Browsing Category

କ୍ରୀଡା

ଭ୍ରମରେ ପଡ଼ିଗଲେ ପ୍ରଶଂସକ ! ମାରାଡୋନାଙ୍କ ବଦଳରେ ହଲିଉଡର ପ୍ରସିଦ୍ଧ ଗାୟୀକା ମଡୋନାଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳୀ

ଇଂଟରନେଟ୍ ଆମକୁ ପ୍ରତିଦିନ କୌଣସିସି ନା କୌଣସି ଉପାୟରେ ସରପ୍ରାଇଜ ଦେବାରେ ପଛରେ ରହିନଥାଏ । ବୁଧବାର ମହାନ ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ ଘଟିଛି। ୬୦ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁବରଣ କରିଥିବା ମାରାଡୋନାଙ୍କ ପାଇଁ ଆଜି ସାରା ବିଶ୍ବ ମର୍ମାହତ। ମାରାଡୋନାଙ୍କ ମୃତ୍ୟୁ ଖବର ମିଳିବା…

ଗୋଆରେ ସ୍ଥାପିତ ହେବ କିମ୍ବଦନ୍ତୀ ଫୁଟବଲର ମାରାଡୋନାଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି

ଗୋଆ ସରକାର ଆସନ୍ତା ବର୍ଷ ଆରମ୍ଭରେ ପୂର୍ବ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲର୍ ଡିଏଗୋ ମାରାଡୋନାଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ସ୍ଥାପନ କରିବେ। ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ତଥା କାଲାଙ୍ଗୁଟରୁ ବିଧାୟକ ମାଇକେଲ ଲୋବୋ ପିଟିଆଇକୁ କହିଛନ୍ତି ଯେ…

ପରଲୋକରେ ଫୁଟବଲ ଭଗବାନ ‘ମାରାଡୋନା’

ଫୁଟବଲ କିମ୍ବଦନ୍ତୀ ତଥା ଆର୍ଜେଣ୍ଟିନା ବିଶ୍ୱ ଚାମ୍ପିଅନ ଅଧିନାୟକ ଡିଏଗୋ ମାରାଡୋନା। ବିଶ୍ୱ ଫୁଟବଲ୍‌ରେ ସେ ଭଗବାନ। ଫୁଟବଲ୍‌ ପଡ଼ିଆରେ ଥିଲେ ଯାଦୁକର। ଯାହାଙ୍କ ଖେଳ ଦେଖିବା ପାଇଁ ସାରା ବିଶ୍ୱର ପ୍ରଶଂସକ ପାଗଳ ପ୍ରାୟ ହେଉଥିଲେ। ଏହି ଫୁଟବଲ ମହାନାୟକ ଆଉ ନାହାନ୍ତି। ୬୦ ବର୍ଷ ବୟସରେ…

WWE ୟୁନିଭର୍ସକୁ ଅଲବିଦା କହିଲେ ‘ଦ ଅଣ୍ଡରଟେକର୍‌’

ୱାର୍ଲ୍ଡ ରେସଲିଂ ଏଣ୍ଟରଟେନ୍‌ମେଣ୍ଟ୍‌(ଡବ୍ଲ୍ୟୁଡବ୍ଲ୍ୟୁଇ) ଦୁନିଆର ସବୁଠାରୁ ବଡ଼ ନାମ ହେଉଛି ‘ଦ ଅଣ୍ଡରଟେକର୍‌’। ରେଲିଂ ଜୀବନରେ ସେ ଅନେକଙ୍କ ପାଣି ପିଆଇଛନ୍ତି। ଆଜି ଅଣ୍ଡରଟେକର୍ WWE ୟୁନିଭର୍ସକୁ ଅଲବିଦା କହିଛନ୍ତି। ରବିବାର ଦିନ ୫୫ ବର୍ଷୀୟ ଅଣ୍ଡରଟେକର୍ ତାଙ୍କ ଚରିତ୍ରର ଅନୁରୂପ…

ସୂର୍ଯ୍ୟକୁମାରଙ୍କୁ ପ୍ରଶଂସାରେ ପୋତିଲେ କିମ୍ବଦନ୍ତୀ କ୍ରିକେଟର ବ୍ରାଏନ ଲାରା

ସରିଛି ଆଇପିଏଲ। ହେଲେ ଥମିନାହିଁ ଚର୍ଚ୍ଚା। ଆଉ ଜଣେ ଭାରତୀୟ ଖେଳାଳିଙ୍କୁ ପ୍ରଶଂସା କରିଛନ୍ତି ୱେଷ୍ଟଇଣ୍ଡିଜର ମହାନ୍‌ କ୍ରିକେଟର ବ୍ରାଏନ ଲାରା। ସେ ଚଳିତ ଆଇପିଏଲ ସିଜିନର ବିଜୟୀ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ର ଷ୍ଟାର ବ୍ୟାଟସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଶଂସା କରିଛନ୍ତି।…

