Browsing Category

କ୍ରୀଡା

ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାସ ନେଲେ ‘ସୋଏବ ମଲ୍ଲିକ’

ବିଶ୍ୱକପରେ ପାକିସ୍ତାନ ବାଙ୍ଗଲାଦେଶକୁ ହରାଇ ଲିଗ ମ୍ୟାଚରୁ ହିଁ ନିଜର ଅଭିଯାନ ଶେଷ କରିଥିବାବେଳେ ଅନ୍ୟପଟେ ଦଳର ବରିଷ୍ଠ ଖେଳାଳୀ ‘ସୋଏବ ମଲ୍ଲିକ’ ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାସ ନେଇଛନ୍ତି । ସୋଏବଙ୍କୁ ଗତ କାଲି ବାଙ୍ଗଲାଦେଶ ବିପକ୍ଷରେ ଖେଳିବା ପାଇଁ ମଧ୍ୟ ସୁଯୋଗ ମିଳିନଥିଲା । କିନ୍ତୁ…

ପଡିଆ ମଝିରେ ଶାମିଙ୍କୁ କଟୁ ଭାଷାରେ ଗାଳି ଦେଲେ ବିରାଟ

ବିଶ୍ୱକପରେ ଭାରତୀୟ ଦଳ, ଫିଲ୍ଡିଙ୍ଗରେ କିପରି ନିଜ ସ୍ଥିତିକୁ ଆହୁରୀ ସୁଦୃଢ କରିପାରିବେ ସେଥିପାଇଁ ଦଳ ସର୍ବଦା ପ୍ରଚେଷ୍ଟା କରୁଥିବାବେଳେ ଏହା ସତ୍ତେ୍ୱ ମଧ୍ୟ ଟୁର୍ଣ୍ଣାମେଣ୍ଟର କେତେକ ମ୍ୟାଚରେ ମିସ ଫିଲ୍ଡିଙ୍ଗର ଦୃଶ୍ୟ ଦେଖିବାକୁ ମିଳୁଛି । ଫିଲ୍ଡିଙ୍ଗ କୋଚ ‘ଶ୍ରୀଧର’ ଭାରତୀୟ ଦଳର…

ନିଜ ଦେଶର ଲୋକଙ୍କ ଠାରୁ ସମାଲୋଚନା ଶୀକାର ହେଲା ‘ପାକିସ୍ତାନ ଟିମ’

ଚଳିତ ବିଶ୍ୱକପରେ ଭାଗ୍ୟ ପାକିସ୍ତାନର ସାଥ ଦେଉନଥିବାବେଳେ ବୁଧବାର ଦିନ ଇଂଲଣ୍ଡ, ନ୍ୟୁଜିଲାଣ୍ଡକୁ ହରାଇ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିସାରିଛି । ଇଂଲଣ୍ଡର ଏହି ବିଜୟ ପରେ ସେମିଫାଇନାଲରେ ପାକିସ୍ତାନ ପ୍ରବେଶର ଆଶା ଧିରେ ଧିରେ ମଉଳିବାରେ ଲାଗିଲାଣି । ଚଳିତ ବିଶ୍ୱକପରେ ପାକିସ୍ତାନ…

କ୍ରିକେଟ ଖେଳିବା ପାଇଁ ‘ରାଇଡୁ’ଙ୍କୁ ମିଳିଲା ଅନ୍ୟଦେଶର ନାଗରିକତାର ଅଫର

ଚଳିତ ବିଶ୍ୱକପରେ ଇଣ୍ଡିଆ ଟିମ ପାଇଁ ଚୟନ ହୋଇନଥିବା ମଧ୍ୟମକ୍ରମର ବ୍ୟାଟ୍ସମ୍ୟାନ ‘ଅମ୍ବାତି ରାଇଡୁ’ ବର୍ତ୍ତମାନ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ବର୍ତ୍ତମାନ ରାଇଡୁ ତାଙ୍କର ମନ୍ତବ୍ୟ କିମ୍ବା ବିଶ୍ୱକପରେ ଚୟନ ପ୍ରକ୍ରିୟାକୁ ନେଇ ଚର୍ଚ୍ଚାର ପରିସରକୁ ଆସି ନାହନ୍ତି ବରଂ ଅନ୍ୟ…

ବାଙ୍ଗଲାଦେଶର ପରାଜୟକୁ ନେଇ ମୁହଁ ଖୋଲିଲେ ଅଧିନାୟକ ‘ମୋର୍ଟଜା’

ଗତ କାଲି ବିଶ୍ୱକପରେ ଭାରତ ବିପକ୍ଷରେ ବାଙ୍ଗଲାଦେଶର ପରାଜୟ ପରେ ବିପକ୍ଷ ଦଳର ‘ମସରଫି ମୋର୍ଟଜା’ ପରାଜୟର କାରଣ ସଂପର୍କରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ତାଙ୍କର ଏହି ମ୍ୟାଚ ଜିତିବା ନିହାତି ଆବଶ୍ୟକ ଥିଲା କିନ୍ତୁ ଭାଗ୍ୟ ସାଥ ନ ଦେବା ହେତୁ ସେମାନେ ଏହି ମ୍ୟାଚରେ ପରାଜୟ ବରଣ…

ବ୍ୟାଟିଙ୍ଗ କରୁଥିବା ସମୟରେ ହାର୍ଦିକଙ୍କୁ ରିଷଭ କହିଲେ “ଡର ଲାଗୁଛି”, ଜାଣନ୍ତୁ ଘଟଣା ସଂପର୍କରେ

