ମହିଳାଙ୍କ ପାଟିରୁ ଚାରି ଫୁଟ ଲମ୍ବ ସାପ ବାହାର କରିଛନ୍ତି ଡାକ୍ତର, ଦେଖନ୍ତୁ ଭିଡିଓ
ରୁଷିଆର ଦାଗସ୍ତାନରେ ଜଣେ ମହିଳାଙ୍କ ପାଟିରୁ ଡାକ୍ତରମାନେ ଚାରି ଫୁଟ ଲମ୍ବା ଏକ ସାପ ବାହାର କରିଛନ୍ତି | ଏହା ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଜଣେ ମହିଳାଙ୍କ ପାଟିରୁ ଜଣେ ଡାକ୍ତର ସାପଟିକୁ କିପରି ବାହାର କରୁଛନ୍ତି ତାହା ଏଥିରେ ଦେଖିବାକୁ ମିଳୁଛି ।…