ଲନ ବଲରେ ଭାରତୀୟ ମହିଳା ଦଳକୁ ସ୍ୱର୍ଣ୍ଣ


ବର୍ମିଂହାମ ଠାରେ ଅନୁଷ୍ଠିତ ହେଉଥିବା ରାଜ୍ୟଗୋଷ୍ଠୀ କ୍ରୀଡାର ୬ଷ୍ଠ ଦିନରେ ଲନ ବଲରେ ମହିଳା ଭାରତୀୟ ଦଳକୁ େ ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲ ହୋଇଛି । ଭାରତୀୟ ମହିଳା ଦଳ ଲନ ୱେମେନ୍ସ ଫୋରସ ଇଭେଣ୍ଟର ଫାଇନାଲରେ ଦ କ୍ଷିଣ ଆଫ୍ରିକାକୁ ୧୭-୧୦ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି ।
ଏହି ଦଳ ପ୍ରଥମ ଥର ପାଇଁ ଏଥି ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଅଂଶଗ୍ରହଣ କରିଥିଲା ।
ଏହା ସହିତ ଭାରତର ସମୁଦାୟ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଭାରତର ଖେଳାଳିମାନେ ୪ଟି ସ୍ୱର୍ଣ୍ଣ, ୩ ରୌପ୍ୟ ଏବଂ ୩ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।


Share It

Comments are closed.