Browsing Category

କ୍ରୀଡା

ମୁମ୍ବାଇ ଛାଡି ଗୋଆ ପକ୍ଷରୁ ଘରୋଇ ସିଜନ ଖେଳିବେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର

କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ମୁମ୍ବାଇ ଛାଡି ଗୋଆ ପକ୍ଷରୁ ଘରୋଇ ସିଜନ ଖେଳିବେ । ୨୨ ବର୍ଷିୟ ଲେଫ୍ଟ ହ୍ୟାଣ୍ଡର ଅର୍ଜୁନ ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନର ସଦସ୍ୟ । ସେ ୨୦୨୦-୨୧ରେ ସୟଦ ମୁସ୍ତକ ଅଲ୍ଲୀ ଟ୍ରଫିରେ ମୁମ୍ବାଇ ପାଇଁ ଦୁଇଟି ମ୍ୟାଚ ଖେଳିଥିଲେ । ସେ…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ‘ଏମ୍‌ଆଇ ଏମିରେଟ୍‌ସ’ ଓ ‘ଏମ୍‌ଆଇ କେପ୍ ଟାଉନ୍‌’ ଉନ୍ମୋଚିତ

ମୁମ୍ବାଇ : ମୁମ୍ବାଇ ଇଣ୍ଡିଆନ୍ସର ପୃଷ୍ଠପୋଷକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ମୁମ୍ବାଇ ଇଣ୍ଡିଆନ୍ସ ୱାନ୍ ପରିବାରରେ ସାମିଲ ହୋଇଥିବା ଦୁଇ ନୂଆ ଫ୍ରାଂଚାଇଜିର ନାମ ଓ ବ୍ରାଣ୍ଡ୍ ପରିଚୟ ଘୋଷଣା କରାଯାଇଛି । ୟୁଏଇ ଆନ୍ତର୍ଜାତିକ ଲିଗ୍ ଟି୨୦ରେ “ଏମ୍‌ଆଇ ଏମିରେଟ୍‌ସ’ ଓ କ୍ରିକେଟ୍

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ହକିରେ ଓଡ଼ିଶାକୁ ୨ ପଦକ, ଅମିତ ରୋହିଦାସ ଜିତିଲେ ସିଲିଭର ମେଡାଲ

ଓଡ଼ିଶାରୁ ୫ ଜଣ ଖେଳାଳି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଅମିତ ରୋହିଦାସ ଓ ଦୀପଗ୍ରେସ ଏକ୍କା ପଦକ ଜିତିବାରେ ସଫଳ ହୋଇଛନ୍ତି । ଉଭୟ ପଦକ ହକିରେ ମିଳିଛି । ମହିଳା ହକିରେ ଭାରତ ଗତକାଲି ବ୍ରୋଞ୍ଜ ପଦକ ଜିତିଥିଲା । ଦୀପଗ୍ରେସ ଏକ ମାତ୍ର ଓଡ଼ିଆ ଭାବେ ମହିଳା…

ପୁରୁଷ ବ୍ୟାଟମିଣ୍ଟନରେ ଆଉ ଏକ ସ୍ୱର୍ଣ୍ଣ ପଦକ ହାସଲ କଲେ ଲକ୍ଷ୍ୟ ସେନ

ଉହିଳା ସିଙ୍ଗଲସ ଫାଇନାଲରେ ପି ଭି ସିନ୍ଧୁଙ୍କ ପରେ ପୁଣି ପୁରୁଷ ସିଙ୍ଗଲରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଲକ୍ଷ୍ୟ ସେନ । ସେ ମାଲେସିଆର ଖେଳାଳିଙ୍କୁ ହାରଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଏବଂ ଏହା ସହିତ ଭାରତର ସମୁଦାୟ ସ୍ୱର୍ଣ୍ଣ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଭାରତୀୟ ଖେଳାଳିମାନେ ସମୁଦାୟ…

ବର୍ମିଂହାମରେ ସ୍ୱର୍ଣ୍ଣ ଜିତିଲେ ସିନ୍ଧୁ

ଭାରତର ମହିଳା ସଟଲର ପିଭି ସିନ୍ଧୁ ରାଜଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ କାନାଡାର ମିଚେଲ ଲିଙ୍କୁ ୨-୦ରେ ପରାସ୍ତ କରି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାର ବଣ୍ଟମିଣ୍ଟନ କାର୍ଯ୍ୟକ୍ରମରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୨୦୧୮ରେ ସିନ୍ଧୁ ଫାଇନାଲରେ ପ୍ରବେଶ କରିବା…