ପ୍ରତିକ୍ରିୟା ରଖିଲେ ରୋହିତ, କହିଲେ “ଦଳ ଯେଉଁ ସ୍ଥାନରେ ବ୍ୟାଟିଂ କରିବାକୁ କହିବ ମୁଁ ପ୍ରସ୍ତୁତ”

ଅଷ୍ଟ୍ରେଲିଆ ଗସ୍ତ ସିମିତ ଓଭର ସିରିଜରୁ ବାଦ୍‌ ପଡ଼ିଥିବା ହିଟ୍‌ମ୍ୟାନ ରୋହିତ ଶର୍ମା ଟେଷ୍ଟ ସିରିଜ୍‌ ଲାଗି ଦଳରେ ସାମିଲ ହୋଇଛନ୍ତି। ଟେଷ୍ଟ ମ୍ୟାଚରେ ଦଳ ମ୍ୟାନେଜ୍‌ମେଣ୍ଟ ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ କହିବେ; ସେଥିପାଇଁ ପ୍ରସ୍ତୁତ ବୋଲି ରୋହିତ କହିଛନ୍ତି। ସିମିତ ଓଭର…

ବାପା ହେଲେ ଡିଭିଲିୟର୍ସ, ସୋସିଆଲ ମିଡିଆରେ ଫଟୋ ସେୟାର କରି ଦେଲେ ସୂଚନା

ଦକ୍ଷିଣ ଆଫ୍ରିକାର ପୂର୍ବତନ ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ ଏବି ଡିଭିଲର୍ସ ବାପା ହୋଇଛନ୍ତି । ସେ ଏ ବିଷୟରେ ସୋସିଆଲ ମିଡିଆରେ ନିଜ ଶୁଭେଚ୍ଛୁ ଓ ପ୍ରଶଂସକଙ୍କୁ ଜଣାଇଛନ୍ତି । ଗତ ୧୧ ତାରିଖରେ ପତ୍ନୀ ଡାନିଏଲ୍‌ ଡିଭିଲର୍ସ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଡିଲିଲର୍ସ ପତ୍ନୀ ଓ କନ୍ୟାଙ୍କ…

ଖୁବ ଶୀଘ୍ର ଅଷ୍ଟ୍ରେଲିଆ ଗସ୍ତ କରିପାରନ୍ତି ଇଶାନ୍ତ, ପ୍ରସ୍ତୁତି ଚଲାଇଛନ୍ତି ଜୋରଦାର

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଇଶାନ୍ତ ଶର୍ମା ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ୨ ଘଣ୍ଟା ଧରି ଅଭ୍ୟାସ କରିଛନ୍ତି । ସେ ଆହତଜନିତ କାରଣରୁ ଆଇପିଏଲ-୨୦୨୦ର ବାଦ୍ ପଡିଥିଲେ । ତାଙ୍କ ମାଂସପେଶୀରେ ଆଘାତ ଲାଗିଥିଲା । ଆଇପିଏଲରେ ଇଶାନ୍ତ ଶର୍ମା ଦିଲ୍ଲୀ କ୍ୟାପିଟାଲ୍ସର ସଦସ୍ୟ ଥିଲେ । ସେ…

ବୁମରାଙ୍କୁ ନେଇ ଭବିଷ୍ୟବାଣୀ କଲେ ମ୍ୟାକ୍‌ଗ୍ରାଥ, କହିଲେ ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ବୋଲର ପାଇଁ ତାଙ୍କ ପାଖରେ…

ଭାରତୀୟ ଦଳର ଚର୍ଚ୍ଚିତ ପେସ୍‌ ବୋଲର ଜଶପ୍ରୀତ ବୁମରା ବିଶ୍ୱର ଶ୍ରେଷ୍ଠ ପେସ୍‌ ବୋଲରଙ୍କ ମଧ୍ୟରେ ଗଣା ହେବେ ବୋଲି ମ୍ୟାକ୍‌ଗ୍ରାଥ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ, ବୁମରାଙ୍କ ନିକଟରେ ପ୍ରଚୁର ଦକ୍ଷତା ରହିଛି । ମୁଁ ତାଙ୍କ ସହ ଅନେକ ଥର ଆଲୋଚନା କରିଛି। ତାଙ୍କ ବୋଲିଂ ମୋତେ ବେଶ…

ସାକିବଙ୍କୁ ହତ୍ୟା ଧମକ ଦେଲେ ଦୁବୃତ୍ତ

ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ସାକିବ ଉଲ ହସନ କୋଲକାତାରେ କାଳୀମାତାଙ୍କ ପୂଜା କରିବା ପରେ କ୍ଷମା ମାଗିଛନ୍ତି। ସେ ୟୁଟ୍ୟୁବ୍‌ରେ ନିଜର ଚ୍ୟାନେଲରେ ଏକ ଭିଡିଓ ପୋଷ୍ଟ କରି ଗତ ସପ୍ତାହରେ ପୂଜା କରିବା ନେଇ କ୍ଷମା ମାଗିଛନ୍ତି। ବାଂଲାଦେଶର ଜଣେ ବ୍ୟକ୍ତି ଫେସ୍‌ବୁକ୍‌ରେ ଜୀବନରେ ମାରି…