷ୍ପତ୍ତି ଫେରାଇ ନେଇ ରାଜ୍ୟର ଟିମ୍ ଖେଳାଳି ଓ…
କାହାଣୀ ହେଉଛି ସ୍ବାଧିନ ଭାରତୀୟ କ୍ରିକେଟ ଟିମର, ଯେତେବେଳେ ଇଂରେଜଙ୍କୁ ତାଙ୍କରି ରାଷ୍ଟ୍ରୀୟ ଖେଳରେ ପରାସ୍ତ କରିଥିଲା…
ଅଗଷ୍ଟ ୧୫, ୧୯୪୭, ଯେଉଁ ଦିନ ପ୍ରାୟ ୨୦୦ ବର୍ଷର ଦାସତ୍ୱ ପରେ ଆମ ଦେଶ ସ୍ୱାଧୀନ ହେଲା | ସ୍ବାଧିନ ପର୍ଯ୍ୟନ୍ତ ଭାରତରେ କ୍ରିକେଟ୍ କେବଳ ରୟାଲଟି ଏବଂ ସମ୍ଭ୍ରାନ୍ତମାନଙ୍କ ମଧ୍ୟରେ ସୀମିତ ରହିଥିଲା। ଯଦିଓ ଆମେ ଏହି ଖେଳର ସମସ୍ତ ସଫଳତା କେବଳ ସ୍ୱାଧୀନତା ପରେ ପାଇଲୁ, କିନ୍ତୁ ସବୁଠାରୁ ସୁନ୍ଦର…