ବର୍ମିଂହାମରେ ନିରଜ ଚୋପ୍ରାଙ୍କ ରେକର୍ଡ ଭାଙ୍ଗିଲେ ପାକିସ୍ତାନର ଅଶରଦ ନଦୀମ

ଇଂଲଣ୍ଡର ବର୍ମିଂହାମରେ ଆୟୋଜିତ ହେଉଥିବା ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ପାକିସ୍ତାନର ଅଶରଦ ନଦୀମ ୯୦.୧୮ ମିଚର ଜାଭିଲିନ ଥ୍ରୋ କରି ସ୍ୱର୍ଣ୍ଣପଦକ ଜିିତିଛନ୍ତି । ନିରଜ ଚୋପ୍ରାଙ୍କ ଶେଷ ରେକର୍ଡ ୮୮ ଥିବା ବେଳେ ପାକିସ୍ତାନର ନଦୀମ ଏହି ରେକର୍ଡକୁ ଭାଙ୍ଗି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।…

CWGରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ, ପାରା ପାଓ୍ୱାରଲିଫ୍ଟିଂରେ ସୁନା ଆଣିଲେ ସୁଧୀର

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁଣି ଦେଶକୁ ମିଲିଲା ଆଉ ଏକ ପଦକ । ସ୍ୱର୍ଣ୍ଣ ପଦକ ଜିତିଲେ ସୁନା ପୁଅ ସୁଧିର । ପାରା ପାୱାରଲିଫ୍ଟିଂର ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ ପଦକ । ପୁରୁଷ ବର୍ଗରେ ସୁନା ପଦକ ଆଣିଲେ ସୁଧିର । ଏକ ଐତିହାସିକ ସଫଳତା ସହ ରେକର୍ଡର ଅଧିକାରୀ ହୋଇଛନ୍ତି ସୁଧିର ।…

ଲନ ବଲରେ ଭାରତୀୟ ମହିଳା ଦଳକୁ ସ୍ୱର୍ଣ୍ଣ

ବର୍ମିଂହାମ ଠାରେ ଅନୁଷ୍ଠିତ ହେଉଥିବା ରାଜ୍ୟଗୋଷ୍ଠୀ କ୍ରୀଡାର ୬ଷ୍ଠ ଦିନରେ ଲନ ବଲରେ ମହିଳା ଭାରତୀୟ ଦଳକୁ େ ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲ ହୋଇଛି । ଭାରତୀୟ ମହିଳା ଦଳ ଲନ ୱେମେନ୍ସ ଫୋରସ ଇଭେଣ୍ଟର ଫାଇନାଲରେ ଦ କ୍ଷିଣ ଆଫ୍ରିକାକୁ ୧୭-୧୦ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି ।…

ସମୁଦାୟ ୬ଟି ପଦକ ହାସଲ କରି ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ଷଷ୍ଠ ସ୍ଥାନ ହାସଲ

ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତୀୟ ଭାରଉତ୍ତୋଳନକାରୀମାନେ ଦେଶକୁ ସ୍ୱର୍ଣ୍ଣ ପଦକ ଭେଟି କରିଛନ୍ତି । ପ୍ରଥମେ ମୀରାବାଇ ଚାନ୍ନୁ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ପରେ ୧୯ ବର୍ଷୀୟ ଜେରେମି ଲାଲରିନନୁଙ୍ଗା ୬୭ କିଗ୍ରା ପୁରୁଷ ବର୍ଗରେ, ଅଚିନ୍ତ ଶିଉଳି ମଧ୍ୟ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣପଦକ…

ପ୍ରଥମ ଟି-ଟ୍ୱେଣ୍ଟି : ୱେଷ୍ଟଇଣ୍ଡିଜକୁ ୬୮ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ

ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ପରେ ଦିନେଶ କାର୍ତ୍ତିକଙ୍କ ଚମକପ୍ରଦ ବ୍ୟାଟିଂ ଏବଂ ସ୍ପିନରଙ୍କ ଘାତକ ବୋଲିଂକୁ ପାଥେୟ କରି ଭାରତ ଘରୋଇ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ୬୮ ରନ୍‌ରେ ବିଜୟୀ ହୋଇଛି । କାର୍ତ୍ତିକଙ୍କ ଦୁର୍ଦ୍ଧର୍ଷ ବ୍ୟାଟିଂ ଫଳରେ ଭାରତ ଆଜି ପ୍ରଥମେ ବ୍ୟାଟିଂ…