Browsing Category

କ୍ରୀଡା

ଓମ୍ରିକନ ସଂକଟ ସତ୍ତ୍ୱେ ସାଉଥ ଆଫ୍ରିକା ଗସ୍ତରେ ଯିବ ଟିମ୍ ଇଣ୍ଡିଆ

ଟିମ ଇଣ୍ଡିଆ ସାଉଥ ଆଫ୍ରିକା ଗସ୍ତ ନିଶ୍ଚିତ । ବିସିସିଆଇ ସେକ୍ରଟାରୀ ଜୟ ଶାହ ଏନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି ଭାରତୀୟ ଟିମ୍ ସାଉଥ ଆଫିକ୍ରା ଗସ୍ତରେ ଯାଇ ୩ ଟେଷ୍ଟ ସହ ୩ଟି ଦିନିକିଆ ଖେଲିବ । ପରେ ୪ଟି ଟି-୨୦ ମ୍ୟାଚ୍ ମଧ୍ୟ ଖେଳିବ । ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ଭାରିଆଣ୍ଟ…

ଗୋଟିଏ ଇନିଂସରେ ୧୦ଟି ୱିକେଟ୍ ନେଇ ଇତିହାସ ରଚିଲେ ଏଜାଜ ପଟେଲ

ଭାରତ- ନ୍ୟୁଜିଲ୍ୟଣ୍ଡ ଦ୍ୱିତୀୟ ଟେଷ୍ଟରେ ଇତିହାସ ରଚିଲେ ଏଜାଜ ପଟେଲ। ଗୋଟିଏ ଟେଷ୍ଟ ଇନିଂସରେ ନେଲେ ୧୦ ୱିକେଟ୍। ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ଦଳ ସମସ୍ତ ୱିକେଟ୍ ହରାଇ ୩୨୫ ରନ୍ ସଂଗ୍ରହ କରିଛି । ଏହି ଇନିଂସରେ ପ୍ରଥମ ଦିବସରେ ନ୍ୟୁଜିଲାଣ୍ଡ ବାମହାତୀ ସ୍ପିନର ଅଜାଜ ପଟେଲଙ୍କ…

୨୦୨୨ ଆଇପିଏଲ୍ ନିଲାମ, ରୋହିତ, ପନ୍ତ, ଜାଡେଜା, ଆନ୍ଦ୍ରେ ରସେଲ ସବୁଠୁ ଦାମୀ ଖେଳାଳି

ଆଗାମୀ ଆଇପିଏଲ-୧୫ର ଖେଳାଳି ନିଲାମ ପାଇଁ ଇତି ମଧ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ ନିଜ ନିଜ ପସନ୍ଦର ଖେଳାଳିଙ୍କୁ ରଖି ବାକି ଖେଳାଳିଙ୍କୁ ନିଲାମ ପାଇଁ ଛାଡ଼ି ଦେଇଛନ୍ତି । ୮ଟି ଯାକ ଫ୍ରାଞ୍ଚାଇଜ୍‌ ଆଗାମୀ ସିଜନ ପାଇଁ ଦଳରେ ରଖିଥିବା ଖେଳାଳିଙ୍କ ତାଲିକା ଘୋଷଣା…

ପଦାର୍ପଣ ଟେଷ୍ଟରେ ଶ୍ରେୟସ ଆୟରଙ୍କ ଦମଦାର ଶତକ, ଭାରତ ୩୩୯/୮

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା କାନପୁର ଟେଷ୍ଟରେ ଶତକ ହାସଲ କରିଛନ୍ତି ଶ୍ରେୟସ ଆୟର । ଏହାସହ ପଦାର୍ପଣ ଟେଷ୍ଟରେ ଶତକ ହାସଲକାରୀ ଖେଳାଳିଙ୍କ ମଧ୍ୟରେ ସେ ସ୍ଥାନ ପାଇଛନ୍ତି । ପ୍ରଥମ ଦିନ ଖେଳ ଶେଷସୁଦ୍ଧା ୭୫ ରନରେ ଅପରାଜିତ ଥିବା ଶ୍ରେୟସ ଦ୍ୱିତୀୟରେ ଶତକ ଲଗାଇଥିଲେ । ଏହାପରେ ସେ ଆଉ…

ଭାରତ-ଏ ଦଳର ଦ.ଆଫ୍ରିକା ଗସ୍ତ, ଦଳରେ ସାମିଲ ହେଲେ ଚହର ଓ ଇଶାନ କିଷନ

ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ପୂର୍ବ ଘୋଷିତ ଭାରତ-ଏ ଦଳରେ ଆଉ ୨ଜଣ ଖେଳାଳିଙ୍କୁ ସାମିଲ୍‌ କରାଯାଇଛି । ସେମାନେ ହେଲେ ପେସ୍‌ ବୋଲର ଦୀପକ ଚହର ଓ ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ଇଶାନ କିଷନ । ଆସନ୍ତା ୨୬ ତାରିଖରୁ ଭାରତ-ଏ ଓ ଘରୋଇ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ଚାରିଦିବସୀୟ ଟେଷ୍ଟ…

