ପୁରୁଷ ବ୍ୟାଟମିଣ୍ଟନରେ ଆଉ ଏକ ସ୍ୱର୍ଣ୍ଣ ପଦକ ହାସଲ କଲେ ଲକ୍ଷ୍ୟ ସେନ


ଉହିଳା ସିଙ୍ଗଲସ ଫାଇନାଲରେ ପି ଭି ସିନ୍ଧୁଙ୍କ ପରେ ପୁଣି ପୁରୁଷ ସିଙ୍ଗଲରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଲକ୍ଷ୍ୟ ସେନ । ସେ ମାଲେସିଆର ଖେଳାଳିଙ୍କୁ ହାରଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଏବଂ ଏହା ସହିତ ଭାରତର ସମୁଦାୟ ସ୍ୱର୍ଣ୍ଣ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଭାରତୀୟ ଖେଳାଳିମାନେ ସମୁଦାୟ ୨୦ ସ୍ୱର୍ଣ୍ଣ ,୧୫ଟି ରୋପ୍ୟ ଏବଂ ୨୨ଟି ବ୍ରୋଞ୍ଜ ପ୍ରାପ୍ତ କରିଛନ୍ତି ।


Share It

Comments are closed.