ବର୍ମିଂହାମରେ ସ୍ୱର୍ଣ୍ଣ ଜିତିଲେ ସିନ୍ଧୁ


ଭାରତର ମହିଳା ସଟଲର ପିଭି ସିନ୍ଧୁ ରାଜଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ କାନାଡାର ମିଚେଲ ଲିଙ୍କୁ ୨-୦ରେ ପରାସ୍ତ କରି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାର ବଣ୍ଟମିଣ୍ଟନ କାର୍ଯ୍ୟକ୍ରମରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।
୨୦୧୮ରେ ସିନ୍ଧୁ ଫାଇନାଲରେ ପ୍ରବେଶ କରିବା ସ୍ୱତ୍ତ୍ୱେ ସାଇନା ନେହିୱାଲଙ୍କ ଠାରୁ ପରାସ୍ତ ହୋଇ ରୌପ୍ୟ ଜିତିଥଲା । କିନ୍ତୁ ଏଥର ତାଙ୍କ ସ୍ୱର୍ଣ୍ଣ ପଦକ ନିଶ୍ଚିନ୍ତ ହୋଇଯାଇଛି ।


Share It

Comments are closed.