ଶାସ୍ତ୍ରି ଏବଂ କୋହଲି ସମୟରେ ବନ୍ଦ ହୋଇଯାଇଥିବା ପ୍ରଥାକୁ ପୁଣିଥରେ ଆରମ୍ଭ କଲେ ଦ୍ରାବିଡ-ରୋହିତ

ଟିମ୍ ଇଣ୍ଡିଆ ଶୁକ୍ରବାର ନ୍ୟୁଜିଲାଣ୍ଡ ବିପକ୍ଷ ରାଞ୍ଚି ଟି-୨୦ ମ୍ୟାଚ୍ ଜିତିଛି। ଏହା ସହିତ ଭାରତ ତିନୋଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ୨-୦ ଆଗୁଆ ରହିଛି। ଏବେ ତୃତୀୟ ମ୍ୟାଚ୍ କୋଲକାତାରେ ଖେଳାଯିବ। ରାଞ୍ଚି ଟି-୨୦ ଆଇପିଏଲରେ ସମସ୍ତଙ୍କ ନଜର ଏଥର ହର୍ଷଲ ପଟେଲଙ୍କ ଉପରେ ଥିଲା। କାରଣ…

କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଲେ ଡିଭିଲିୟର୍ସ

ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ତଥା ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଏବି ଡି ଭିଲିୟର୍ସ କ୍ରିକେଟ୍ ର ସବୁ ଫର୍ମାଟରୁ ନେଇଛନ୍ତି ଅବସର । ତାଙ୍କ ରିଟାୟାରମେଣ୍ଟ ନେଇ ସେ ଘୋଷଣା କରିଛନ୍ତି । ଏବି ଡି ଭିଲିୟର୍ସ ବହୁ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବିଦାୟ ନେଇଥିଲେ । ହେଲେ ଏବେ ସେ…

ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦେଖିବାକୁ ମିଳିବ କଡ଼ା ଟକ୍କର

ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-ଟ୍ୱେଣ୍ଟି । ୩ମ୍ୟାଚ୍‌ ବିଶିଷ୍ଟ ଏହି ସରିଜର ପ୍ରଥମ ମ୍ୟାଚ୍‌ ଜିତିବା ପରେ ରୋହିତ ବାହିନୀ ସିରିଜ ଉପରେ ନଜର ପକାଇଛି ।ଶୁକ୍ରବାର ବିଜୟ ସହ ସିରିଜ କବ୍‌ଜା କରିବା ଦଳର ପ୍ରଥମ ଲକ୍ଷ୍ୟ ହେବ । ଅନ୍ୟ ପଟରେ ନ୍ୟୁଜିଲାଣ୍ଡ ଶ୍ରେଷ୍ଠ…

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-ଟ୍ୱେଣ୍ଟି

ଘରୋଇ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଠୁଁ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ । ଏହି ସିରିଜରୁ ୨୦୨୨ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ଭାରତର ପ୍ରସ୍ତୁତି ଅଭିଯାନ ଆରମ୍ଭ ହେବ । ନବ ନିଯୁକ୍ତ କୋଚ୍‌ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଆରମ୍ଭ ହେବ ।…

ଟି-୨୦ ବିଶ୍ୱକପ ବିଜୟ ପରେ ଅଷ୍ଟ୍ରେଲିଆକୁ ମିଳିଲା ୧୨ କୋଟିର ଅର୍ଥ ରାଶି, ଅନ୍ୟପଟେ ନ୍ୟୁଜିଲାଣ୍ଡକୁ କେତେ ପଢନ୍ତୁ

କିୱି ଦଳକୁ ପଛରେ ପକାଇ ଚଳିତ ଟି-୨୦ ବିଶ୍ୱକପ୍‌ ହାତେଇ ନେଇଛି ଅଷ୍ଟ୍ରେଲିଆ । ୫ ଥର ଦିନିକିଆ ବିଶ୍ଵ କପ୍ ଜିତିଥିବା ଅଷ୍ଟ୍ରେଲିଆ ପ୍ରଥମ ଥର ଟି-୨୦ ବିଶ୍ଵ କପ୍ ଜିତିବାରେ ସକ୍ଷମ ହୋଇଛି । ହେଲେ କ୍ରିକେଟ୍‌ପ୍ରେମୀଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠିଥିବା ଯେ, କଙ୍ଗାରୁ ଦଳ ଜିତିବା ପରେ ଆଇସିସି…