Browsing Category

ପ୍ରଯୁକ୍ତି

ସାମସଙ୍ଗ ପକ୍ଷରୁ ନୂତନ ୟୁଏଚଡି ବିଜ୍‌ନେସ୍ ଟିଭି ରେଞ୍ଜର ଶୁଭାରମ୍ଭ

ଭୁବନେଶ୍ୱର : ସାମସଙ୍ଗ ପକ୍ଷରୁ ଭାରତରେ ରେଷ୍ଟୁରାଂଟ, ରିଟେଲ ସପିଂ କମ୍ପେ୍ଲକ୍ସ, ସାଲୋନ ଏବଂ ଏହିପରି ଆହୁରି ଅନେକ ବ୍ୟବସାୟରେ ଥିବା ଗ୍ରାହକମାନଙ୍କ ପାଇଁ ଏକ ନୂତନ ରେଞ୍ଜର ବିଜନେସ ଟେଲିଭିଜନର ଶୁଭାରମ୍ଭ କରାଯାଇଛି । ଏହି ନୂତନ ରେଞ୍ଜର ବିଜନେସ ଟିଭିରେ ନୂତନ ଆପ୍ଲିକେସନ, ଡାଇନାମିକ…

ଭାରତରେ ଜିଏମ୍ ଫସଲର ସୁରକ୍ଷା ଓ ନିୟମାବଳୀ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଗୁଣାତ୍ମକ ଖାଦ୍ୟକୁ ନେଇ ଆମର ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ପାଇଁ ଚାଷ ଜମିକୁ ବୃଦ୍ଧି ନକରି କୃଷି ଉତ୍ପାଦକତା ବୃଦ୍ଧି କରିବା ଭାରତୀୟ କୃଷକମାନଙ୍କ ପାଇଁ ଏକ ଆହ୍ୱାନ ହୋଇ ରହିଛି । ତ୍ରୁଟିପୂର୍ଣ୍ଣ ଓ ଗମ୍ଭୀର ପାଣିପାଗ ପରିବର୍ତନ ସମସ୍ୟା ଚାଷୀର ଦୁଃଖକୁ ଆହୁରି ବଢାଇଛି ।…

ଓଡିଶାର ୧୨ରୁ ଅଧିକ ସହରକୁ ସଂପ୍ରସାରିତ ହେଲା ଜିଓ ଫାଇବର ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ ସେବା

ଭୁବନେଶ୍ୱର: ସାଂପ୍ରତିକ ପରିସ୍ଥିତିରେ ଘରେ ରହି କାର୍ଯ୍ୟ ସଂପାଦନ କରିବା ଏବଂ ଅନଲାଇନ୍ କ୍ଲାସ୍ କରିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ପ୍ରକାର ନିୟମ ହୋଇପଡ଼ିଛିି । ଏଭଳି ସ୍ଥିତିରେ ଲୋକଙ୍କୁ ନିରବଚ୍ଛିନ୍ନ ହାଇ-ସ୍ପିଡ୍ ଇଣ୍ଟରନେଟ୍ ଉପଲବ୍ଧ କରାଇବା ପାଇଁ ରିଲାଏନ୍ସ ଜିଓ ଓଡିଶାର ୧୨ରୁ ଅଧିକ…

ଆସସ୍ ପକ୍ଷରୁ ଅଲ୍‌ଟ୍ରା ପୋର୍ଟେବୁଲ୍ ଜେନ୍‌ବୁକ୍‌, ଭିଭୋବୁକ୍ ରେଞ୍ଜ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ତାଇୱାନିଜ୍ ଟେକ୍ ପିସି ଜିଆଂଟ୍ ଆସସ୍ ପକ୍ଷରୁ ଏହାର ଅଭିନବ ଓ ଷ୍ଟାଇଲିସ୍ ଜେନ୍‌ବୁକ୍ ଓ ଭିଭୋବୁକ୍ ସିରିଜ୍‌ରେ ୪ଟି ନୂତନ ସଂସ୍କରଣ; ଦି ଜେନ୍‌ବୁକ୍ ୧୩/୧୪ (ୟୁଏକ୍ସ୩୨୫/ୟୁଏକ୍ସ୪୨୫), ଦି ଭିଭୋବୁକ୍‌ସ ଏସ୍‌୧୪ (ଏସ୍‌୪୩୩) ଓ ଦି ଭିଭୋବୁକ୍ ଅଲ୍‌ଟ୍ରା କେ୧୪ (କେ୪୧୩)ର…

ଏଗୁଡ଼ିକ ହେଉଛି ଭାରତରେ ମିଳୁଥିବା ବେଷ୍ଟ ନନ ଚାଇନିଜ ନେକବ୍ୟାଣ୍ଡ

ଭାରତ-ଚୀନ୍ ସୀମା ବିବାଦ ପରଠାରୁ ଲୋକମାନେ ଫେସବୁକ୍ ଏବଂ ଟ୍ୱିଟର ଭଳି ପ୍ଲାଟଫର୍ମରେ ବଏକଟ୍ ଚାଇନା ଅଭିଯାନ ଚଳାଉଛନ୍ତି। ମେଡ୍ ଇନ୍ ଇଣ୍ଡିଆ ଯୋଜନାକୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି। ଏହା ବ୍ୟତୀତ, ବର୍ତ୍ତମାନ ଲୋକମାନେ ଚାଇନାର ମୋବାଇଲ୍ ଠାରୁ ଇୟରଫୋନ୍ ପର୍ଯ୍ୟନ୍ତ ସବୁକିଛି ବଏକଟ୍…