ଗତ କାଲି ବିଶ୍ୱକପରେ, ଭାରତର ବିଜୟ ରଥକୁ ଇଂଲଣ୍ଡ ଅଟକାଇ ଦେଇଥିବାବେଳେ ରୋହିତ ଏବଂ ବିରାଟଙ୍କ ସୁନ୍ଦର ପ୍ରଦର୍ଶନ ସତ୍ତେ୍ୱ ମଧ୍ୟ ଦଳ ୩୧ ରନରେ ପରାଜୟ ବରଣ କରିଥିଲା । ଏହି ମ୍ୟାଚରେ ରୋହିତ ଆକର୍ଷଣୀୟ ପାଳି ଖେଳି ସୁନ୍ଦର ଶତକ ହାସଲ କରିଥିବାବେଳେ ଅନ୍ୟପଟେ ବିରାଟ ଏକ ମ୍ୟାଚରେ ସୁନ୍ଦର…

କ’ଣ ବିଶ୍ୱକପ ଦୌଡରୁ ବାଦ ପଡିଲା ପାକିସ୍ତାନ, ଜାଣନ୍ତୁ ?

ଗତ କାଲି ବିଶ୍ୱକପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖୁବ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିଥିଲା, ଯେଉଁଥିରେ ଭାରତ, ଇଂଲଣ୍ଡ ଠାରୁ ୩୧ ରନରେ ପରାଜୟ ବରଣ କରିଥିଲା । ସେପଟେ ଇଂଲଣ୍ଡର ଏହି ବଜୟ ପରେ ସେମିଫାଇନାଲ ରେସ ଦଳ ନିଜର ସ୍ଥିତକୁ ବଜାୟୀ ରଖିପାରିଥିବାବେଳେ ଅନ୍ୟପଟେ କେବଳ…

ଷ୍ଟାଡିୟମ ବାହାରେ ପାକିସ୍ତାନୀ କ୍ରିକେଟପ୍ରେମୀଙ୍କୁ ନିର୍ଧୁମ ଛେଚିଲେ ଆଫଗାନିସ୍ଥାନୀ, ଦେଖନ୍ତୁ ଭିଡିଓ

ଶନିବାର ବିଶ୍ୱକପରେ ପାକିସ୍ତାନ ଏବଂ ଆଫଗାନିସ୍ଥାନ ମଧ୍ୟରେ ହାଇଭୋଲଟେଜ ମ୍ୟାଚ ଥିବାବେଳେ ଉଭୟ ଟିମ ନିଜ ଦେଶ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିଲେ । ଏହି ମ୍ୟାଚଟି ଖୁବ ସଂଘର୍ଷପୂର୍ଣ୍ଣ ହୋଇଥିବାବେଳେ ପାକିସ୍ତାନ ପାଇଁ ଏହି ମ୍ୟାଚଟି ‘କର ବା ମର’ ପରିସ୍ଥିତି ସଦୃଶ୍ୟ । ତେବେ ଖେଳାଳୀଙ୍କ…

ବିଶ୍ୱକପ ସେମିଫାଇନାଲରେ ପାକିସ୍ତାନକୁ ରୋକିବା ପାଇଁ ଭାରତ ନିଶ୍ଚୟ ପ୍ରୟାସ କରିବ : ‘ବାସିତ ଅଲି’

ଇଂଲଣ୍ଡରେ ଚାଲିଥିବା ବିଶ୍ୱକପରେ ବର୍ତ୍ତମାନ ରୋମାଞ୍ଚକ ଚରମ ସୀମାରେ ଆସି ପହଞ୍ଚିଗଲାଣି । ପୂର୍ବରୁ ଆଫଗାନିସ୍ଥାନ ଏବଂ ଦକ୍ଷିଣ ଆଫ୍ରିକା ବିଶ୍ୱକପ ଦୈଡରୁ ବାଦ ପଡିଥିବାବେଳେ ଗତ କାଲି ୱେଷ୍ଟଇଣ୍ଡିଜ ମଧ୍ୟ ଏହି ରେସରୁ ବାଦ ପଡିଛି । ଅଷ୍ଟ୍ରେଲିଆ ସେମି ଫାଇନାଲରେ ନିଜ ସ୍ଥାନ ପକ୍କା…

ଭାରତ ସମର୍ଥନରେ ବାହାରିଲେ ପାକିସ୍ତାନୀ ପ୍ରଶଂସନ, ନାସିର ହୁସେନଙ୍କ ମୁହଁ କଲେ ଚୁପ

ଆସନ୍ତା ରବିବାର ଦିନ ବିଶ୍ୱକପରେ ଭାରତ ଏବଂ ଆୟୋଜକ ଇଂଲଣ୍ଡ ମଧ୍ୟରେ ହାଇଭୋଲଟେଜ ମ୍ୟାଚ ଖେଳାଯିବାକୁ ଅଛି । ତେବେ ଏହି ମ୍ୟାଚ ପୂର୍ବରୁ ସୋସିଆଲ ମିଡିଆରେ ଏକ ଅଦ୍ଭୁତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକି ଅତ୍ୟନ୍ତ ବିରଳ । ତେବେ ଘଟଣାଟି କଣ ଆସନ୍ତୁ ଜାଣିବା । ବିଶ୍ୱକପରେ ଏହି…