ଡେଲ୍ ଟେକ୍ନୋଲୋଜିସ୍ ପକ୍ଷରୁ ୨୦୨୦ ପିସି ଗେମିଙ୍ଗ୍ ପୋର୍ଟଫୋଲିଓର ଶୁଭାରମ୍ଭ

ଭୁବନେଶ୍ୱର: ଡେଲ୍ ଟେକ୍ନୋଲୋଜିସ୍ ଓ ଏଲିଏନ୍‌ୱେୟାର ପକ୍ଷରୁ ପିସି ଗେମିଙ୍ଗ୍ କ୍ଷେତ୍ରରେ ଭାରତରେ ଏଲିଏନ୍‌ୱେୟାର ଏମ୍‌୧୫ ଆର୍‌୩, ଡେଲ୍ ଜି୫ ୧୫ ଏସ୍‌ଇ, ଡେଲ୍ ଜି୫ ୧୫ ଓ ଡେଲ୍ ଜି୩ ୧୫ ସହିତ ନୂଆ ଗେମିଙ୍ଗ୍ ପୋର୍ଟଫୋଲିଓର ଶୁଭାରମ୍ଭ କରାଯାଇଛି । ଭାରତରେ ଗେମିଙ୍ଗ୍ ପିସି ପାଇଁ ଏକ ନୂତନ ଓ…

ସାମ୍‌ସଙ୍ଗ୍ ପକ୍ଷରୁ ଏହାର ୨୦୨୦ ସାଉଣ୍ଡ ଡିଭାଇସ୍ ଶୃଙ୍ଖଳାର ଶୁଭାରମ୍ଭ

ଭୁବନେଶ୍ୱର: ସାମ୍‌ସଙ୍ଗ ପକ୍ଷରୁ ଭାରତରେ ନୂତନ ପାର୍ଟି ସ୍ପିକର ସାଉଣ୍ଡ ଟାୱାର ଓ ପ୍ରିମିୟମ ସାଉଣ୍ଡବାର୍ ସହିତ ଏହାର ୨୦୨୦ ସାଉଣ୍ଡ ଡିଭାଇସ୍ ଶୃଙ୍ଖଳାର ଶୁଭାରମ୍ଭ କରାଯାଇଛି । ଏହି ଦୁଇଟି ସାଉଣ୍ଡ ଡିଭାଇସ୍‌ରେ ଏକ ବର୍ଦ୍ଧିତ ସାଉଣ୍ଡ ଅନୁଭବ ପାଇଁ ବିଶ୍ୱର ପ୍ରଥମ ଆଟ୍‌ମସ ଟେକ୍ନୋଲୋଜି…

ସାମସଙ୍ଗ ପକ୍ଷରୁ ‘ସାମସଙ୍ଗ ପ୍ରିଜମ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର: ସାମସଙ୍ଗ ପକ୍ଷରୁ ଏକ ସ୍ୱତନ୍ତ୍ର ଉଦ୍ୟୋଗ ଶିକ୍ଷା କାର୍ଯ୍ୟକ୍ରମ-ସାମସଙ୍ଗ ପ୍ରିଜିମ ( ପ୍ରିପେୟାରିଙ୍ଗ ଆଣ୍ଡ ଇନସ୍ପାୟରିଙ୍ଗ ଷ୍ଟୁଡେଂଟ ମାଇଣ୍ଡ)ର ଶୁଭାରମ୍ଭ କରାଯାଇଛି, ଯାହାର ଉଦ୍ଦେଶ୍ୟ ହେଉଛି ଭାରତୀୟ ଇକୋସିଷ୍ଟମରେ ନୂତନତାକୁ ସାମିଲ କରିବା ଏବଂ ଉଦ୍ୟୋଗର ଆବଶ୍ୟକତା ପୂରଣ…

ସାମ୍‌ସଙ୍ଗ୍ ପକ୍ଷରୁ ଏହାର କନେକ୍ଟେଡ୍ ରେଫ୍ରିଜରେଟର୍ ସ୍ପେସ୍‌ମ୍ୟାକ୍ସ ଫ୍ୟାମିଲି ହବ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ସାମ୍‌ସଙ୍ଗ ପକ୍ଷରୁ ନୂଆ କନେକ୍ଟେଡ୍ ସ୍ପେସ୍‌ମ୍ୟାକ୍ସ ଫ୍ୟାମିଲି ହବ୍ ରେଫ୍ରିଜରେଟର୍‌ର ଶୁଭାରମ୍ଭ ସହିତ ଦେଶରେ ଏହାର ଇଂଟର୍‌ନେଟ୍ ଅଫ୍ ଥିଙ୍ଗ୍‌ସ (ଆଇଓଟି) ଉତ୍ପାଦ ପୋର୍ଟଫୋଲିଓର ବିସ୍ତାର ଘୋଷଣା କରାଯାଇଛି । ଗ୍ରାହକଙ୍କ ଦୃଷ୍ଟିକୋଣ ଓ ମତାମତ ଆଧାରରେ ନିର୍ମିତ ଦ…

୨୦୨୦ର ପ୍ରଥମ ତିନି ମାସରେ ଓଡ଼ିଶାରେ ୭ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡ଼ିଲା ଜିଓ : ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ସଦ୍ୟ ପ୍ରକାଶିତ ମୋବାଇଲ୍ ଗ୍ରାହକ ତଥ୍ୟ ଅନୁଯାୟୀ ମାର୍ଚ୍ଚ ୨୦୨୦ରେ ରିଲାଏନ୍ସ ଜିଓ ୧.୯ ଲକ୍ଷରୁ ଅଧିକ ନୂତନ ଗ୍ରାହକଙ୍କୁ ଯୋଡି ଓଡ଼ିଶା ବଜାରରେ ନିଜର ଆଧିପତ୍ୟ ଜାରି ରଖିଛି । ଡିସେମ୍ବର ୨୦୧୯ରେ ରାଜ୍ୟରେ ସର୍ବାଧିକ…